୮ ରେ ହେବନି ଜନ ଅଭିଯୋଗ ଶୁଣାନି
କଟକ,୫/୭: ଚଳିତ ବର୍ଷ ରଥଯାତ୍ରା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝୀ ଦୁଇଦିନ ଛୁଟି ଘୋଷଣା କରିଛନ୍ତି। ତେଣୁ ୮ ତାରିଖ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାନି କୁ ସ୍ଥଗିତ ରଖାଯାଇଛି ବେଲି ସୂଚନା ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।









