
ଯାଜପୁର : ଯାଜପୁର ଜିଲ୍ଲା ରେ ନିଜକୁ କଢ଼ୁଆ ସାମ୍ବାଦିକ ବୋଲାଉଥିବା ବରିର ଆ ଣ୍ଠୁଆ ପରଶୁ ଛେନା ବାବୁଙ୍କ ରାସଲୀଳା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି l ଯାଜପୁର ଜିଲ୍ଳାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟଳୟରେ କେତେଜଣ ଅଧିକାରୀଙ୍କୁ ଏହି ବାବୁ ତାଙ୍କ ହାତ ମୁଠାରେ ରଖିବାକୁ ଉଦ୍ୟମ କରୁଛନ୍ତି ଓ କେତେଜଣଙ୍କୁ ଭୟବିତ କରାଇ ଚମଡ଼ା ଲୋଭ ଦେଖାଉଛନ୍ତି l ଯେଉଁ ମାନେ ତାଙ୍କ ଜାଲ ରେ ନ ପଡ଼ୁଛନ୍ତି ସେମାନଙ୍କ ନାମରେ ମିଥ୍ୟା ଖବର ଏକ ସାପ୍ତାହିକ ଖବର କାଗଜରେ ଲେଖୁଛି l ଏବଂ ସେ ସବୁଠି କହିବୁଲୁଛନ୍ତି ମୁଁ ଜଣେ ଯାଜପୁର ଜିଲ୍ଲାର ଶ୍ରେଷ୍ଠ ସାମ୍ବାଦିକ ଯାହାକୁ ପାରିବି ତାକୁ ନଚାଇବି l ମୋ କଥା ଯିଏ ନ ମାନିବା ତାଙ୍କୁ ଏଠାରେ କାମ କରାଇ ଦେବି ନାହିଁ ପ୍ରାୟ କେତେଜଣ ଅଧିକାରୀଙ୍କୁ ଟାର୍ଗେଟରେ ରଖିଛନ୍ତି l ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରି baruha ଡାକ ବଙ୍ଗଳାରେ ବୈଠକ କରି ମୋଟା ଆକାରରେ ଚାନ୍ଦା ଆଦାୟ କରୁଛନ୍ତି l ସେ ଚାନ୍ଦା ପଇସାରେ ଏବେ ଏକ ତିନି ମହଲା କୋଠା ପ୍ରାୟ ୧.୫ କୋଟି ର ଏକ ରାଜ ମହଲ ତାଙ୍କ ଗ୍ରାମରେ ବନାଇଛନ୍ତି l ତାଙ୍କର କେଳେଙ୍କରୀ କହିଲେ ନ ସରେ l ବିଭିନ୍ନ ହୋଟେଲ ରେ ଚମଡ଼ା ବେପାର ତାଙ୍କର ପ୍ରମୁଖ ବ୍ୟବସାୟ l ଯେଉ ଅଧିକାରୀଙ୍କୁ ଚମଡ଼ା ଯୋଗାଉଛନ୍ତି l ପରେ କିଛି ହେଲେ ଭୟଭୀତ କରାଇ ବିପୁଳ ପରିମାଣରେ ଟଙ୍କା ଆଦାୟ କରୁଛନ୍ତି l ପୋଲିସ ଓ ପ୍ରଶାସନ ତାଙ୍କ ପକେଟରେ ଅଛନ୍ତି ବୋଲି ଚାରିଆଡ଼େ କହି ବୁଲୁଛନ୍ତି ଓ MAL ତାଙ୍କର କିଛି ଓପାଡି ପାରିବେନି ବୋଲି କହି ବୁଲୁଛନ୍ତି l ସେ ଯେଉ ମାନଙ୍କ ଠାରୁ ଅର୍ଥ ନେଉଛନ୍ତି ତାଙ୍କୁ ଛାଡି ଅନ୍ୟ ମାନଙ୍କୁ ବଦନାମ୍ କରିବାକୁ ମିଛ ଖବରକୁ ପ୍ରସାରଣ କରୁଛନ୍ତି ଏବଂ ତାଙ୍କ ଭଣ୍ଡlମି ଜଣା ପଡ଼ିବାପରେ ନିଜକୁ ଚୋର ଭଳି ଲୁଚି ରହୁଛନ୍ତି l ତାଙ୍କର ସବୁ କେଳଙ୍କlରି ପର୍ଯ୍ୟକ୍ରମେ janaswara news ପରଦା ଫାସ କରିବ l ସେ ବିଭିନ୍ନ ଗରିବ ଲୋକଙ୍କ ଅର୍ଥ ଶୋଷଣ କରିବାରେ ମାହିର l ତାଙ୍କ ଗ୍ରାମର ଜଣେ ମୃତ ବ୍ୟକ୍ତିଙ୍କ LIC ଟଙ୍କାଙ୍କୁ ଗିଳୀ ଦେଇ ଥାନାକୁ ଟଣା ହୋଇଥିଲେ l ନିଜ ଭଉଣୀ ନାମରେ SHG ଗ୍ରୁପ କରି ପାଇଖାନା ନିର୍ମାଣ ନାମରେ ୧.୫ କୋଟି ଟଙ୍କା ଖାଇଦେଇଛି l ଆମେ ଏଠାରେ ସତର୍କ କରିବାକୁ ଚାହୂଛୁ ଯଦି କେହି ଅଧିକାରୀ ଓ ସାଧାରଣ ଲୋକ ତାଙ୍କ ସମ୍ପର୍କରେ ଆସିଛନ୍ତି ତାଙ୍କ ଠାରୁ ଦୂରେଇ ଯାଆନ୍ତୁ ନଚେତ୍ ତାଙ୍କ ପାଇଁ ଆପଣ ମାନେ ଅଯଥାରେ ବଦନାମ୍ ହେବେ l janaswara news ଖୁବ୍ ଶିଘ୍ର ଛେନା ବାବୁଙ୍କ କଳା କାରନାମା ଭିଡିଓ ମାଧ୍ୟମରେ ପ୍ରସାରଣ କରିବl









