
କିଶୋର ଦ୍ବିବେଦୀଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ପୁରସ୍କାର ପ୍ରଦାନ*
କିଶୋର ଦ୍ବିବେଦୀଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ପୁରସ୍କାର ପ୍ରଦାନ* ଖୋର୍ଦ୍ଧା ମହୋତ୍ସବର ରୋପ୍ୟ ଜୟନ୍ତୀ ଅବସରରେ ଉଦଯାପନୀ ସଂଧ୍ୟାର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ସାମ୍ବାଦିକ ଏବଂ ୱାର୍ଲଡ଼ ଓଡିଶା

କିଶୋର ଦ୍ବିବେଦୀଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ପୁରସ୍କାର ପ୍ରଦାନ* ଖୋର୍ଦ୍ଧା ମହୋତ୍ସବର ରୋପ୍ୟ ଜୟନ୍ତୀ ଅବସରରେ ଉଦଯାପନୀ ସଂଧ୍ୟାର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ସାମ୍ବାଦିକ ଏବଂ ୱାର୍ଲଡ଼ ଓଡିଶା

*ୱାର୍ଲଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି* ନୂଆଦିଲ୍ଲୀ/ଭୁବନେଶ୍ବର ତା ୦୫.୦୧ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଚଳିତ ମାସ ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଏହାର ପଞ୍ଚମ

*ଦିଲ୍ଲୀରେ ଉତ୍କଳିନୀର ବାର୍ଷିକ ପର୍ବ ପାଳନ* ନୂଆଦିଲ୍ଲୀ ତା୨୩.୧୨ ରିଖ ; ୧୯୮୦ ମସିହାରେ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିଷ୍ଠିତ ଓଡ଼ିଆ ନାରୀମାନଙ୍କର ଅଗ୍ରଣୀ ଅନୁଷ୍ଠାନ ଉତ୍କଳିନୀର ୪୫ ତମ ବାର୍ଷିକ ସାଂସ୍କୃତିକ ପର୍ବ

*ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ* ନୂଆଦିଲ୍ଲୀ: ତା୧୭.୧୧. ରିଖ ; ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଶ୍ରୀ ନୀଳାଚଳ ସେବାସଙ୍ଘର ନୂତନ କର୍ମକର୍ତ୍ତା

*ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ* ନୂଆଦିଲ୍ଲୀ ତା ୦୫.୧୧.ରିଖ ; ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ

*ରଥ ଦମ୍ପତ୍ତି ଦୟାମୟୀ ଓ ପୂର୍ଣଚନ୍ଦ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ* ଭୁବନେଶ୍ୱର ତା ୦୬.୧୦.ରିଖ ; ରଥ ଦମ୍ପତ୍ତି ଦୟାମୟୀ ଏବଂ ପୂର୍ଣଚନ୍ଦ୍ରଙ୍କୁ ଏଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

*ରାୟପୁର ନଗର ଉତ୍ତରର ବିଧାୟକ ଏବଂ ଛତିଶଗଡ ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରାୟପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି।*

*ପବିତ୍ର ପୁରୁଷ : ପୁରନ୍ଦର ମିଶ୍ର* ରାୟପୁର/ ଭୁବନେଶ୍ବର ତା ୨୭.୦୯ ରିଖ ; ପୁରନ୍ଦର ମିଶ୍ର ଜଣେ ସାଧାରଣ ମଣିଷ ନୁହଁନ୍ତି। ସେ ଜଣେ ଅନୁଷ୍ଠାନ। ଅଧୁନା ରାୟପୁର ନଗର ଉତ୍ତର ଆସନରୁ

26.9.25 ଯାଜପୁର,,, ମୁଖ୍ୟମନ୍ତ୍ରୀଙ୍କ କଥା ପାଣି ର ଗାଁର।।।। ସରକାରୀ କର୍ମଚାରୀ ମାନଂକୁ ଦୃର୍ଗା ପୂଜା ପୂର୍ବ ରୁ ବେତନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ

*ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ସମାପନ* ନୂଆଦିଲ୍ଲୀ ତା ୦୬.୦୯.ରିଖ ; ଏଠାକାର ପଶ୍ଚିମ ଦିଲ୍ଲୀସ୍ଥିତ ବିକାଶ ପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି। ଗଜାନନଙ୍କ

*ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ* ଲଣ୍ଡନ/ ନୂଆଦିଲ୍ଲୀ ତା ୨୯.୦୮ ରିଖ ; ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଉତ୍ସବ

*ୟୁ.କେ. ଓଡ଼ିଶା ସମାଜର ବାର୍ଷିକ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି* ଲଣ୍ଡନ/ ନୂଆଦିଲ୍ଲୀ ତା ୨୦.୦୮.ରିଖ ; ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଅଧିବେଶନକୁ କେନ୍ଦ୍ରକରି ଏବେ ବ୍ୟାପକ

*ପୁରନ୍ଦର ମିଶ୍ରଙ୍କର ‘ସିନ୍ଦୂର ପାର୍କ’ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ* ରାୟପୁର/ଭୁବନେଶ୍ବରତା୧୪.୦୮.ରିଖ; ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାୟପୁର ନଗରୀ ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ଦ୍ୱାରା ସ୍ଥାପିତ ସିନ୍ଦୂର ପାର୍କ,

