Search
Close this search box.

ମର୍ମନ୍ତୁଦ ସଡକ ଦୁର୍ଘଟଣା ୧ ମୃତ ୧ ଗୁରୁତର

: ମର୍ମନ୍ତୁଦ ସଡକ ଦୁର୍ଘଟଣା ୧ ମୃତ ୧ ଗୁରୁତର
ବାଲିଚନ୍ଦ୍ରପୁର ୩୦/୮=ଆଜି ସକାଳୁ ସକାଳୁ ପାରାଦ୍ବୀପ ଦୈତାରୀ ଜାତୀୟ ରାଜପଥ ର ନାନପୁର ବିରୁପା ନଦୀ ପୋଲ ଉପରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ବାଇକ ଦୂର୍ଘଟଣା ରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣକୁ ଚିକିତ୍ସା ପାଇଁ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଆହତ ବ୍ୟକ୍ତିଙ୍କ ଘର କୁଜଙ୍ଗ ଅଞ୍ଚଳର ବୋଲି ଅନୁସନ୍ଧାନରୁ ଜଣାପଡିଛି। ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକ ଙ୍କ ପରିଚୟ ମିଳିପାରିନାହିଁ। ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
[30/08, 08:02] Amarendra Singh Repoter: ମୃତକ ଜଣକ ନୟାଗଡ଼ ଅଞ୍ଚଳର ବ୍ରଜକିଶୋର ନାୟକ ବୋଲି ଖବର ମିଳିଛିAmarendra Singh Repoter: ବାଲିଚନ୍ଦ୍ରପୁର ରୁ ଅମରେନ୍ଦ୍ର ସିଂହ ଙ୍କ ରିପୋର୍ଟ

Leave a Comment

Read More