ଟିକାବାଲି ସରସ୍ବତୀ ଶିଶୁମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି l
no
ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଟିଚର ଶ୍ରୀମତୀ ବୋନୋଦିନୀ ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ଜେନା ଓ AMCS ମହାବିଦ୍ୟାଳୟ ର PG ଛାତ୍ରୀ ଓ ପୂର୍ବରୁ SSM Student ସାଗରିକ ପ୍ରଧାନ ଓ ଶ୍ରୀ ପ୍ରଦୀପ କୁମାର ମାଝି ଏହି ବିଜ୍ଞାନ ମେଳା କୁ ନିରୀକ୍ଷକ ଭାବେ ସମୟ ଦେଇ ଥିଲେ l ସମୟ ଓ ସେବା ପାଇଁ ପ୍ରତି ବ୍ୟକ୍ତି ଇତିହାସ ତିଆରି କରନ୍ତି l ବିଜ୍ଞାନ ପ୍ରତି ଶିଶୁ ମାନଙ୍କ ଭିତରେ ବିଜ୍ଞାନୀ ମନୋଭାବ ପାଇଁ ଆହୁରି ପରିବେଶ ତିଆରି ହେବା ସହ କନ୍ଧମାଳ ଜିଲ୍ଲା ର ଟିକାବାଲି ସରସ୍ବତୀ ଶିଶୁମନ୍ଦିର ର ଏକ ସ୍ୱତନ୍ତ ପରିଚୟ ସୃଷ୍ଟି ପାଇଁ କାମନା କରିଛନ୍ତି l
ଏହି ଅବସରରେ SSM ପରିବାର ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦଳ ବେହେରା, ଶ୍ରୀ ମନୋରଞ୍ଜନ ପାତ୍ର, ଶ୍ରୀ ପଦ୍ମ ଚରଣ ହୋତା ଉପସ୍ଥିତ ରହିବା ସହ ଏହି ମେଳା କୁ ସାକାର କରାଇ ଥିଲେ l SSM ର ପୁରା ପରିବାର ଏହି ମେଳା ସାମିଲ ଥିଲେ l ରଞ୍ଜନ ଗୁରୁଜୀ ମେଳା ପରିଚାଳନା ସହ ପ୍ରଧାନ ଗୁରୁଜୀ ସନ୍ତୋଷ ବିଷୋୟୀ ଅତିଥି ପରିଚୟ କରାଇବା ସହ ଏହି ମେଳା ର ବିଭିନ୍ନ ବିନ୍ଦୁ କୁ ନେଇ ମତ ରଖି ଥିଲେ lଟିକାବାଲି SSM ଆଜିବି ନିଜ ଭଲ ସ୍ଥିତି ବଜାଇ ରଖିଛି ଏହି ଭଲ ସ୍ଥିତି କୁ ସହୃଦୟ ସହ ପରଖି ବାକୁ ନିବେଦନ କରାଯାଇଛି l









