
ଅନନ୍ୟ ସଙ୍ଗୀତ ସାଧିକା ଅନିନ୍ଦିତା ଦାସ* .
*ଅନନ୍ୟ ସଙ୍ଗୀତ ସାଧିକା ଅନିନ୍ଦିତା ଦାସ* ଅନିନ୍ଦିତା ଦାସ ସଙ୍ଗୀତ ଜଗତର ଜଣେ ଜଣାଶୁଣା ନାମ। ଓଡ଼ିଶାର ନାଇଟଏଙ୍ଗଲ ଭାବରେ ଖ୍ୟାତି ଅର୍ଜନ କରିଥିବା, କୋକିଳକଣ୍ଠି ଅନିନ୍ଦିତା ରାଜ୍ୟର ଘରେଘରେ ତାଙ୍କର ସୁମଧୁର ଓ

*ଅନନ୍ୟ ସଙ୍ଗୀତ ସାଧିକା ଅନିନ୍ଦିତା ଦାସ* ଅନିନ୍ଦିତା ଦାସ ସଙ୍ଗୀତ ଜଗତର ଜଣେ ଜଣାଶୁଣା ନାମ। ଓଡ଼ିଶାର ନାଇଟଏଙ୍ଗଲ ଭାବରେ ଖ୍ୟାତି ଅର୍ଜନ କରିଥିବା, କୋକିଳକଣ୍ଠି ଅନିନ୍ଦିତା ରାଜ୍ୟର ଘରେଘରେ ତାଙ୍କର ସୁମଧୁର ଓ

କଳାକାର ସ୍ବର୍ଗତ ସ୍ୱରାଜ ନାୟକ ଙ୍କ ପରିବାରକୁ କଳାକାର ମହାସଂଘ ଏବଂ ଓ. ଆର. ଡ଼ି. ଏ.ତରଫରୁ ସମବେଦନା ……………………………………….. ଟିକାବାଲି _କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ପଂଚାୟତ ଅଧିନସ୍ତ ବରପଦା

ସ୍ବାମୀ ବିବେକାନନ୍ଦ ଆବାସିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ। ବାଲିଚନ୍ଦ୍ରପୁର 05/09 ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରାଜପୂର୍ ସ୍ଥିତ ସ୍ବାମୀ ବିବେକା ନନ୍ଦ ଆବାସିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ

ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ରାଜ୍ୟର ବରିଷ୍ଠ ଶାସନ ସଚିବମାନେ ଦୁଇ-ତିନି ଦିନ ପରିଦର୍ଶନରେ ଯାଇ ଗୁରୁତ୍ୱପୂର୍ଣ୍ଣ ଯୋଜନା ଗୁଡିକର କାର୍ଯ୍ୟାନ୍ଵୟନକୁ ତଦାରଖ କରିବେ। ଏହା ଦ୍ଵାରା ପ୍ରଶାସନକୁ ଲୋକାଭିମୁଖୀ ଓ ଅଧିକ

ସେଚନ ର ସମସ୍ୟା ନେଇ କ୍ଷେତ୍ର ପରିଦର୍ଶନ କଲେ ବିଧାୟକ ଓ ବିଭାଗୀୟ ଅଧିକାରୀ ବାଲିଚନ୍ଦ୍ରପୁର ୩/୯(ଏକାଦଶୀ ସେଠୀ)ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଜଳ ସେଚିତ ଚାଷ ଜମି କୁ କେନାଲ ପାଣି ପହଞ୍ଚି ପାରୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଟାଉନ ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ବାବୁଲା କହଁର ଙ୍କ ପିତା ଶିବ କହଁର ଙ୍କର ମୃତ୍ୟୁ ହେଇଯାଇଛି l ମୃତ୍ୟୁ କହଁର ଙ୍କ ଦଶାହ କାର୍ଯ୍ୟ ରେ

*ଗୁରୁଗ୍ରାମଠାରେ ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ* ଗୁରୁଗ୍ରାମ ତା ୦୨.୦୯. ରିଖ ; ଜାତୀୟ ରାଜଧାନୀ କ୍ଷେତ୍ର ଅନ୍ତର୍ଗତ ଗୁରୁଗ୍ରାମଠାରେ ଚଳିତ ବର୍ଷ ମହାସମାରୋହରେ ଦୁର୍ଗାପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ପର୍ବ

ଓଡ଼ିଶାର ଗର୍ବ, ବରଗଡ଼ ଜିଲ୍ଲାର ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତକରି ମୁଁ ଗର୍ବିତ। ନିଜର କଷ୍ଟ ଏବଂ ସାଧନା ବଳରେ ସେ ଆଜି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। କେବଳ

ସାହାସପୁର ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷ ଙ୍କ ଦାଇତ୍ବ ଗ୍ରହଣ ବାଲିଚନ୍ଦ୍ରପୁର ୧/୯=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାହାସପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଥିବା ପ୍ରତାପ କୁମାର ସାହୁ ଗତକାଲି

୩ କୋମଳମତି ପିଲାମାନଙ୍କ ଭବିଶ୍ୱତ ର ପ୍ରଶ୍ନ କନ୍ଧମାଳ, ୩୧/୦୮ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ଡ଼ାଡି ଗ୍ରାମର ଶୁକୃ ପ୍ରଧାନଙ୍କ ଶୁପୁତ୍ର ରାମଚ଼ନ୍ଦ୍ର ପ୍ରଧାନ,ଫିରିଙ୍ଗିଆ ବ୍ଲକ

: ମର୍ମନ୍ତୁଦ ସଡକ ଦୁର୍ଘଟଣା ୧ ମୃତ ୧ ଗୁରୁତର ବାଲିଚନ୍ଦ୍ରପୁର ୩୦/୮=ଆଜି ସକାଳୁ ସକାଳୁ ପାରାଦ୍ବୀପ ଦୈତାରୀ ଜାତୀୟ ରାଜପଥ ର ନାନପୁର ବିରୁପା ନଦୀ ପୋଲ ଉପରେ ଏକ ସଡକ ଦୁର୍ଘଟଣା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣପର୍ବ #ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର

