Search
Close this search box.

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ l

ଯାଜପୁର: ଟ୍ରକ୍ ଧକ୍କା ଦେଲା କାରକୁ ଜଣେ ଦମ୍ପତି ମୃତ ହେବା ସହ ୩ଗୁରୁତର ଆହାତ ହୋଇଥିବା ଜଣା ପଡ଼ିଛି l ଏଭଳି ଘଟଣା ଘଟିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଛକ ପେଟ୍ରୋଲ ପମ୍ପ ନିକଟରେ ବୋଲି ଦେଖିବାକୁ ମିଳିଛି l
ସୂଚନାନୁସାରେ, ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଛକ ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକକୁ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଆହତ ଥିବା ଜଣାପଡ଼ିଛି । ତେବେ ୩ ଜଣ ଆହତଙ୍କ ମଧ୍ୟରୁ ୨ ଜଣୁ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି ।

କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ
କାର୍ କୁ ଧକ୍କା ଦେଲା ଟ୍ରକ୍ , ଦମ୍ପତି ମୃତ ୩ ଗୁରୁତର ଆହତ

Leave a Comment

Read More