
ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ, ୨ ଗିରଫ !
ପୋଲିସ ରବିବାର ରାତିରେ ଏକ ଗୋଗୁ
ଚମଡ଼ା ବୋଝେଇ ଟ୍ରକ୍ ଜବତ କରିବା
ସହ ଗାଡ଼ିର ଡ୍ରାଇଭର ଓ ହେଲ୍ପରଙ୍କୁ
ଗିରଫ କରି କୋର୍ଟଚାଲାଣ କରିଛି ।
ସେମାନେ ହେଲେ ଭଦ୍ରକ ଜିଲ୍ଲା ବଟ ସାଜି
ଆଞ୍ଚଳର ସେକ୍ ସାହିବ ଓ ଚାନ୍ଦବାଲି ଥାନା
ଅନ୍ତର୍ଗତ ମତେ ପରମାଣିକପୁର ଗ୍ରାମର
ନବାବ ଖାଁ ।
ଚାରିନଙ୍ଗଳାଠାରୁ ଏକ ଟ୍ରକ୍
(ଓଡି୦୯୭୩୮୭)ରେ ଗୋରୁ
ଚମଡ଼ା ବୋଝେଇ କରାଯାଇ କଲିକତା
ଅଭିମୁଖେ ଚାଲାଣ କରାଯାଇଥିଲା।
ଏ ସମ୍ପର୍କରେ ବଜରଙ୍ଗ ଦଳର ସଦସ୍ୟ
ଜାଣିବା ପରେ ପୋଲିସକୁ ଖବର
ପାରାଦୀପ ୫୩୮, ଜାତୀୟ ରାଜପଥର
ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରାଜୁଡ଼
ଛକ ନିକଟରେ ଗାଡ଼ିକୁ ଅଟକାଇଇଥିଲା।
ଏହାପରେ ଥାନାକୁ ଆଣି ଯାଞ୍ଚ କରିବା
ପରେ ସେଥିରେ ଗୋରୁ ଚମଡ଼ା ଥିବା
ଜଣାପଡ଼ିଥିଲା । କାଗଜପତ୍ର ଯାଞ୍ଚ ପରେ
ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ
ଓ ନଳୀପୁର ଗ୍ରାମର ଅପ୍ଲୋଜ ଖାଁ ଏବଂ
ଜଣାପଡ଼ିଥିଲା। ସେମାନେ ଦେଇଥିବା
ଦେଇଥିଲେ। ପୋଲିସ ଚଣ୍ଡିଖୋଲ-
ସେଜ୍ ୱାଜିଦ ଗୋରୁ ଚମଡ଼ା ବିକ୍ରି କରିଥିବା
ଜିଏସ୍ଟି ବିଲରେ ଦୁଇ ଜଣ ବିକ୍ରି କରିଥିବା
ଉଲ୍ଲେଖ ଥବାବେଳେ ସରକାରୀ
ଭାବେ ଚମଡା ଗୋଦାମ ଲାଇସେନ୍ସ
ନଳୀପୁର କିମ୍ବା ଚାରି ନଙ୍ଗଳରେ
ନାହିଁ। ତେବେ ୨୦ ଟନର ଚମଡା
କିପରି ବିକ୍ରି କଲେ ତାହା ପୋଲିସକୁ
ଆଶ୍ଚର୍ଯ୍ୟ କରିଛି। ଉଭୟଙ୍କୁ ମାମଲା
ନଂ,୧୭୯/୨୬ରେ କୋର୍ଟଚାଲାଣ
କରାଯାଇଥିବା ଥାନା ଅଧିକାରୀ ଦିଲୀପ
କୁମାର ମହାନ୍ତି ପ୍ରକାଶ କରିଛନ୍ତି।