ଆଜି ଲୋକସେବା ଭବନଠାରେ ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ

ବିଶିଷ୍ଟ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଭୁବନେଶ୍ବରର ଜୟଦେବ ଭବନ ଠାରେ ଲିଭ ଲାଇଭ ଟିଭି ଚ୍ୟାନେଲର ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବରିଷ୍ଠ ନେତା ଡ଼ଃ

ଭରତ ବନ୍ଦ ଆଂଶିକ ସଫଳ ବାଲିଚନ୍ଦ୍ରପୁର ୨୧/୮=ସର୍ବୋଚ ନ୍ଯାୟାଳୟଙ୍କ ନିଷ୍ପତ୍ତି କୁ ବିରୋଧ କରି ସାରା ଦେଶରେ ଆଜି ଯେଉଁ ୧୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି ଏହି ଅବସରରେ ମାହାଙ୍ଗା ବଡଚଣା

କନ୍ଧମାଳ : ରାଜ୍ୟ ର ଏସି /ଏଷ୍ଟି ସମନୋୟ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଟିତ ହେଇଯାଇଛି.. ଓଡିଶା ତଥା ରାଜ୍ୟ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନୋୟ

ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ ବାଲିଚନ୍ଦ୍ରପୁର ୨୦/୮=ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜିବ ଗାନ୍ଧୀ ଙ୍କ ୮୦ତମ ଜୟନ୍ତୀ ଆଜି ବାଲିଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁକୁଟିପାଟ ଠାରେ ପାଳିତ

*ସମ୍ପୂର୍ଣ୍ଣ ମାନବ ସୁଦୀପ ନନ୍ଦ* *ଡ଼ଃ ସୁଦୀପ କୁମାର ନନ୍ଦ, ଆଇ.ଏ.ଏସ.(ଅବସରପ୍ରାପ୍ତ)ଙ୍କର ସ୍ମୃତି ଉଦ୍ଦେଶ୍ୟରେ* ଡଃ ବଦ୍ରି ମହାପାତ୍ର ଡଃ ସୁଦୀପ କୁମାର ନନ୍ଦ ଜଣେ ସମ୍ପୂର୍ଣ୍ଣ ମାନବ ଥିଲେ। ୧୯୭୮ ମସିହା ଗୁଜୁରାଟ

ପବିତ୍ର ଓଳାଶୁଣୀ ପୀଠ ରେ ନୂଆ ଖିଆ ପର୍ବ ପାଳିତ। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜା ସ୍ଥିତ ମହାପୁରୁଷ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ଙ୍କ ମହା ସମାଧି ପୀଠ

in*ଧର୍ମେନ୍ଦ୍ର ପ୍ରଧାନଙ୍କର ପୌରାହିତ୍ୟରେ ସିଲଭର ଗାନ୍ଧୀଙ୍କର ପଦଯାତ୍ରା ଉଦଯାପିତ*। ନୂଆଦିଲ୍ଲୀ ତା୧୮/୦୮ରିଖ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ନିକଟରେ ଗାନ୍ଧୀନଗର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ

କନ୍ଧମାଳ : ଭତ୍ତା ନ ପାଇବାରୁ ରାସ୍ତା ରୋକ କଲେ ଅସହାୟ ବୃଦ୍ଧ ବୃଦ୍ଧା.. ପଞ୍ଚାୟତ ରେ ତାଲା ପକେଇ ପିଇଓ ଛୁ. ପ୍ରଶାସନ ପହଞ୍ଚି ବାଣ୍ଟିଲେ ଭତ୍ତା..କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ

କନ୍ଧମାଳ :ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଙ୍କ ଦୋକାନ ଉଦଘାଟନ କଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ.. କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ଛକ ଠାରେ ଓଡିଶା ରାଜ୍ୟ ସମବାୟ

*ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜୟଶ୍ରୀ ଧଳଙ୍କର ଆଲବମ ଉନ୍ମୋଚିତ*. ନୂଆଦିଲ୍ଲୀ ତା ୧୪/୦୮ରିଖ ବିଶିଷ୍ଟ ଗାୟିକା ଡ଼ଃ ଜୟଶ୍ରୀ ଧଳଙ୍କର ନୂତନ ସଂଗୀତ ଆଲବମ “ଜାଗରେ,ସବୁଜ ଓଡ଼ିଶା ପାଇଁ ଲାଗରେ” ର ଶୁଭ ଉନ୍ମୋଚନ

*ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା ଏବଂ ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ଭୁବନେଶ୍ୱର ଠାରେ ଓଡିଶା

*ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା ଏବଂ ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ସୋମବାର ଭୁବନେଶ୍ୱର ଠାରେ

*କୁଳମଣି ବିଶ୍ୱାଳଙ୍କର ଚିତ୍ର ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଯାପିତ* ok ନୂଆଦିଲ୍ଲୀ ତା ୦୭.୦୮.ରିଖ ; ବିଶିଷ୍ଟ ପ୍ରଶାସକ କୁଳମଣି ବିଶ୍ୱାଳଙ୍କ ଦ୍ଵାରା ଏଠାରେ ଆୟୋଜିତ ଏକକ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଥିବା ଜଣାଯାଇଅଛି। ଏଠାକାର

