Search
Close this search box.

ଓଡ଼ିଶାର ଗର୍ବ, ବରଗଡ଼ ଜିଲ୍ଲାର ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ.

ଓଡ଼ିଶାର ଗର୍ବ, ବରଗଡ଼ ଜିଲ୍ଲାର ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତକରି ମୁଁ ଗର୍ବିତ।

ନିଜର କଷ୍ଟ ଏବଂ ସାଧନା ବଳରେ ସେ ଆଜି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। କେବଳ ଦେଶ ନୁହେଁ ସମଗ୍ର ବିଶ୍ଵରେ କୋଟି କୋଟି ମହିଳାଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଜୀବନରେ ଆହୁରି ସଫଳତା ହାସଲ କରି ଦେଶ ପାଇଁ ସୁନାମ ଆଣନ୍ତୁ, ମୋର ଏତିକି କାମନା।

Leave a Comment

Read More