Search
Close this search box.

ବିଜେଡି ସଭାପତି କଟକଣା ଜାରି.

ବିଜେଡି ସଭାପତି କଟକଣା ଜାରି

ଭୁବନେଶ୍ବର : ଆଜି ଏକ ବଡ଼ କଟକଣା ଜାରି କରିଛି ବିଜେଡି ଦଳ ବୋଲି ଜଣାଯାଇଛି l ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ଭୁବନେଶ୍ବର ବିଜେଡି ସଭାପତି କଟକଣା ଜାରି କରିଛନ୍ତି। ଭୁବନେଶ୍ବର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି ।ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି ବୋଲି ସୂଚନା ମିଳିଛି ।

Leave a Comment

Read More