ନନ୍ଦିନୀ ଦେବୀଙ୍କ ଭଳି ନେତ୍ରୀ ଓ ସାହିତ୍ୟିକ ବିରଳ ବାଲିଚନ୍ଦ୍ରପୁର,୪/୮ଓଡିଶା ର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଭଳି ଜଣେ ପ୍ରଚଣ୍ଡ ବାଗ୍ମୀ, ସାରସ୍ଵତ ସାଧିକା ଓ ଲବ୍ଧ ପ୍ରତିଷ୍ଠିତ ଲେଖିକା ବର୍ତ୍ତମାନ

*ଡଃ ନରୋତ୍ତମ ଦାସଙ୍କର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଭାବେ ପଦୋନ୍ନତି* ନୂଆଦିଲ୍ଲୀ, ତା ୦୪.୦୮. ରିଖ ; ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ଡଃ ନରୋତ୍ତମ ଦାସ ମୁଖ୍ୟ ଚିକିତ୍ସା ଅଧୀକ୍ଷକ

କୃଷକମାନେ ଖୋଲା ବଜାରରୁ କିଣୁଥିବାରୁ ବିହନ ହାର ହ୍ରାସ ହୁଏ ଧାନ ମଞ୍ଜି ଯୋଗାଣର ଲକ୍ଷ୍ୟ ଥିଲା ହେକ୍ଟର ପିଛା 20 କିଲୋଗ୍ରାମ ହାରରେ ପ୍ରାୟ 8 ଲକ୍ଷ କ୍ୱିଣ୍ଟାଲ ଆବଶ୍ୟକତା ତୁଳନାରେ 3.8

ପରିଶେଷରେ ପୋଲିସର ସକ୍ରୀୟ ଦୃଡ଼ କାର୍ଯ୍ୟନୁଷ୍ଠାନ ଯୋଗୁ ବନ୍ଧାହେଲେ ଯୁବକ

ଅବହେଳା.. ନିଖୋଜ ନାବାଳିକା ଙ୍କୁ ଖୋଜିବାରେ କରୁଛନ୍ତି ଅବହେଳା..ଏସ୍ପି ଙ୍କ ଦ୍ୱାରସ୍ତ ହେଲେ ମା. କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ସହରରେ ଥିବା ଆଦର୍ଶ ଟାଉନ ଥାନା ର କାର୍ଯ୍ୟ କଳାପ କୁ ନା
ଭୂତ ବି ପଢନ୍ତି ପାଠ, ବଡଚଣା ଶିକ୍ଷା ମଣ୍ଡଳୀ ବାଲିଚନ୍ଦ୍ରପୁର ତା ୨/୮=ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରାଥମିକ ଶିକ୍ଷା କୁ ଅଧିକ ଲୋକାଭିମୁଖୀ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ

ପଲ୍ଲୀଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବାଗତ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବଡ଼ଚଣା ପ୍ରଖଣ୍ଡ ସଂଯୋଜକ ଭାବେ ଶ୍ରୀଯୁକ୍ତ ଅନନ୍ତ କିଶୋର ଦାସ ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା

କେନ୍ଦ୍ରପଡ଼ା ଜିଲ୍ଲା, ରାଜନଗର ବ୍ଲକ ଅନ୍ତର୍ଗତ ସାନ ବଡ଼ ଗୋପାଳପୁର ପଞ୍ଚାୟତ ରାସ୍ତାରେ ଗତ କାଲି ରାତି ୧୧:୩୦ ରେ ଏଚ୍ ପି ପେଟ୍ରୋଲ ⛽ ପମ୍ପ ସାମ୍ନା ରେ ଟ୍ରକ ଟି ଗୋଟେ

ସେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଠାରେ ଥିବା ପଶ୍ଚିମ କାଳୀ ଓ ସୂର୍ଯ୍ୟ କାଳୀ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପାଟଭୂକତା ବିମଳ କିଶୋର ମହାପାତ୍ର,

କାରିଗଲ ବିଜୟ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା ରାଇରଙ୍ଗପୁର ଠାରେ କାରିଗଲ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରିଥିଲା l ଏହା ପରେ ଏକ ବୈଠକ ସ୍ଥାନୀୟ ପିସିଏମ୍

ଟିକାବାଲି ସରସ୍ବତୀ ଶିଶୁମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି lno ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଟିଚର ଶ୍ରୀମତୀ ବୋନୋଦିନୀ ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ଜେନା

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୟନିକାର ଏହି

* ପୁରୀ ରଥଯାତ୍ରାରେ ଶୋଭନୀୟ ଆନ୍ଦୋଳନର ସେବା* ଭୁବନେଶ୍ୱର/ପୁରୀ, ତା ୧୮.୦୭.୨୦୨୪ ରିଖ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ, ବିଶ୍ୱବିଖ୍ୟାତ ପୁରୀ ରଥଯାତ୍ରାରେ ଭକ୍ତଙ୍କ ପାଇଁ ଦଶଦିନ ଧରି ବିଭିନ୍ନ ସେବା କାର୍ଯ୍ୟ

କନ୍ଧମାଳ ଜଲ୍ଲା ପାହାଡ଼ ପର୍ବତରେ ଘେରି ହୋଇ ରହିଥିବାରୁ ଏହି ଅଞ୍ଚଳରେ ଅଧିକାଂସ ମୂଳ ବାସିନ୍ଦା ନିହାତି ଗରିବ ଚାଷି ପରିବାର ସଦସ୍ୟ ହୋଇଥିବା ବେଳେ ସ୍ୱାଧିନତା ପୂର୍ବରୁ ଏହି ଅଞ୍ଚଳର ମୂଳ ବାସିନ୍ଦା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ତାଲା

ରୋଡ଼ସ ଆଇଲ୍ୟାଣ୍ଡ ତା୧୦/୦୭/୨୦୨୪ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ର ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି

ସରକାରୀ ଜମିରୁ ହଟିବ ଜବରଦଖଲ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୯/୭ : ସରକାରୀ ଜମିରୁ ଏଥର ହଟିବ ଜବରଦଖଲ । ଏପରି ନିର୍ଦ୍ଦେଶ ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଦେଇଛନ୍ତି