*ନୂଆଦିଲ୍ଲୀ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ପାଳନ* ନୂଆଦିଲ୍ଲୀ ତା ୧୦.୦୮. ରିଖ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ରସାବଳୀ ଦିବସ ମହାସମାରୋହ ରେ ପାଳନ କରାଯାଇଛି ।ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ,

EMRS ବହଳଦା ରେ ବନ ମହୋତ୍ସବ ପାଳନ (ବହଳଦା ) ତାରିଖ : 04/07/2025 ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ କାଦୁଆଣୀ ଗ୍ରାମରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ

*ମାଞ୍ଚେଷ୍ଟରଠାରେ ମହାସମାରୋହରେ ପଞ୍ଚମ ରଥଯାତ୍ରା ଆୟୋଜନ* ମାଞ୍ଚେଷ୍ଟର ତା ୦୩/୦୭ରିଖ : ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା

ଉଦ୍ଧାର ହେଲା ଲୁଟ ପିକଅପ ଦୁଇ ଗିରଫ ବାଲିଚନ୍ଦ୍ରପୁର ତା ୨/୭=ବାଲିଚନ୍ଦ୍ରପୁର ଥାନା ଆରକ୍ଷୀ ନିରକ୍ଷକ ସମରଜିତ ନାୟକ ଙ୍କ ତ୍ବରିତ ପଦକ୍ଷେପ ଫଳରେ ଦୁଇ ଆସାମି ଗିରଫ ହେବା ସହ ଲୁଟ ହୋଇଥିବା

: ମା ଲକ୍ଷ୍ମୀ କୋପରେ ଆସି ରଥକୁ ଭାଙ୍ଗିଲେ ଆଙ୍କର: ପବିତ୍ର ରଥଯାତ୍ରାରେ ଶ୍ରୀଜଗନ୍ନାଥ ସାଙ୍ଗରେ ଭାଇ ବଳଭଦ୍ର , ସୁଦର୍ଶନ ଚକ୍ର ବଂ ଭଉଣୀ ସୁଭଦ୍ରା କୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘେନି

Ekadasi Sethy: ପତରାଜପୁର ଉଚ୍ଚ ବିଦ୍ୟାଳୟ ର ଦୁଇ ଶିକ୍ଷକଙ୍କ ଅବସର ବାଲିଚନ୍ଦ୍ରପୁର ତା ୧/୭=ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପରିଡା

*ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ମହା ସମାରୋହରେ ରଥଯାତ୍ରା ଆୟୋଜନ* ରୋଡ଼ସ ଆଇଲ୍ୟାଣ୍ଡ ତା୩୦. ୦୬.ରିଖ ; ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଚାରି ଠାକୁର

*ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ* ନୂଆଦିଲ୍ଲୀ ତା ୨୭.୦୬ ରିଖ ; ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା

*ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ* ରାୟପୁର ତା ୨୭.୦୬ ରିଖ ଏଠାକାର ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିରରେ ବଢି ଭୋରରୁ

*ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ବହୁ ଆଡ଼ମ୍ବରରେ ପାଳନ* ନୋଏଡ଼ା / ନୂଆଦିଲ୍ଲୀ ତା ୧୭.୦୬.ରିଖ ; ନୋଏଡ଼ାଠାରେ ପ୍ରଥମ ଥର ପାଇଁ ବହୁ ଆଡ଼ମ୍ବର ଏବଂ ଖୁବ ଜାକଜମକରେ ରଜ ପର୍ବ ପାଳନ

*ଭିସା ଆବେଦନକାରୀଙ୍କ ପାଇଁ ଭୁବନେଶ୍ବରରେ ଡାକ୍ତରୀ ପରୀକ୍ଷା ସୁବିଧା ଆରମ୍ଭକୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସ୍ଵାଗତ* *ଜେନେକ୍ସ ଡାଇଗ୍ନୋଷ୍ଟିକସ ପରୀକ୍ଷା କେନ୍ଦ୍ର ଭାବରେ ମନୋନୀତ* ଭୁବନେଶ୍ବର/ ବ୍ରିସବେନ ତା ୧୭. ୦୬.ରିଖ ଅଷ୍ଟ୍ରେଲିଆ ଭ୍ରମଣ

*ଗୁରୁଗ୍ରାମରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ଆୟୋଜନ* ଗୁରୁଗ୍ରାମ / ନୂଆଦିଲ୍ଲୀ ତା ୧୬/୦୬ ରିଖ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଦୁଇଦିନିଆ ପର୍ବ ଉପଲକ୍ଷେ ଉତ୍ସବର

*ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ମହା ସମାରୋହରେ ଆୟୋଜନ* ପର୍ଥ ତା୦୪/୦୫ରିଖ ; ଅଷ୍ଟ୍ରେଲିଆ ଓଡ଼ିଆ ସମାଜ(ଓରିଓଜ ଇଙ୍କ)ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି।ଏହି ଉପଲକ୍ଷେ ଉତ୍ସବସ୍ଥଳ

: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ : ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ଓ ଉତ୍କଳବୀର ସନ୍ତାନ ବିଜୁ ପଟ୍ଟନାୟକଙ୍କର ୨୮ତମ ତିରୋଧାନ ଦିବସ l

କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର ———————————– ଟିକାବାଲି :ତା :11/04:ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଲାଇନପଡା ସରଂକ୍ଷିତ ଜଙ୍ଗଲ ର ମାଲାଙ୍ଗସାହି ବୃକ୍ଷରୋପିତ ଜଙ୍ଗଲ ରୁ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ

: ‘ସୁସ୍ଥ ଓଡିଶା ବିକଶିତ ଭାରତ’ ମୋଦିଜୀଙ୍କ ମନ୍ତ୍ରରେ ଜନ ଆରୋଗ୍ଯ ଯୋଜନାର ଶୁଭାରମ୍ଭ ଆଙ୍କର: ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେଦ୍ର ମୋଦୀଙ୍କ ‘ସୁସ୍ଥ ଓଡିଶା ବିକଶିତ ଭାରତ’ ମନ୍ତ୍ରରେ ମୁଖ୍ଯ ଅତିଥି ରୂପେ

ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଉତ୍ସବ ରାଇରଙ୍ଗପୁର:-ରାଇରଙ୍ଗପୁରସ୍ଥ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଜୁନିୟର ରେଡ୍ କ୍ରସ୍

: ବାସନ୍ତୀ ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବ ମୁଖର ଆଙ୍କର:ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ମେଡିକାଲ ଛକ ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାସନ୍ତୀ ଦୁର୍ଗାପୂଜା ମହାସମାରୋହରେ ପାଳିତ

ଶୃଙ୍ଖଳା, ନିଷ୍ଠା,ଧୌଯ୍ଯ ଓ ଦଳୀୟ ଆତ୍ମାରଭୂମିକାକୁ ବହନ କରେ କ୍ରୀଡା ପ୍ରତିଯୋଗିତା – ମୁଖ୍ଯ ବକ୍ତା ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଳକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର “କ୍ରୀଡା ଦିବସ

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୯୦ତମ ଓଡିଶା ଦିବସ -୨୦୨୫ ମହାସମାରୋହ ପାଳିତ ରାଇରଙ୍ଗପୁର ତା.୦୧-୦୪-୨୦୨୫ରିଖ ଆଜି ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୯୦ତମ ଓଡିଶା ଦିବସ ମହାସମାରୋହ

ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ଦାବି ଜୋର୍ ଧରିଲା ଏଗାର ଗୋଟି ପଞ୍ଚାୟତ ବାସୀ ମିଳିତ ଜନସମାବେଶ କନ୍ଧମାଳ ଜିଲ୍ଲା କ ନୂଆଗାଁ ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଦାବି

*ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ* ନୂଆଦିଲ୍ଲୀ/ନୋଏଡ଼ା ତା୩୧/୦୩ରିଖ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ କରୁଥିବା ନୋଏଡ଼ାର ରତ୍ନ କ୍ଷେତ୍ରଠାରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ

ଓଡିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ଯରେ ବିଶ୍ବକଲ୍ଯାଣ ମହାଯଜ୍ଞ ଅନୁଷ୍ଠିତ ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅଧିନସ୍ତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପରିସରରେ ଓଡିଶା ବ୍ରାହ୍ମଣ ମହାସଂଘ ବାମନଘାଟୀ ଶାଖା ରାଇରଙ୍ଗପୁର ଆନୁକୂଲ୍ଯରେ ବିଶ୍ବକଲ୍ଯାଣ ମହାଯଜ୍ଞ ଅନୁଷ୍ଠିତ

: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଗଣ ବିକ୍ଷୋଭ ଆଙ୍କର: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ଯ ସଭାପତି ଅଞ୍ଜନୀ ସୋରେନଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା ଶାଖା ଦଳ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆଙ୍କ ନେତୁତ୍ବରେ

ଜ଼ିଲ୍ଲା ପ୍ରତିଯୋଗିତା ରେ ଟିକାବାଲି ବ୍ଲକ ଟପ ………………………………………. ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ ଏବଂ ବ୍ଲକ ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି ସ୍ୱାଗତ

*ହୃଷୀକେଶ ମଲ୍ଲିକ ଜଣେ ପ୍ରଜ୍ଞାଦୀପ୍ତ କବି : ଅଶୋକ ବାଜପେୟୀ* *ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ହୃଷୀକେଶ କବିତା ସନ୍ଧ୍ୟା ଆୟୋଜନ* ନୂଆଦିଲ୍ଲୀ : ତା ୨୬.୦୩ ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି

ଜେଆରସି କାଉନସେଲରଙ୍କ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳା ୭ଟି ବ୍ଲକର କାଉନସେଲରମାନଙ୍କ ଅଂଶ ଗ୍ରହଣ ରାଇରଙ୍ଗପୁର :–ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବାମନଘାଟି ଉପଖଣ୍ଡ ସ୍ତରୀୟ

ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ । ରାଇରଙ୍ଗପୁର ବହଳଦା ବ୍ଲକ ପରିସରସ୍ଥ ଗୁହାଳ ଡାଙ୍ଗ୍ରୀ ଉ.ପ୍ରା. ବିଦ୍ୟାଳୟ ପରିସରରେ ପରିଚାଳନା କମିଟୀର ସ୍ଥାୟୀ ସଭାପତି ରାଜେଶ ବିନ୍ଧାଣୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ

କିଆପାଣପୋଷି ଠାରେ ମେତିଆ ବିନ୍ଦୁ ଚିହ୍ନଟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ତା ୨୦-୦୩-୨୦୨୫ ଗୁରୁବାର : ସ୍ବର୍ଗତ କଂଗ୍ରେସ ଭାଇ (ଶ୍ରୀଭାଇ) ଙ୍କ ପୂଣ୍ଯତିଥି ଅବସରରେ ବିନୋବା ସେବା ପ୍ରତିଷ୍ଠାନ, କରଂଜିଆ

: ୧୨୧ ବର୍ଷରେ ସାଇଁକୁଳା ଦୋଳ ଉତ୍ସବ ଆଙ୍କର: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ପ୍ରସିଦ୍ଧ ସାଇଁକୁଳା ଦୋଳ ଯାତ୍ରା ଗତ ରବିବାର ଠାରୁ ଆରମ୍ଭ ହୋଇଅଛି l ଐତିହ୍ଯ ସମ୍ପନ୍ନ ଉକ୍ତ ଦୋଳଯାତ୍ରା

*ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ* ନୂଆଦିଲ୍ଲୀ ତା-୧୭ – ୩ – ୨୫ ରିଖ : ମହିଳାମାନେ ମହାଶକ୍ତିର ଭଣ୍ଡାର ବୋଲି ବିଶିଷ୍ଟ ବ୍ୟକ୍ତିମାନେ

ଜାତୀୟ ମହିଳା ଦିବସ ପାଳିତ // ରାଇରଙ୍ଗପୁର, 8 ମାର୍ଚ୍ଚ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ମାନ ଓ ଉତ୍ସାହ ସହିତ ଜାତୀୟ ମହିଳା ଦିବସ ପାଳିତ ହୋଇଛି। ରାଇରଙ୍ଗପୁରର ରେଡି ଭୋଲୁଣ୍ଟିୟାର୍ସ ଙ୍କ ଦ୍ବାରା

ବିଜୁ ଜନତା ଦଳୀୟ କର୍ମକର୍ତ୍ତା ପକ୍ଷରୁ ପ୍ରତିବାଦ ସଭା ଆଙ୍କର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ପାଇଁ ବିଜେପି ସରକାର ନେଇଥିବା ନିଷ୍ପତ୍ତିରେ ସାରା ଓଡିଶାବାସୀଙ୍କ

ବହଳଦା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ରାଇରଙ୍ଗପୁର 02/03/25 ରବିବାର ପୁର୍ବାହ୍ନ ୧୧ ଘଟିକା ସମୟରେ ବହଳଦା ବ୍ଲକ ଅଧିନସ୍ଥ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକଙ୍କ ସାଂଗଠନିକ ନିର୍ବାଚନ ସ୍ଥାନୀୟ

ବାଲିଚନ୍ଦ୍ରପୁର ପ୍ରେସ କ୍ଲବ ପକ୍ଷରୁ ଶିକ୍ଷାବିତ୍ ଙ୍କ ବିୟୋଗରେ ଗଭିର ଶୋକ। ବାଲିଚନ୍ଦ୍ରପୁର।୦୮/୧୨ ବଡଚଣା ବ୍ଲକ୍ ପଲେଇ ଗ୍ରାମର ଶିକ୍ଷାବିତ୍ ତଥା ସାଇ ପ୍ରେମୀ ସୁରେନ୍ଦ୍ର ନାଥ ଭୁୟାଁ ଙ୍କ ପରଲୋକରେ ବାଲିଚନ୍ଦ୍ରପୁର ପ୍ରେସ

ଲେଖିକା ସୁଷମା ବାରିକଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ଓଡ଼ିଆ କବିତାର ଭାଷା ସାଧାରଣ ଲୋକଙ୍କ ଭାଷା ହେବା ଆବଶ୍ୟକତା ଜରୁରୀ ବାଲିଚନ୍ଦ୍ରପୁର 01/12ବାଲିଚନ୍ଦ୍ରପୁର ନିକଟସ୍ଥ ମାହାଙ୍ଗାସ୍ଥିତ ମାହେଶ୍ୱରୀ ମଣ୍ଡପ ଠାରେ ମାହାଙ୍ଗା ସାହିତ୍ୟ -ସଂସ୍କୃତି

ବିଶ୍ୱ ଏଡ଼ସ୍ ଦିବସ ପାଳିତ ଜିଲ୍ଲାକୁ ଏଡ଼ସ ରୋଗକୁ ରୋକିବା ପାଇଁ ଜୁନିୟର ରେଡ କ୍ରସର ପ୍ରୟାସ ମୟୁରଭଞ୍ଜକୁ ଏଡ଼ସ୍ ମୁକ୍ତକରିବା ପାଇଁ ରେଡ୍ କ୍ରସ୍ ର ଭୂମିକା ରାଇରଙ୍ଗପୁର :-ବିଶ୍ୱ ଏଡ଼ସ ଦିବସ

– ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ଆଙ୍କର – ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ନିକଟସ୍ତ ପଡିଆ ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ

*ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ ରେ ମା ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର।* ବାଲିଚନ୍ଦ୍ରପୁର ୨୫/୧୧ ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ଉତ୍ତର ପ୍ରତାପ ଗ୍ରାମ ପଞ୍ଚାୟତ ଅଧୀନ ନରସିଂହ

