Search
Close this search box.

ସ୍ବାମୀ ବିବେକାନନ୍ଦ ଆବାସିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ।

ସ୍ବାମୀ ବିବେକାନନ୍ଦ ଆବାସିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ।
ବାଲିଚନ୍ଦ୍ରପୁର 05/09
ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରାଜପୂର୍ ସ୍ଥିତ ସ୍ବାମୀ ବିବେକା ନନ୍ଦ ଆବାସିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଥିଲା । ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଡ଼କ୍ଟର ସର୍ବପଲି ରାଧାକୃଷ୍ଣ ଓ ପ୍ରଭୁ ଜଗନ୍ନାଥ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୟୁଲନ ସହିତ ମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ସୋୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ପ୍ରଧ୍ୟାପକ ଯ ଚିନ୍ଦ୍ର କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଛାତ୍ର ମାନେ ଛାତ୍ର ଜୀବନ ସାରି ସାମାଜିକ ଜୀବନ ରେ ପ୍ରେବେଶ କଲା ପରେ ଶିକ୍ଷକ ମାନକୁ ସମାଲୋଚନା କରନ୍ତି?, କଣ ପାଇଁ ଆଇଏଏସ, ଓଏଏସ ରାଜନୀତିକ ଲୋକ ମାନେ ଶିକ୍ଷକ ମାନକୁ ସମାଜର ବୋଝ୍ ରୂପେ ବିବେଚନା କରନ୍ତି। ଏହା କଣ ଶିକ୍ଷକ ମାନେ ପଢ଼ାଉଥିବା ପାଠ ର ବୋଝ ନା ଛାତ୍ର ମାନଙ୍କ କୃତଜ୍ଞତା, ଆମେ ଗୁରୁ ଦିବସ ରେ ପୁରାଣ ଶାସ୍ତ୍ର ର ଗୁରୁ ଶିକ୍ଷକ ର ପରମ୍ପରା କଥା କହିବାର ସେ କଣ ଭବିଷ୍ୟତ ର ଛାତ୍ର ର ଉନ୍ନତି ହୋଇ ନାଗରିକ ପର୍ଯ୍ୟାୟ ରେ ପହଞ୍ଚିବା ପରେ କେଉ ଚୁଲିକୁ ଯାଏ। ଶିକ୍ଷକ ମାନେ ତର୍ଜମା କରିବାର ବେଳ ଉପନୀତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବ ରେ ଅଧ୍ୟକ୍ଷତା କରି ସାହାସ ପୁର ମହାବିଦ୍ୟାଲୟ ପ୍ରାକ୍ତନ୍ ପ୍ରାଧ୍ୟାପକ ଶ୍ରୀନିବାସ ମହାନ୍ତି କହିଲେ ଯେ ଭାରତୀୟ ଗୁରୁ ଭାରତୀୟ ପରମ୍ପରା ମହନୀୟତା ବୈଦି କ ଯୁଗ ରୁ ଏଯାବତ୍ ପ୍ରଚଳିତ ହୋଇ ଆସୁଅଛି, ବୌଦ୍ଧିକ ଯୁଗ ର ପରମ୍ପରା ବ୍ୟାସ ସନ୍ଦିପନି, ବସିଷ୍ଟ, ଅଷ୍ଟବକ ଆଧୁନିକ ଭାରତୀୟ ପରମ୍ପରା ରେ ମୀରା ବାଇ ଙ୍କ ଗୁରୁ ରବି ଦାସ, ଶଙ୍କରଚାର୍ଯ୍ୟ ଙ୍କ ଗୁରୁ ଗୋବିନ୍ଦ ପଦାଚର୍ଯ୍ୟ, ବିବେକନନ୍ଦ ଙ୍କ ଗୁରୁ ରାମ କୃଷ୍ଣ ଗୁରୁ ପ୍ରଭୁପାଦ ପ୍ରମୁଖ ଙ୍କ ନାମ ଉଲ୍ଲେଖ ନେଏ । ଆଜି ଦେଶ ର ମହାନ୍ ଶିକ୍ଷା ବିତ୍ ଡ ସର୍ବପଲୀ ରାଧା କୃଷ୍ଣ ସର୍ବ ଭାରତୀୟ ସ୍ତରରେ ଗୁରୁ ଦିବସ ପାଳନ କରାଯାଉଅଛି। ରାଧାକ୍ରିଷ୍ଣା ଙ୍କୁ ସମଗ୍ର ଶିକ୍ଷକ ସମାଜ ଦାୟଦ ମାନେ ସମାଜ ଗଠନ କରିବାରେ ସେମାନଙ୍କ ଉଚ୍ଚଗ୍ରିକୃତ୍ ଜୀବନ କୁ ତାଙ୍କର ଜନ୍ମ ଦିବସ କୁ ଗୁରୁ ଦିବସ ଭାବେ ରେ ସମଗ୍ର ପୁରପଲିରେ ପାଳନ କରାଯାଉଅଛି। ଏହି ଉତ୍ସବ ରେ ଆବାସିକ ଶିକ୍ଷ୍ୟା ଅନୁଷ୍ଠାନ ର ଅଧ୍ୟକ୍ଷ Er ଯୌତିପ୍ରକାଶ ସାହୁ ଯୋଗ ଦେଇ ଗୁରୁଜୀ ଓ ଗୁରୁମା ଓ ଛାତ୍ର ଛାତ୍ରୀ ମାନକୁ ଶୁଭ ଅଭିନନ୍ଦନ ଜଣାଇଥିଲେ।
ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ ସୁତାର, ଲେଲିନ କୁମାର ବଳ, ଶ୍ରିପଦ ମହାନ୍ତି, ଚିନ୍ମୟ କୁମାର ସାହୁ, ଦେବାଶିଷ ଓଝା, ଅଧ୍ୟାପିକା ପ୍ରୀତି ବିଶ୍ଵାଳ , ମଧୁସ୍ମିତା ସାହୁ,ସୁପ୍ରିୟା ଶତପଥୀ, ରଞ୍ଜିତା ବିଶ୍ଵାଳ, ସ୍ନେହଲତା ଦାସ, ଅଧ୍ୟାପକ ଚିନ୍ମୟ ଓଝା ପ୍ରମୁଖ ଗୁରୁ ଦିବସ ପାଳନ ମହନୀୟତା ବିଷୟରେ ଆଲୋଚନା କରିଥିଲେ। ସ୍ଵାଗତ ସଙ୍ଗୀତ ଗୁରୁ ବନ୍ଦନା ପ୍ରାରମ୍ଭରେ ଗାଇଥିଲେ ସୁଭାଷିନୀ ଜେନା, ଅର୍ପିତା ପରିଡ଼ା, ସନ୍ଧ୍ୟାରଣି ଦାସ, ପ୍ରଜ୍ଞାଜଳି ସାହୁ। ମଞ୍ଚ ପରିଚାଳନା ରେ ଓମ୍ ପ୍ରକାଶ ମହାରଣା , ଶୁଭମ୍ ସଂକେତ ପୃଷ୍ଟି, ମିହିର ରଂଜନ ସାହୁ, ଶୁଭେନ୍ଦୁ ଜେନା, ମମତା ସାହୁ, ମନିଷାରାଣୀ ଖୁଣ୍ଟିଆ, ମମତା ସାହୁ, ଯୋଷଦା ସାହୁ, ଧନ୍ୟବାଦ୍ ଅର୍ପଣ କରିଥିଲି ଛାତ୍ରୀ ଋତୁପର୍ଣ୍ଣା ସାହୁ।

Leave a Comment

Read More