ଗୁଜୁରାଟର ଡାଙ୍ଗରେ ଭୟଙ୍କର ଦୁର୍ଘଟଣା, ଖାଈକୁ ଖସିଲା ବସ ନୂଆଦିଲ୍ଲୀ : ଯାତ୍ରୀ ବହି ବସ୍ ଦୁର୍ଘଟଣା ଗସ୍ତ l ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୭୦ ଜଣ ଯାତ୍ରୀ ବାହି ବସ୍

ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ : ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସି ଆର ସି ସି

ବ୍ୟସ୍ତଥାଇ ମଧ୍ଯ କମାନ୍ତୁ ଶରୀରର ଓଜନ ସାଧରତଃ ଦେଖିବାକୁ ଗଲେ ଆଜିକା ଦିନରେ ଅଧିକ ଓଜନ କାହାକୁ ବି ପସନ୍ଦ ହୋଇନଥାଏ, ହେଲେ ବ୍ୟସ୍ତ ବହୁଳ ଜୀବନରେ ବହୁତ୍ କମ୍ ଲୋକ ନିଜର କେୟାର

ମୂଖ୍ୟମନ୍ତ୍ରୀ କହିଲେ ପିଏମ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ l

ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ୍ ଘର ଉପରକୁ ଚଢି ଜଣେ ମୃତ୍ୟୁ


ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ ବିଶ୍ବେଶ୍ବର ରାୟ ବେହେରା l

ହୁ ହୁ ହୋଇ ଜଳୁଛି ନୋଏଡାର ଲଜିକ୍ସ ମଲ୍.

ଜିଓ ଗ୍ରାହକଙ୍କୁ ଆଉ ଏକ ସପ୍ତ ଝର୍କା.

ଦର୍ଶନ କରିବା ପାଇଁ ଯାଇଥିବା ମିନି ବସ ପାହାଡ଼ ତଳକୁ ଖସିପଡ଼ିଛି.

ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ଉତ୍ତେଜନା

ଲୁଚା ଛପା ପ୍ରେମ ଧରା ପଡିଯିବାରୁ ଆତ୍ମହତ୍ୟା କଲେ ଜଣେ ଗୁରୁତର, ଜଣେ ମୃତ୍ୟୁ l

୮ ରେ ହେବନି ଜନ ଅଭିଯୋଗ ଶୁଣାନି
କଟକ,୫/୭: ଚଳିତ ବର୍ଷ ରଥଯାତ୍ରା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଦୁଇଦିନ ଛୁଟି ଘୋଷଣା କରିଛନ୍ତି। ତେଣୁ ୮ ତାରିଖ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାନି କୁ ସ୍ଥଗିତ ରଖାଯାଇଛି ବେଲି ସୂଚନା ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୭୫ ତମ ବନ ମହୋତ୍ସବ ପାଳନ
କଟକ, ୪/୭: ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଉଦୟଗିରି ବିଧାୟକ ପ୍ରଫୁଲ କୁମାର ପ୍ରଧାନ ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ାଙ୍ଗି ପଞ୍ଚାୟତ ର ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ବିଧାୟକ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜପତି ମଲ୍ଲିକ,ପାଡାଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର, ବରିଷ୍ଠ ଶିକ୍ଷକ ହେମନ୍ତ ପ୍ରଧାନ, ଗଗନ ବିହାରୀ ପାତ୍ର, ଶିକ୍ଷୟିତ୍ରୀ ପୁନମ ପ୍ରଧାନ, ଅର୍ଚନା ପ୍ରଧାନ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ I ଏହି ଅବସରରେ ବିଧାୟକ ନିଜକୁ ଉଚିତ ମାର୍ଗରେ ପରିବର୍ତ୍ତନ କରିଲେ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବେଲି ପିଲାଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ବଗିଚାରେ ଚାରା ରୋପଣ କରାଯାଇଥିଲା l ବିଦ୍ୟାଳୟ ର ବିଭିନ୍ନ ଆନୁସଙ୍ଗିକ ଭିତ୍ତିଭୂମି ର ଉନ୍ନତି ପାଇଁ ଶତପ୍ରତିଶତ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ l

ସାତ ବର୍ଷ ବିତିଲା ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ଅପେକ୍ଷାରେ ବୈକୁଣ୍ଠନାଥ
କନ୍ଧମାଳ,୪/୭/: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଭିନ୍ନକ୍ଷମ ବୈକୁଣ୍ଠନାଥ ମଲ୍ଲିକ ଦିର୍ଘ ସାତ ବର୍ଷ ହେବ ଭିନ୍ନକ୍ଷମ ଭତ୍ତା ଓ ହୁଇଲ୍ ଚେୟାର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ମିଳିପାରିଲାନାହିଁ। ସମ୍ପୃକ୍ତ ଅଧିକାରୀଙ୍କୁ ଅନେକ ଥର ଗୁହାରି କରିଆସୁଥିବା ସତ୍ତ୍ୱେ ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବା ତାଙ୍କ ବଡ଼ ଭଉଣୀ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭଉଣୀ ପ୍ରମିଳାଙ୍କ କହିବା ଅନୁଯାୟୀ ସରକାରଙ୍କ ତରଫରୁ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଏବଂ ହୁଇଲ୍ ଚେୟାର ପାଇ ଅନେକ ଭିନ୍ନକ୍ଷମ ବ୍ୟକ୍ତି ମାନେ ଉପକୃତ ହୋଇଥିବା ବେଳେ ଜାଣିଶୁଣି ତାଙ୍କ ଭାଇ ଙ୍କୁ ଦୁରେଇ ରଖାଯାଇଥିବା ଅଭିଯୋଗ କରିଛନ୍ତି । ୱାର୍ଡ଼ ମେମ୍ବର ଲିପା ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ପ୍ରମିଳା ମଲ୍ଲିକ, ବିଶ୍ୱକର୍ମା ମଲ୍ଲିକ ଭିନ୍ନକ୍ଷମ ବୈକୁଣ୍ଠନାଥଙ୍କୁ ଥଇଥାନ ପାଇଁ ପ୍ରଶାସନ କୁ ଦାବି ଜଣାଇଥିବା ଜଣାପଡିଛି।
କନ୍ଧମାଳ ଜିଲ୍ଲାରୁ ରମେଶ ପଣ୍ଡା ଙ୍କ ରିପୋର୍ଟ।

ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବl ସହିତ ଆଉ ୫ଟି ସେବା ହେବ ଲାଗୁ l

ଜେଲରୁ ବାହାରିବା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ
ରାଞ୍ଚି : ତୃତୀୟ ଥର ପାଇଁ ପୁଣି ହେଲେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଲେ ସୋରେନ l
ସୂଚନାନୁସାରେ , ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜୁନ ୨୯ରେ ଜେଲ୍ରୁ ମୁକୁଳିଥିଲେ। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍ରୁ ବାହାରିଥିଲେ। ଗତ ଜାନୁଆରି ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ଗିରଫ ହେବା ସମୟରେ ସୋରେନ ତାଙ୍କ ବିରୋଧରେ ଥିବା ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୋରେନ କହିଥିଲେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦ୍ବାରା ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ରାଜନୀତି। ତେବେ ହାଇକୋର୍ଟ ଗତ ଜୁନ୍ ୧୩ ତାରିଖରେ ସୋରେନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିବା ବେଳେ ଜୁନ ୨୯ରେ ଜାମିନ ମଂଜୁର କରିଥିଲେ। ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ ବୋଲି ସୂଚନା ମିଳିଛି ।

ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ସାଂସଦ ଅନନ୍ତ ନାୟକ ଓ ବଳଭଦ୍ର ମାଝୀଙ୍କୁ ସମ୍ୱର୍ଦ୍ଧନା ନୂଆଦିଲ୍ଲୀ ୪/୭: ଦିଲ୍ଲୀ ସ୍ଥିତ ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ l ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ବସିଥିବା ବୈଠକରେ ବିଭିନ୍ନ ପ୍ରକାର କଥା ଆଲୋଚନା କରାଯାଇଥିବା ବେଳେ ଆଜି ଆଉ ଏକ ଗୁରୁତ୍ଵ ପୂର୍ଣ୍ଣ କଥା ଆଲୋଚନା

ଇସ୍ତଫା ଦେଲେ କିରୋଡି ଲାଲ ମୀଣା ସୁଚନାନୁସlରେ, ମୁଁ କିଛି ଦିନ ଆଗରୁ ମୋର ଇସ୍ତଫା ଦାଖଲ କରିଥିଲି ହେଲେ ଏହାକୁ ଘୋଷଣା କରିନଥିବାରୁ ମୁ ଦୁଃଖିତ ହେଲେ ଆଜି ଏହି ଇସ୍ତଫା ପତ୍ରକୁ

ଭୋଟ୍ ଗଣତିର ସିସିଟିଭି ଫୁଟେଜ୍ ମାଗିଲେ ଦୀପାଳି ଝାରସୁଗୁଡ଼ା : ଭୋଟ ସାରିଥିବା ପରେ ଭୋଟ ଗଣତି କରାଯାଏ ଏହି ଗଣତି କୁ ନେଇ ଦିପାଳୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ

ବିଜେଡି ସଭାପତି କଟକଣା ଜାରି ଭୁବନେଶ୍ବର : ଆଜି ଏକ ବଡ଼ କଟକଣା ଜାରି କରିଛି ବିଜେଡି ଦଳ ବୋଲି ଜଣାଯାଇଛି l ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି।

ICMR ତରଫରୁ ବିକାଶ କରିଛି ୨ଟି ନୂଆ ଟେକ୍ନୋଲୋଜି ନୂଆଦିଲ୍ଲୀ : ସିଆରଆଇଏସପିଆର ଆଧାରିତ ଦୁଇଟି ଟେକ୍ନୋଲୋଜିର ସନ୍ଧାନ କରିଛି l ଦୁନିଆର ସବୁଠାରୁ ଶସ୍ତା ଯକ୍ଷ୍ମା (ଟିବି) ଯାଞ୍ଚ କିଟ୍ ପ୍ରସ୍ତୁତ କରିଛି

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ l ଭୁବନେଶ୍ବର : ଆମ ଭାଷା ଆମ ଗୌରବ ବୋଲି ଆଜି ଏହି ଭାଷା କୁ ମାନ୍ୟତା ଦିଆଯାଇଛି l ଓଡ଼ିଆ ଭାଷାରେ ହେବ ସମସ୍ତ

ବର୍ଷା ଋତୁରେ କିପରି ନେବେ ଝଡୁଥିବା କେଶର ଯତ୍ନ ସାଧାରଣତଃ ଦେଖିବାକୁ ଗଲେ ବର୍ଷା ଦିନେ ବହୁ ସମସ୍ୟା ଦେଖାଦେଇଥାଏ l ହେଲେ ବର୍ତ୍ତମାନ ଝିଅ ହେଉ ଅବା ପୁଅ ତାଙ୍କ ମୁଣ୍ଡରୁ ଝଡୁଥିବା

ଗ୍ୟାସ ଟାଙ୍କି ଫାଟି ୬ ଗୁରୁତର ଆହତ l ନୟାଗଡ : ଘରେ ରୋଷେଇ ଚାଲିଥିବା ବେଳେ ସଟ ସର୍କିଟ ହେବାରୁ ଘଟିଲା ଗ୍ୟାସ ସିଲିଣ୍ଡର ଫାଟିଲା l ଅଳ୍ପକେ ବର୍ତିଲେ ପରିବାର ଲୋକେ