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ ବାଲିଚନ୍ଦ୍ରପୁର ୨୩/୧୧(ଆ ପ୍ର) ଓଡିଶା ର ନବ ଉତ୍କଳ ର ନିର୍ମାତା ତଥା ସମାଜ ସଂସ୍କାରକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୪ ତମ ଜୟନ୍ତୀ ବଡ଼ଚଣା ବ୍ଲକ

– ଭଗବାନ ଶ୍ରୀରାମଙ୍କର ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ଦାନ ଆଙ୍କର- ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଳକ ଅଧିନସ୍ଥ ରାଇରଙ୍ଗପୁର ସନ୍ନିକଟ ଛଣପାଳ ଏବଂ ଖଣ୍ଡଦେଉଳି ଗ୍ରାମର ମଧ୍ୟ ଭାଗରେ ଭଗବାନ ଶ୍ରୀରାମଙ୍କ

ଗଞ୍ଜେଇ ସହ ଧରାପଡିଲେ ଦୁଇ ବଙ୍ଗିୟ ମହିଳା। ———————————– ଟିକାବାଲି :ତା-୨୨\୧୧\୨୦୨୪;ପ୍ରତିନୀଧି ରମେଶ ପଣ୍ଡା। କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ବସଷ୍ଟାଣ୍ଡ ରୁ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସମେତ ଦୁଇ

କନ୍ଧମାଳ : ଟିଟ୍ରାପଙ୍ଗା ସ୍ୱାସ୍ତ୍ୟକେନ୍ଦ୍ର ତଦାରଖ କଲେ ସେଣ୍ଟ୍ରାଲ ଟିମ୍.. କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ନିକଟ ରେ ଥିବା ଟିଟ୍ରାପଙ୍ଗା ସ୍ୱାସ୍ତ୍ୟ କେନ୍ଦ୍ର ରେ ସେଣ୍ଟ୍ରାଲ ଟିମ୍ ପହଁଚି

ସାହସପୁର ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର. ବାଲିଚନ୍ଦ୍ରପୁର ତା ୨୧/୧୧ବଡ଼ଚଣା ବ୍ଲକ ଅନ୍ତର୍ଗତ ସାହସପୁର ମହାବିଦ୍ୟାଳୟ ପରିସରରେ ସମାଜ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

*ୱାର୍ଲଡ ଓଡିଶା ସୋସାଇଟିର ସିଙ୍ଗାପୁର ଶାଖାର ସଭାପତି ଦେବାଶିଷ ମହାପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସିଙ୍ଗାପୁରର ସାଙ୍ଗରିଲା ହୋଟେଲ ଠାରେ ସୌଜନ୍ୟ ମୂଳକ ସାକ୍ଷାତକାର ଅବସରରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି I*

କୁମ୍ଭୀରମୁଣ୍ଡି ଆଶ୍ରମ ବିଦ୍ଯାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଆଙ୍କର ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ ଅସନା ପଞ୍ଚାୟତ ଅଧୀନ କୁମ୍ଭୀରମୁଣ୍ଡିଗ୍ରାମରେ ଅବସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କୁମ୍ଭୀରମୁଣ୍ଡି ଆଶ୍ରମ

*ଓୟୁଜେ ପକ୍ଷରୁ ସାଧାରଣ ପରିଷଦ ବୈଠକ ଦ୍ୟୁବାର୍ଷିକ ନିର୍ବାଚନ।* ଯାଜପୁର। ବାଲିଚନ୍ଦ୍ରପୁର 18। 11 ଯାଜପୁର ବ୍ଲକ ବରୁଆ ତାରାଦେବୀ ପୀଠ ଠାରେ ଓୟୁଜେ ର ଯାଜପୁର ଜିଲ୍ଲା ଶାଖା ର ସାଧାରଣ ପରିଷଦ

*ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ* ନୂଆଦିଲ୍ଲୀ ତା ୧୫.୧୧.ରିଖ ; ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ

ଓଡ଼ିଆ ପାଠ ଚକ୍ର ଅନୁଷ୍ଠିତ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନ୍ ପଡା ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଂସର ବିଳାପ ଗଳ୍ପ କୁନେଇ

– ଛଟ ମହାପର୍ବରେ ରାଇରଙ୍ଗପୁର ସହର ଉତ୍ସବ ମୁଖର – ଆସ୍ଥା, ବିଶ୍ବାସ ଓ ନିଷ୍ଠାର ମହାନ ପର୍ବ ଛଟ୍ l ଏହା ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ , ମଧ୍ଯ ପ୍ରଦେଶ

*ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୭ ତମ ବାର୍ଷିକ ଉତ୍ସବ ପାଳନ* ନୂଆଦିଲ୍ଲୀ ତା ୦୮/୧୧ ରିଖ ; ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୭ ତମ ବାର୍ଷିକ ଉତ୍ସବ ନିକଟରେ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ରାଇରଙ୍ଗପୁର ତା:୨/୧୧/୨୦୨୪ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ରବି

