Search
Close this search box.

କାରିଗଲ ବିଜୟ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା

କାରିଗଲ ବିଜୟ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା ରାଇରଙ୍ଗପୁର ଠାରେ କାରିଗଲ ଦିବସ ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରିଥିଲା l ଏହା ପରେ ଏକ ବୈଠକ ସ୍ଥାନୀୟ ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା l ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ସାରସକଣା ବିଧାୟକ ଭାଦବ ହାଁସଦାଃ, କୋରକମିଟୀ ସଦସ୍ୟ ସଂଜୀବ ମହାନ୍ତି, ମନୋଜ ଦାସ, ଶିବୁ ଅଗ୍ରୱାଲ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଆଲୋକ ରଂଜନ ମହାନ୍ତ, ବରିଷ୍ଠ ନେତା ସରୋଜ ମହାନ୍ତ, ବିଜେପି ଟାଉନ ସଭାପତି ସୁରଥ ପଟ୍ଟନାୟକ, ବିଜେପି ଯୁବମୋର୍ଚ୍ଚା ଟାଉନ ସଭାପତି ଜିତେନ୍ଦ୍ର ବାରିକ (ଲାଲା), ବିଜେପି ମୟୂରଭଂଜ ଜିଲ୍ଲା ସଭାପତି କୁପାସିନ୍ଧୁ ମହାନ୍ତ ଓ ଆଇଟି ଓ ସୋସିଆଲ ମିଡିଆ ସଂଯୋଜକ ଶଶାଙ୍କ କୁମାର ପ୍ରମୁଖ

Leave a Comment

Read More