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ l ଯାଜପୁର: ଟ୍ରକ୍ ଧକ୍କା ଦେଲା କାରକୁ ଜଣେ ଦମ୍ପତି ମୃତ ହେବା ସହ ୩ଗୁରୁତର ଆହାତ ହୋଇଥିବା

ପୁଣି ଛେଚିବ ବର୍ଷା ଆଜି ଦୁଇ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l ଭୁବନେଶ୍ୱର : ପୁଣି ବର୍ଷାରେ ଭିଯିବ ଏହି ଅଞ୍ଚଳ ଗୁଡିକ l

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଜୀବନରୁ ମାରିଦେଲା ପୁଅ ଭୁବନେଶ୍ବର : ଯାହାକୁ ଜନ୍ମ ଦେଇ ଛୋଟରୁ ବଡ଼ କରି ପାଠ ସାଠ ପଢେଇ ଭଲ ମଣିଷ ଟିଏ ଗଢିଥିଲା l ବାପା ଭାବିଥିଲେ

ରାଜଧାନୀରେ ରଣକ୍ଷେତ୍ର ପାଲଟିଛି ମାଷ୍ଟର କ୍ୟାଣ୍ଟିନ୍ ଛକ l ଭୁବନେଶ୍ଵର : ରାଜଧାନୀ ନୁହଁ ଯୁଦ୍ଧ କ୍ଷେତ୍ର ସ୍ଥାନ ପାଲଟିଛି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକ l ମୁହାଁ ମୁହିଁ ଯାଇଛନ୍ତି ଦୁଇ ଦଳ

ନିଲମ୍ବିତ ହେଲେ ତିନି ପୋଲିସ କର୍ମଚାରୀ ନୟାଗଡ଼ : କଥାରେ ଅଛି ଚୋରି ଗଣ୍ଡଗୋଳ ଏ ସବୁ କୁ ରୋକିବାକୁ ପୋଲିସ ଥାଆନ୍ତି ହେଲେ l ଥାନାକୁ ଆସିଥିବା ଅଭିଯୋଗ କାରୀଙ୍କୁ କିଛି ପୋଲିସ

୮ରେ ରତ୍ନଭଣ୍ତାର ନିଶ୍ଚିତ ଖୋଲିବ ବୋଲି ଘୋଷଣା କରାଯାଇଛି l ଭୁବନେଶ୍ବର : ରତ୍ନ ଭଣ୍ଡାର ଖୋଲିବା ନେଇ ଚାଲିଥିଲା ବହୁତ୍ ପ୍ରୟାସ ରତ୍ନ ଭଣ୍ଡାର ଚାବି ଖୋଜିବାରେ ବହୁ ପ୍ରଶାସନ ଲାଗିଥିଲେ ହେଲେ

ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ବର୍ତ୍ତମାନ ଶିଶୁ ଉଦ୍ୟାନକୁ ନେଇ ବିବାଦ ବଢ଼ିଛି l ଯାଜପୁର : ଗୋଟି ଗୋଟି କରି ବାହାରୁଛି ବହୁ ବିଭିନ୍ନ ପ୍ରକାର ବିବାଦ l ବିବାଦ

ରାତି ଅଧରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ ଖଣ୍ଡପଡା : ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ l ଅଧ ରାତିରେ ଧୋବେଇ ନାୟକଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ

Cuttack ହାଇକୋର୍ଟରୁ ଆସିଲା ବଡ଼ ରାୟ ସରୋଗlମୀ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବକାଳୀନ ଛୁଟି ମିଳିବ ଭୁବନେଶ୍ବର : ସରୋଗlମୀକୁ ନେଇ ହାଇକୋର୍ଟରୁ ଆସିଛି ବଡ଼ ରାୟ l ସାଧାରଣ

ଆକାଶ ଛୁଆଁ ଦର ହେଲା ଟମାଟୋ, ପିଆଜ ଓ ଆଳୁ ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ପରିବା ଦର l ଏବେ ବର୍ଷାର ଆଗମନ ପରେ ଅବସ୍ଥା ଆହୁରି ବଳିଯାଇଛି ।

ସାମ୍ବାଦିକ ରାଣ୍ଠୁଆ ପରଶୁ ଛେନା ବାବୁଙ୍କ କେଳେଙ୍କାରି

କନ୍ଧମାଳ,ତା-୨୧/୦୬/୨୦୨୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ଙ୍କ ନିର୍ଦେଶ

ଧନ୍ୟ ତୁମେ ସରୋଜିନୀ ଶ୍ରୀମତୀ ରଥ ସରୋଜିନୀ ଜଣେ ଉଲ୍ଲେଖନୀୟ ସୋସିଆଲ ମିଡ଼ିଆ କ୍ରିଏଟର, ଯିଏ ଭାରତ ଏବଂ ଭାରତ ବାହାରେ ଅନେକ ଯୁବପିଢ଼ିଙ୍କ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛନ୍ତି। ପ୍ରେରଣା ଏବଂ

ବଜ୍ରପାତ ରେ ଦେହାନ୍ତ ରୁପାଲୀ ଙ୍କ ପରିବାରକୁ ସମବେଦନା ଜଣାଇଲା ଟ୍ରାକ୍ଟର ମାଲିକ ସଂଘ, ଟିକାବାଲି ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ଆଖଣ୍ଡଳମଣୀ ସାହି ରେ ଭଡାରେ ରହୁଥିବାବିମ୍ବାଧର ବିଷୋୟୀ ଙ୍କ ସାନ ଝିଅ

