Search
Close this search box.

ସରକାରୀ ଜମିରୁ ହଟିବ ଜବରଦଖଲ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସରକାରୀ ଜମିରୁ ହଟିବ ଜବରଦଖଲ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୯/୭ : ସରକାରୀ ଜମିରୁ ଏଥର ହଟିବ ଜବରଦଖଲ । ଏପରି ନିର୍ଦ୍ଦେଶ ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏପରିକି ବିକାଶମୂଳକ କାର୍ଯ୍ୟରେ ବାଧା ଆସୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସାରା ରାଜ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜବର ଦଖଲ ହଟାଯିବାକୁ କୁହାଯାଇଛି ।

Leave a Comment

Read More