ରାଶି ଫଳ: 06/07/2024
ମେଷ🐏: ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ। ତଳିଆ କିଛି କର୍ମଚାରୀ ଆପଣଙ୍କ ଠାରୁ କାଶିଖିବାକୁ ଚେଷ୍ଟା କରିବେ । ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବେ।
ବୃଷ🐂: ପରିବାର ଆଗରେ ମତ ରଖିବାର ପୁରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ । ମହିଳାମାନେ ଅନ୍ଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି।
ମିଥୁନ♊: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ ଘରକୁ କୌଣସି ବନ୍ଧୁ ଆସିବେ। ମାଆ ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଭୌତିକ ସୁଖ ସୁବିଧା ବଜାୟ ରହିବ।
କର୍କଟ🦂: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ ।
ସିଂହ🦁: କାମ ଲାଗି ଦୂର ସ୍ଥାନକୁ ଯାତ୍ରା କରିବେ। ଆପଣଙ୍କର ସଚଟତା ପାଇଁ କର୍ତ୍ତୃପକ୍ଷ ଦରମା ବଢ଼ାଇବେ। କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ।
କନ୍ୟା♍: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବାପାମାଅଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ।
ତୁଳା⚖️: ପ୍ରିୟ ବ୍ୟକ୍ତି ଆପଣ ସହ ମିଶିବାକୁ ଆସିବେ। ନୂଆ ମୁଁ କାମରେ ଆପଣଙ୍କ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ
ବିଛା🦀: ଜୀବନସାଥୀର ଭାବନା ବୁଝିବାକୁ ପ୍ରୟାସ କରିବେ। କାମରେ ସହକର୍ମୀଙ୍କ ପୂରା ସହଯୋଗ ପାଇବେ ଅଫିସରେ ଅନ୍ୟର ମତ ନେବାରୁ ନିବୃତ୍ତ ରହନ୍ତୁ।
ଧନୁ🏹; ଗାୟକଙ୍କୁ ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ।
ମକର🐐: ସନ୍ତାନ ଆପଣଙ୍କୁ ଗର୍ବିତ କରାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କ ସହିତ ଆବେଗିକ ଘନିଷ୍ଠତା ବଜାୟ ରଖନ୍ତୁ ।
କୁମ୍ଭ🏺: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରଛି। ରାଜନେତାଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ | ସ୍ବାସ୍ଥ୍ୟରେ ସୁଧାର ହେବ
ମୀନ🐟: ଆପଣଙ୍କର ଦୀର୍ଘ ଦିନର କାମ ପୂରା ହୋଇଯିବ । ଛାତ୍ରଛାତ୍ରୀ କୌଣସି ମହତ୍ତ୍ବପୂର୍ଣ୍ଣ ବିଷୟ ନେଇ ସଂଶୟର ରହିବେ । ଶିକ୍ଷକ ଆପଣଙ୍କର ସହାୟତା କରିବେ।









