Search
Close this search box.

ଦର୍ଶନ କରିବା ପାଇଁ ଯାଇଥିବା ମିନି ବସ ପାହାଡ଼ ତଳକୁ ଖସିପଡ଼ିଛି.

ଦର୍ଶନ କରିବା ପାଇଁ ଯାଇଥିବା ମିନି ବସ ପାହାଡ଼ ତଳକୁ ଖସିପଡ଼ିଛି.

ଭଞ୍ଜନଗର : ପାହାଡ଼ ଉପରକୁ ଯାଇଥିଲେ ଦର୍ଶନ କରିବା ପାଇଁ ହେଲେ ପାହାଡ଼ ଉପରୁ ତଳକୁ ଖସି ପଡିଲା ମିନି ବସ l ଏଥିରେ ଥିବା ୧୦ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି l ଏପରି ଏକ ଦୁର୍ଘଟଣା ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ବରୀ ପାହାଡ଼ ଘଟିଥିବା ଦେଖିବାକୁ ମିଳିଛି l
ସୂଚନାନୁସାରେ, ଆଜି ଏକ ମିନି ବସ ପାହାଡ଼ ତଳକୁ ଖସି ୧୦ ଜଣ ଲୋକ ଆହତ ହୋଇଛନ୍ତି l ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଦୁର୍ଘଟଣା ଘଟିଛି । ମିନି ବସ୍‌ ଓଲଟି ୧୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା । ସମସ୍ତ ଆହତଙ୍କୁ ପ୍ରଥମେ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ MKCG କୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି ।

Leave a Comment

Read More