Search
Close this search box.

କିଶୋର ଦ୍ବିବେଦୀ ଭୋଟ ଦେବାରୁ ବଂଚିତ।

କିଶୋର ଦ୍ବିବେଦୀ ଭୋଟ ଦେବାରୁ ବଂଚିତ ଭୁବନେଶ୍ୱର ତା ୦୧.୦୬ ; ବିଶିଷ୍ଟ ସାମ୍ବାଦିକ ଓ ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇ ଯାଇଥିବାର ଖବର ମିଳିଛି I ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ସେ ଭୋଟଦାନ କରିବାରୁ ଆଜି ବଂଚିତ ହୋଇଛନ୍ତି I ଶ୍ରୀ ଦ୍ବିବେଦୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଗ୍ରାମ ପଂଚାୟତର ଭୋଟର I ସେ ଦିଲ୍ଲୀରେ ରହୁଥିଲେ ସୁଦ୍ଧା ୨୦୧୪ ଓ ୨୦୧୯ ର ସାଧାରଣ ନିର୍ବାଚନ ସମୟରେ ଗାଁ ରେ ଆସି ଭୋଟ ଦେଇଥିଲେ I ଭୋଟର ତାଲିକାରୁ ଶ୍ରୀ ଦ୍ବିବେଦୀଙ୍କ ନାମ କଟିଥିବା ବେଳେ ତାଙ୍କର ୨୦ ବର୍ଷୀୟ ପୁଅ ନନ୍ଦନ ଦ୍ବିବେଦୀଙ୍କର ନାମ ପ୍ରଥମ ଥରର ମତଦାତା ଭାବେ ନିର୍ବାଚନୀ ସୂଚୀରେ ସାମିଲ କରାଯାଇଥିବା ଜଣାଯାଇଛି Iସେ

Leave a Comment

Read More