Search
Close this search box.

ମୁଖ୍ୟମନ୍ତ୍ରୀଙ୍କ କଥା ପାଣି ର ଗାଁର।।

26.9.25 ଯାଜପୁର,,, ମୁଖ୍ୟମନ୍ତ୍ରୀଙ୍କ କଥା ପାଣି ର ଗାଁର।।।। ସରକାରୀ କର୍ମଚାରୀ ମାନଂକୁ ଦୃର୍ଗା ପୂଜା ପୂର୍ବ ରୁ ବେତନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ନିଜସ୍ବ ହାତ ମୁଠାରେ ରଖିଥିବା ଜଳ ସମ୍ପଦ ବିଭାଗ ର କର୍ମଚାରୀ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜାରକା ଜଳ ସମ୍ପଦ ବିଭାଗ ଉପଖଣ୍ଡ ର ୧୦ ଜଣ କାର୍ଯ୍ୟ ରତ କର୍ମଚାରୀ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ତତ୍ ମଧ୍ୟ ରୁ ଇତିଶ୍ରୀ ସାହୁ, ପରମାନନ୍ଦ ରାଉତ, ତୁଷାରକାନ୍ତ ମହାପାତ୍ର,ସୁମନ ସପ୍ତାଧି , ବିଭୁପ୍ରସାଦ ମହାନ୍ତି, ପ୍ରଭୁତି ଦଶଜଣ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ବିଭାଗ ରେ ଏପରି ଅବସ୍ଥା ନିଜେ ମୁଖ୍ୟମନ୍ତ୍ରୀ ବେତନ ଦେବାପାଇଁ ଅନୁମତି ଦେଇଥିଲେ ମଧ୍ୟ ଏମାନେ ବଞ୍ଚିତ ହେଲେ କିପରି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ବିଭାଗ ରେ ଏପରି କାର୍ଯ୍ୟ ହେଉଥିବା। ବେଳେ ଅନ୍ୟ ବିଭାଗ ମାନଙ୍କ ରେ କ’ଣ ହେଉଥିବ। ସାଧାରଣ ଲୋକଙ୍କ ମଧ୍ୟ ରେ ଚିନ୍ତା ଉପୁଜିଲାଣି।ଯାଜପୁର,,, ମୁଖ୍ୟମନ୍ତ୍ରୀଙ୍କ କଥା ପାଣି ର ଗାଁର।।।। ସରକାରୀ କର୍ମଚାରୀ ମାନଂକୁ ଦୃର୍ଗା ପୂଜା ପୂର୍ବ ରୁ ବେତନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ନିଜସ୍ବ ହାତ ମୁଠାରେ ରଖିଥିବା ଜଳ ସମ୍ପଦ ବିଭାଗ ର କର୍ମଚାରୀ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜାରକା ଜଳ ସମ୍ପଦ ବିଭାଗ ଉପଖଣ୍ଡ ର ୧୦ ଜଣ କାର୍ଯ୍ୟ ରତ କର୍ମଚାରୀ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। ତତ୍ ମଧ୍ୟ ରୁ ଇତିଶ୍ରୀ ସାହୁ, ପରମାନନ୍ଦ ରାଉତ, ତୁଷାରକାନ୍ତ ମହାପାତ୍ର,ସୁମନ ସପ୍ତାଧି , ବିଭୁପ୍ରସାଦ ମହାନ୍ତି, ପ୍ରଭୁତି ଦଶଜଣ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ବିଭାଗ ରେ ଏପରି ଅବସ୍ଥା ନିଜେ ମୁଖ୍ୟମନ୍ତ୍ରୀ ବେତନ ଦେବାପାଇଁ ଅନୁମତି ଦେଇଥିଲେ ମଧ୍ୟ ଏମାନେ ବଞ୍ଚିତ ହେଲେ କିପରି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ବିଭାଗ ରେ ଏପରି କାର୍ଯ୍ୟ ହେଉଥିବା। ବେଳେ ଅନ୍ୟ ବିଭାଗ ମାନଙ୍କ ରେ କ’ଣ ହେଉଥିବ। ସାଧାରଣ ଲୋକଙ୍କ ମଧ୍ୟ ରେ ଚିନ୍ତା ଉପୁଜିଲାଣି।

Leave a Comment

Read More