ବିସ୍ଥାପନା ବିରୋଧରେ ରାଇରଙ୍ଗପୁର ଅଧିନସ୍ତ ନୂଆଗାଁ ଗ୍ରାମବାସୀମାନଙ୍କ ବିକ୍ଷୋଭ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ପୁରୁଣାଘାଟୀ ନିକଟବର୍ତ୍ତୀ ନୂଆଗାଁ ଗ୍ରାମବାସୀମାନେ ଦୀର୍ଘଦିନ ଧରି ବସବାସ କରିଆସୁଛନ୍ତି l ସେମାନେ ସରକାରୀ ଜମି ନଂ ୧୧୭୪,

ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ର ଷଷ୍ଠ ତମ ଶାରଦୀୟ ଉତ୍ସବ କବି ଆନନ୍ଦ କୁମାର ମାଇତିଙ୍କ “ଏବଂ ଏଇଠି” ଓ ଅନ୍ତରିକ୍ଷ ପୁସ୍ତକ ଉନ୍ମୋଚିତ ,,,,,,,,,,,,,,,,,,,,,ବାଲିଚନ୍ଦ୍ରପୁର ତା ୨/୧୧/୨୦୨୪ ଶନିବାର ଦିନ ଯାଜପୁର ଜିଲ୍ଲା

ବାଲି ମାଫିଆଙ୍କ ଭୂସ୍ୱର୍ଗ ନାନପୁର ବାଲିଚନ୍ଦ୍ରପୁର ତା୧/୧୧=ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ବାଲିଚନ୍ଦ୍ରପୁର ର ନାନପୁର ବିରୁପା ନଦୀ ପୋଲ ନିକଟରେ କେତେକ ଅସାଧୁ ବାଲି ମାଫିଆ ରିତିମତ ବାଲି ଉତ୍ତୋଳନ କରି

ସତ୍ୟ ସେବା କ୍ଲବ ପକ୍ଷରୁ ଭାରତରତ୍ନ ଇନ୍ଦିରାଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ବାଲିଚନ୍ଦ୍ରପୁର ତା ୨/୧୧=ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ପଞ୍ଚାୟତ ସ୍ଥିତ ସତ୍ଯସେବା କ୍ଲବ (ମଙ୍ଗଳା ତଳ) ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ

ରାଇରଙ୍ଗପୁର ରେ କାଳୀପୂଜାରେ ଉତ୍ସବ ମୁଖର ସହର ମା ଙ୍କ ରୂପ ଅନେକ l ମା କେତେବେଳେ ଦୁର୍ଗା, କେତେବେଳେ ଲକ୍ଷ୍ମୀ ଅବା ଆଉ ମଧ୍ଯ କେତେବେଳେ ମା କାଳୀ ରୂପରେ ଧରାରେ ଅବତରଣ

କାମେଶ୍ୱର ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଓ ମନୋଜ୍ଞ କବିତା ଆସର ବାଲିଚନ୍ଦ୍ରପୁର ତା୩୧/୧୦=ବାଲିଚନ୍ଦ୍ରପୁର ନିକଟସ୍ଥ କଉଡୁକୋଲ ଠାରେ କାମେଶ୍ଵର ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକ ଉତ୍ସବ ଓ ମନୋଜ୍ଞ କବିତା ଆସର

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”. ରାଇରଙ୍ଗପୁର ତା ୨୯-୧୦-୨୦୨୪ ରିଖ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ କୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଅଛି : ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ‘ଓସେପା’ଙ୍କ ନିର୍ଦ୍ଦେଶ କ୍ରମେ ଟିକାବାଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ

ବଡଚଣା ଅଞ୍ଚଳରେ ଦାନା ଯୋଗୁ ଧାନ ଫସଲ ନଷ୍ଟ ବାଲିଚନ୍ଦ୍ରପୁର ୨୯/୧୦=ବାତ୍ୟା ଦାନା ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଦର୍ପଣ ତହସିଲ ଅଧିନ ବଡଚଣା ବ୍ଲକ ଅଞ୍ଚଳର ଧାନ ଚାଷ ବେଶ ପ୍ରଭାବିତ

ଭୁବନେଶ୍ୱର,୨୮।୧୦ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୨୩ ବର୍ଷ ପାଇଁ ବିଭିନ୍ନ ଅଧ୍ୟାକାରୀକୁ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନକୁ ସମ୍ମାନିତ କରାଯାଇଛି।

*ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ,ଗରିବ ଚାଷୀ* ରାଇରଙ୍ଗପୁର : ମହାବାତ୍ୟା ଦାନା ର ପ୍ରଭାବରେ ଘନିଭୂତ ହୋଇଥିବା ଲଘୁଚାପ ଜନିତ ଝଡ ତୋଫାନ ରେ ଶିମିଳିପାଳରେ ଅତ୍ୟଧିକ ବର୍ଷା ଯୋଗୁଁ ଶିମିଳିପାଳ ପାଦଦେଶରେ

କନ୍ଧମାଳ : ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନୂୟ ପରିଷଦର 2024 ସମ୍ମିଳନୀ ଅନୁଷ୍ଟିତ.. କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଗାନ୍ଧୀ ସ୍ମୃତି ଭବନ ଠାରେ

ଟାଟା ଷ୍ଟିଲ ଫାଉଡେସନ ତରଫରୁ କାତି ପ୍ରିମିୟର ଲିଗ ଫାଇନାଲ ମ୍ଯାଚ୍ ୨୦୨୪ ଅନୁଷ୍ଠିତ ଆଙ୍କର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅନନ୍ଯ ଖେଳ କାତି | ଏହି ପାରମ୍ପାରିକ ଖେଳ ଦ୍ବାରା ଆଦିବାସୀ