କନ୍ଧମାଳ : ଆଦିବାସୀ ନାଁରେ ଲୁଟୁଚି ସରକାର..ବାତେରୀ ଗାଁ ଲୋକେ ଚୁଆଁ ପାଣି କୁ ଭରଷା, ଗାଁ କୁ ନାହିଁ ଭଲ ରାସ୍ତା କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ଆଜି ବି

ଡାକ୍ତର ନିଖୋଜ ଘଟଣାର ନୂଆ ମୋଡ: ଆଇପିଏଲରେ ଖେଳିବା ଓ ଋଣ ଭାର ଏଡାଇବାକୁ ରଚିଛନ୍ତି ନାଟକ! *ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇ ନିଖୋଜ

କିଶୋର ଦ୍ବିବେଦୀ ଭୋଟ ଦେବାରୁ ବଂଚିତ ଭୁବନେଶ୍ୱର ତା ୦୧.୦୬ ; ବିଶିଷ୍ଟ ସାମ୍ବାଦିକ ଓ ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇ ଯାଇଥିବାର ଖବର

ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଏଠାକାର ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଓ ରାୟପୁର ନଗର

ଭୁବନେଶ୍ୱର ତା ୨୯.୦୫ ; ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା

ଟିକାବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଜି ବୁର୍ବିନାଜୁ ଗ୍ରାମ ପଂଚାୟତ ଅନ୍ତର୍ଗତ ପେନାଗୋବେରୀ ଗ୍ରାମ ଅଡୁକୁଟିନାଜୁ ୱାର୍ଡ ନମ୍ବର 01 ର ଶତାଧିକ ମହିଳା ଓ ପୁରୁଷ ମାନେ ଆସି ହାତରେ

ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ର ବିଭିର୍ନ ବୁଥ୍ ରେ ବିଧାୟକ ଓ ସାଂସଦ ମତଦାନ ନିର୍ବାଚନ ଚାଲୁଥିବା ବେଳେ ଛତି୍ଝର ବିଦ୍ୟାଳୟ ବୁଥ୍ ନମ୍ବର ତିନି ରେ ବି ଏଲ ଓ

ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବହଳଦା ଥାନା ବଡଦୁନ୍ଦୁ ପଞ୍ଚାୟତର ସାନଦୁନ୍ଦୁ ଗ୍ରାମବାସୀବୃନ୍ଦ ସେମାନଙ୍କ ଗାଁର ସମସ୍ୟା ନେଇ ସ୍ଥାନୀୟ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ସେମାନଙ୍କ ନ୍ୟାର୍ଯ୍ୟ ଦାବୀପତ୍ର ପ୍ରଦାନ କରିଥିଲେ

ଭୁବନେଶ୍ୱର ତା୨୨/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଚିଲିକା ନିର୍ବାଚନ ମଣ୍ଡଳୀରେ ଘମାଘୋଟ ପ୍ରଚାର

ଭୁବନେଶ୍ୱର ତା ୧୯/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ

ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବ୍ଲକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ରାଜ୍ୟର ଖଣ୍ଡୱା ଜିଲ୍ଲାର

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ନିକଟ ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି

ଆଜି ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ସାରସକଣା ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ

ନିର୍ବାଚନୀ ବିଗୁଲ ବାଜିଲାଣି | ତା ସହିତ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସିଲାଣି | ଏହି ପରିପ୍ରେକ୍ଷୀରେ ସବୁ ଦଳ ପ୍ରଚାର ପ୍ରସାର ଜୋରଦାର ଆରମ୍ଭ କଲେଣି | ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶ୍ରୀମତୀ ଅଞ୍ଜନୀ ସୋରେନ ଏବର୍ଷ ନିର୍ବାଚନରେ ସାରସକଣା ବିଧାୟିକା ପ୍ରାର୍ଥୀ ସହିତ ମୟୂରଭଞ୍ଜ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି | ଏ ନେଇ ବାମନଘାଟୀ ଉପଖଣ୍ଡ ର ବିଶୋଇ ବ୍ଲକର ବିଶୋଇ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ | ସେ ମୟୂରଭଞ୍ଜ ଜିଲ୍ଲା ର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବେରୋଜଗାର ତଥା ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବେ ବୋଲି ଜୋର ଦେଇ କହିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ମଧୁସୂଧନ ସାହୁ ତଥା ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