*ସାହସପୁର କଲେଜରେ ସମ୍ବର୍ଦ୍ଧନା ସମାରୋହ ।* ବାଲିଚନ୍ଦ୍ରପୁର 22/10 ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁରସ୍ଥ ସାହସପୁର କଲେଜର ପରିସରରେ ନବ ନିର୍ବାଚିତ୍ତ ବିଦାୟକ ଅମର ନାୟକଙ୍କ ପ୍ରଥମକରି କଲେଜ ପରିଦର୍ଶନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସମାରୋହ

Uk ଠାରେ ଅବସ୍ଥାପିତ ୱାର୍ଲଡ ଓଡିଶା ସୋସାଇଟିର ମହାସଚିବ ଶିବ ରଞ୍ଜନ ବିଶ୍ୱାଳ ଓ ସାଂସ୍କୃତିକ ଯୁଗ୍ମ ସାଧାରଣ ସମ୍ପାଦକ ଡ଼ଃ ଭାଗ୍ୟଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ଠାରେ ସୌଜନ୍ୟ

ଝଲସୁଛି ବାଲିଚନ୍ଦ୍ରପୁର ବଜାର ଜମୁଛି ଭିଡ ବାଲିଚନ୍ଦ୍ରପୁର ୧୯/୧୦= ଚଳିତ ଗଜଲକ୍ଷ୍ମୀ ପୂଜା ବୁଧବାରଠାରୁ ଆରମ୍ଭ ହୋଇ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଏହି ଅବସରରେ ବାଲିଚନ୍ଦ୍ରପୁର ବଜାର ଓ ଆଖପାଖ ଗ୍ରାମ ମାନଙ୍କରେ

ଜିଲ୍ଲା ଓଷ୍ଠା ସଙ୍ଗର ସାମ୍ବିଧାନିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ରାଇରଙ୍ଗପୁର :- ମୟୁରଭଞ୍ଜ ଜିଲ୍ଲା (2)ବାମନଘାଟି ଓ ପାଞ୍ଚପୀଡ଼ ପାଇଁ ଓଷ୍ଠା ଶିକ୍ଷକ ସଙ୍ଘ ପକ୍ଷରୁ ସାମ୍ବିଧାନିକ ବୈଠକ ପାଇଁ ଏକ ପ୍ରସ୍ତୁତି

*ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କ ଛିନ୍ନ କଲା* ଲଣ୍ଡନ ତା୧୭.୧୦ ରିଖ: ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (ଏସଜେଏସୟୁକେ) ଫିନେଷ୍ଟ ଗ୍ରୁପ ସହିତ ଏହାର ସମ୍ପର୍କ ଛିନ୍ନ କରିଥିବା

ରାଇରଙ୍ଗପୁର ରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ଆଙ୍କର ଜଗତଜନନୀ ମା ଲକ୍ଷ୍ମୀ କରୁଣାମୟୀ, ଭକ୍ତିମୟୀ ଓ ଶ୍ରଦ୍ଧାମୟୀ ଦେବୀ ଅଟନ୍ତି | ତାଙ୍କ ଆଶିଷରେ ଏ ସାରା ଜଗତ ଧନଧାନ୍ଯ | ମାଙ୍କ

ବାଲିଚନ୍ଦ୍ରପୁର ପ୍ରେସକ୍ଲବ ପକ୍ଷରୁ ପାର୍ବଣ ରେ ବନ୍ଧୁ ମିଳନ ବନ୍ଧୁମିଳନ ଭାଇଚାରା କୁ ସୁଦୃଢ କରିଥାଏ ବାଲିଚନ୍ଦ୍ରପୁର ତା ୧୭/୧୦=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରାଜପୁର ଆୟୁର୍ବେଦିକ ନ୍ଯୁଟ୍ରୀସନ ସେଣ୍ଟର ପରିସରରେ ବାଲିଚନ୍ଦ୍ରପୁର

କନ୍ଧମାଳ : ରାଉରକେଲା ରେ ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା.. କନ୍ଧମାଳ କୁ ମିଳିଲା ତିନି ସ୍ୱର୍ଣ୍ଣ ପଦକ ରାଉରକେଲା ଦିପିକା ଇଂରାଜୀ ମିଡିୟମ୍ ବିଦ୍ୟାଳୟ ରେ ରାଜ୍ୟ ସ୍ତରୀୟ ଟାଏ କୋଣ୍ଡୋ ପ୍ରତିଯୋଗିତା

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ. ମୋଟ ୮୦ ଟି ଅଭିଯୋଗ ର ହେଲା ଶୁଣାଣୀ. ରାଇରଙ୍ଗପୁର :ତା ୧୪-୧୦-୨୦୨୪ ରିଖ. ଆଜି ବାମନଘାଟୀ ଉପଖଣ୍ଡ ସଦର

*ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ* ବ୍ରହ୍ମପୁର ତା ୧୪.୧୦ ରିଖ ; ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ଵାସ ମଧ୍ୟରେ ପାଳନ

ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବମୁଖର ଆଙ୍କର ବେଦମନ୍ତ୍ର ଧ୍ବନିରେ କମ୍ପି ଉଠୁଛି , ମା ଦୁର୍ଗାଙ୍କ ଆସ୍ଥାନ | ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ମା ଦୁର୍ଗା ଧରାତରଣ କରିଛନ୍ତି |

*ଆମେରିକାରେ ପଞ୍ଚମ ଓଡ଼ିଶା ଏ.ଆଇ ସମ୍ମିଳନୀ ଅନୁଷ୍ଠିତ* *ବିଶ୍ଵବ୍ୟାପୀ ଆଇଟି ବିଶେଷଜ୍ଞଙ୍କ ଅଂଶଗ୍ରହଣ* କାଲିଫର୍ଣ୍ଣିଆ ତା ୧୦. ୧୦ରିଖ ; ଯୁକ୍ତରାଷ୍ଟ୍ର ଆମେରିକାଠାରେ ନିକଟରେ ପଞ୍ଚମ ଓଡ଼ିଶା ଆର୍ଟିଫିସିଆଲ଼ ଇଣ୍ଟେଲିଜେନ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁରରେ ଦୁର୍ଗାପୂଜା ଉପଲକ୍ଷେ ଚୈତନ୍ୟ ଝାଙ୍କି ଉଦଘାଟିତ l …………………….. ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ, ମୁଖ୍ୟାଳୟ ମାଉଣ୍ଟ ଆବୁ, ରାଇରଙ୍ଗପୁର ଶାଖା ପକ୍ଷରୁ ରାଇରଙ୍ଗପୁର ହସ୍ପିଟାଲ ଛକ ନିକଟରେ ଏକ

ମାଆ ର ଉପମା ପାଇଁ ଶବ୍ଦ କୋଶରେ ଶବ୍ଦ ନାହିଁ ବାଲିଚନ୍ଦ୍ରପୁର ତା ୮/୧୦=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପ୍ରେସକ୍ଲବ ବାଲିଚନ୍ଦ୍ରପୁର ପରିସରରେ ସ୍ବର୍ଗତା ଚାରୁଲତା ଦେବୀ ଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଅନୁସୁଚିତ ଜନଜାତି ଓ ଜାତି ବିଭାଗୀୟ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ବାମନଘାଟୀ ଶାଖାର ଉପଖଣ୍ଡସ୍ତରୀୟ ବୈଠକ ରାଇରଙ୍ଗପୁର ୭/୧୦/୨୪ ଆଙ୍କର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ

ନକଲି ମଦ ଜବତ, ଜଣେ ଗିରଫ ଆଙ୍କର ବାମନଘାଟୀ ଉପଖଣ୍ଡ ବିଶୋଇ ଥାନା ହିଜିଳି ଗ୍ରାମରୁ ୬୭.୧୦୫ ଲିଟିର ନକଲି ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ କେସ ନଂ ୦୧/୨୪-୨୫ ରେ

*ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ* ଭୁବନେଶ୍ବର ତା ୦୬ ୧୦ ରିଖ : ଓଡ଼ିଶା ଫେୟାର ପ୍ରାଇସ ସପ ଡିଲର୍ସ ଫେଡେରେସନ ଅର୍ଥାତ ଓଡ଼ିଶା କଣ୍ଟ୍ରୋଲ

*ସିଲଭର ଗାନ୍ଧୀଙ୍କର ଦିଲ୍ଲୀଠାରୁ ହରିୟାଣା ପଦଯାତ୍ରା ସମାପନ* ନୂଆଦିଲ୍ଲୀ ତା ୦୪.୧୦ ରିଖ ; ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ନିକଟରେ ନୂଆଦିଲ୍ଲୀଠାରୁ ହରିୟାଣା

*ବିଶିଷ୍ଟ ଉଦ୍ୟୋଗପତି ତାରିଣୀ ପ୍ରସାଦ ମହାନ୍ତି ଓଡିଶାର କୋଡିଏ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିବାରୁ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରଠାରେ ଚୟନକର୍ତ୍ତା ମାସିକ ଇଂରାଜୀ ପତ୍ରିକା ଦି ଇଣ୍ଟରଭିଉ ଟାଇମ୍ସର ତ୍ରୟଦଶ

*ଶଶଧର ଦାସ ଅପୂର୍ବା ପ୍ରବନ୍ଧ ସମ୍ମାନ ପାଇବେ* ଭଦ୍ରକ ତା ୦୨.୧୦.ରିଖ ; ପ୍ରଫେସର ଡକ୍ଟର ଶଶଧର ଦାସ ଚଳିତ ବର୍ଷର ଅପୂର୍ବା ପ୍ରକାଶନୀ ପ୍ରବନ୍ଧ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୀର୍ଘ

ବିଶିଷ୍ଟ ସମାଜସେବୀ ଓ ଅଗ୍ରଣୀ ନାରୀନେତ୍ରୀ ଡ଼ଃ ଚିଦାତ୍ମିକା ଖଟୁଆଙ୍କୁ ୨୦୨୪ ମସିହାର ସମ୍ମାନାସ୍ପଦ ଦଶମ ଭାରତ ଗୌରବ ପୁରସ୍କାର ନୂଆଦିଲ୍ଲୀର ଭାରତ ମଣ୍ଡପ ଠାରେ ପ୍ରଦାନ କରାଯାଉଛି I
WhatsApp us