ଦେବାଶିଷ ନାୟକ ଏବଂ ତାଙ୍କ ପରିବାର ବରୀ ଅଞ୍ଚଳରେ ଖୁବ୍ ପରିଚିତ। ତାଙ୍କ ବାପା ଚିତ୍ତରଞ୍ଜନ ନାୟକ କଂଗ୍ରେସରୁ ୧୯୬୧ ମସିହାରେ ବରୀ ଯାହାକି ସେତେବେଳେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଅଂଶ ଥିଲା ରୁ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ବିଜୁବାବୁଙ୍କ ଏକାନ୍ତ ସହଯୋଗୀ ଥିଲେ।୧୯୬୧ ନିର୍ବାଚନରେ ବିଜୁ ବାବୁଙ୍କ ନେତୃତ୍ଵରେ ପ୍ରଥମ ଥର ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କଂଗ୍ରେସ(୮୨/୧୪୦) ଓଡ଼ିଶାରେ ସରକାର ଗଠନ କରିଥିଲା ଏବଂ ବିଜୁ ବାବୁ ପ୍ରଥମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚିତ୍ତରଞ୍ଜନ ନାୟକଙ୍କ ସମୟରେ ଚିର ବନ୍ୟା ପ୍ରପୀଡ଼ିତ ବରୀ-ବିଞ୍ଝାରପୁର ଅଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ନଦୀରେ ନଦୀବନ୍ଧ ଯୋଜନା ପାଇଁ ମୁଳଦୁଆ ପଡ଼ିଥିଲା।
୨୦୦୦ ମସିହାରେ ଦେବାଶିଷ ନାୟକଙ୍କୁ ବିଜୁ ଜନତା ଦଳ ବରୀ(ଯାହାକି ସେତେବେଳେ ବରୀ-ଡେରାବିସ ନିର୍ବାଚନ ମଣ୍ଡଳୀ ଥିଲା)ରୁ ଟିକେଟ ଦେଇଥିଲା।ସେ ଲଗାତାର ୪ ଥର ୨୦୦୦,୨୦୦୪,୨୦୦୯ ଏବଂ ୨୦୧୪ ରେ ବରୀରୁ ବିଜେଡିରୁ ନିର୍ବାଚିତ ହୋଇଥିଲେ।ବିଜୁ ପଟ୍ଟନାୟକ ଏବଂ ତାଙ୍କ ପରେ ବହୁ ଦିନ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ଥିବା ଦେବାଶିଷ ନାୟକଙ୍କ ରାଜ୍ୟ ରାଜନୀତିରେ ଦବଦବା ଯୋଗୁଁ ୨୦୦୦ ରୁ ୨୦୧୯ ମସିହା ମଧ୍ୟରେ ବରୀରେ ଉନ୍ନତ ମୂଳକ କାର୍ଯ୍ୟର ସେ ବିଶ୍ୱକର୍ମା ସାଜିଥିଲେ। ତାଙ୍କ ପାଇଁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଦୂରସଂଚାର, ସଂସ୍କୃତି, ବନ୍ୟା ବାତ୍ୟା ମରୁଡି ପରି ପ୍ରାକୃତିକ ଦୁର୍ବିପାକରୁ ସୁରକ୍ଷା ଇତ୍ୟାଦି ବହୁ କ୍ଷେତ୍ରରେ ବରୀ ବହୁ ଉନ୍ନତି କରିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡ଼ିରୁ ତାଙ୍କୁ ଟିକେଟ ମିଳିଲା ନାହିଁ। କିନ୍ତୁ ସେ ଗତ ୨ ବର୍ଷ ତଳୁ ଏ କଥା ଘୋଷଣା କରିଥିଲେ କି ମୁଁ ୨୦୨୪ ରେ ବରୀରୁ ପ୍ରାର୍ଥୀ ହେବା ନିଶ୍ଚିତ ଏବଂ ମୁଁ ବରୀର ପ୍ରତ୍ୟେକ ଜନସାଧାରଣଙ୍କ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି। ଏହା ପରେ ବିଜେଡିରେ କୋଣଠେସା ହେବାରୁ କିଛିଦିନ ତଳେ ସେ ବିଜେପିରେ ଯୋଗ ଦେଇଥିଲେ କିନ୍ତୁ ସେଠାରୁ ଟିକେଟ ନପାଇବାରୁ ସେ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ତାଙ୍କ ଉପରେ ଭରସା କରି ଆରତୀ ଦେଓଙ୍କୁ ପରିବର୍ତ୍ତନ କରି ତାଙ୍କୁ ବରୀରୁ ପ୍ରାର୍ଥୀ କରିଛି। ତାଙ୍କ ସାମ୍ନା ରେ ଅଛନ୍ତି ବିଜେଡିର ବିଶ୍ୱରଂଜନ ମଲ୍ଲିକ ଯିଏକି ବରୀରେ ଏକ ବ୍ରାଣ୍ଡ ଭୋଟ୍ ବ୍ୟାଙ୍କ୍ ର ଅଧିକାରୀ ତଥା ୨୦୧୨ ରେ କଂଗ୍ରେସ ତଥା ପରେ ନିର୍ବାଚନରେ ୨୦୧୪ ରେ ସ୍ୱାଧୀନ,୨୦୧୯ ରେ ବିଜେପି ଟିକେଟରେ ଲଢିଥିବା ପ୍ରାର୍ଥୀ। ପୁଣି ବିଜେପିର ପ୍ରାର୍ଥୀ ହେଉଛନ୍ତି ଉମେଶ ଚନ୍ଦ୍ର ଜେନା ଯିଏକି ୨୦୧୯ରେ କଂଗ୍ରେସରୁ ନିର୍ବାଚନ ଲଢ଼ିଥିଲେ। ଏହାର ଅର୍ଥ ବରୀର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ୨ ରୁ ୩ ଥରର ଦଳ ବଦଳ ପ୍ରାର୍ଥୀ।
ଏବେ ଦେଖିବାକୁ ବାକି ରହିଲା ୧୯ ବର୍ଷ ଧରି ବରୀ ପାଇଁ ବିଶ୍ୱକର୍ମା ସାଜିଥିବା ଦେବାଶିଷ ନାୟକ,ବରୀରେ କିଛି ବ୍ରାଣ୍ଡ ଭୋଟ୍ ର ଅଧିକାରୀ ବିଶ୍ୱରଂଜନ ଏବଂ ମୋଦି ହାୱା ରେ ଡବଲ ଇଞ୍ଜିନ୍ ସରକାର ପାଇଁ ନାରା ଦେଉଥିବା ଥିବା ଉମେଶ ତିନି ଜଣଙ୍କ ପ୍ରତି ୨୦୨୪ ନିର୍ବାଚନରେ କେମିତି ରହିବ ବରୀ ବାସୀଙ୍କର ସମର୍ଥନ।
We use cookies to improve your experience on our site. By using our site, you consent to cookies.
Manage your cookie preferences below:
Essential cookies enable basic functions and are necessary for the proper function of the website.
These cookies are needed for adding comments on this website.
Google Tag Manager simplifies the management of marketing tags on your website without code changes.
Statistics cookies collect information anonymously. This information helps us understand how visitors use our website.
Google Analytics is a powerful tool that tracks and analyzes website traffic for informed marketing decisions.
Service URL: policies.google.com (opens in a new window)
WhatsApp us