Search
Close this search box.

National

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଜଣଙ୍କ ମୃତ୍ୟୁ

କୋରାପୁଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ଠାରେ  ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନାନୁସାରେ , ଗତକାଲି ବିଳମ୍ବିତ ରାତିରେ ଗାଗନାପୁର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଦୁଇଟି ବାଇକ୍ ଥିବା ଯୁବକମାନେ ଛିଟିକି ତଳେ ପଡ଼ିଯାଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଜୟପୁର ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି।

Read More »

ବସ ଦୃଘଟଣାରେ ୧୨ ମୃତ୍ୟୁ

ଛତିଶଗଡ଼ : ଅକାଳରେ ଚାଲିଗଲା ୧୨ଟି ଜୀବନ l ଏକ ଦୃଘଟଣାରେ ଚାଲିଯାଚି କିଛି ଜୀବନ l ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଛନ୍ତି । ମୋରମ ଖଣିକୁ ଖସି ପଡ଼ିଥିଲା ଏକ ଯାତ୍ରିବାହୀ ବସ୍ । ଏହି ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ । ତେବେ କୌଣସି କାରଣ ବସତଃ ବସ୍‌ଟି ମୋରମ ଖଣିକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ମୃତାହତଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି ।

Read More »

ପୁଣି ପ୍ରବଳ ଗରମ

ବଲାଙ୍ଗୀର , ଆ ଜି କିଛି କିଛି ସ୍ତାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ

Read More »
ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ

Read More »
ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ସୂଚନାନୁସାରେ , ସବୁଠାରେ ବଡ ସହର ଦୁବାଇରେ ଥିବା ବୁର୍ଯ୍ ଖଲିଫାରେ ହୁ ହୁ ହୋଇ ଜଳୁଛି ନିଆଁ l ଦେଖୁ ଦେଖୁ କିଛି ସମୟ ଭୂତରେ ୩୫ ମହଲା ପଯ୍ୟନ୍ତ ବ୍ୟାପି ଯାଇଥିଲା ଏହି ନିଆଁ l ତଳୁ ଉପରକୁ ଲାଗିଥିଲା ନିଆଁ l ଦେଖୁ ଦେଖୁ ୩୫ ମହଲl ଯାଏ ଲାଗିଯାଇଥିଲା ନିଆଁ l ବୁର୍ଯ୍ ଖଲିଫା MR ବୁଲ ୱାର୍କ କମ୍ପାନୀରେ ପ୍ରଥମେ ନିଆଁ ଲାଗି ୩୫ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ବୋଲି ଦେଖିବାକୁ ମିଳିଥିଲା l ଏଥିରେ କୋଣସି ମୃତକଙ୍କ ସନ୍ଧାନ ବର୍ତମାନ ପର୍ଯନ୍ତ ମିଳିପାରି ନାହିଁ ଓ ନିଆଁ ଲାଗିବାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ l ଅଗ୍ନି ସମବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି l

Read More »
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ମୃତ

ଭୁବନେଶ୍ୱର : ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଘମା ଘଟ ଲଢ଼େଇ l ପୋଲିସ ଗୁଳିରେ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛନ୍ତି l ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ବିଜାପୁର ଜିଲ୍ଲା ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଗୋଟିଏ LMG, ଗୋଟିଏ AK-47 ବନ୍ଧୁକ ସହିତ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିବା ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିବା ସୂଚନାମିଳିଛି।

Read More »
ଆଜିର ରାଶିଫଳ

ଆଜିର ରାଶି ଫଳ

କର୍କଟ
ପୁନର୍ବସୁ – ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କର କଥା ଓ କାର‌୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେକରିବେ ।
ପୁଷ୍ୟା – ସାମାଜିକ କାର‌୍ୟ୍ୟରେ ଅଂଶଗ୍ରହଣ କରିବେ । ଅନେକ ଗୁଡିଏ କାମ ଅଟକି ଯାଇଥିବାରୁ ଅନ୍ୟମନସ୍କ ରହିବେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ ।
ଅଶ୍ଳେଷା – ଆମଦାନୀ ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ ।
ପ୍ରତିକାର – ମା ଭୁବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨

Read More »
ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ , ୨ ମୃତ ୧୫ ଆହତ

ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ , ୨ ମୃତ ୧୫ ଆହତ |

ଗଞ୍ଜାମ : ସୂଚନାନୁସାରେ , ଦୃଘଟଣା ଗ୍ରସ୍ତ ହେଲା ପିକଅପ୍ ଭ୍ୟାନ୍ l ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୃଘଟଣା ଗ୍ରସ୍ତ ହୋଇଛି l ଏଥିରେ ୨ ଜଣଙ୍କର ଜୀବନ ଚାଲି ଯାଇଛି l୧୫ ଜଣ ଗୁରୁତର ଆହତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସେହିପରି ସଙ୍କଟାପନ୍ନ ଅବସ୍ଥାରେ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ୨ଟି ପିକପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ହିଞ୍ଜିଳୀ ଥାନା ଅନ୍ତର୍ଗତ ସାରୁ ନିକଟରେ ଦୁର୍ଘଟଘା ଘଟିଥିଲା । ଯାହାଫଳରେ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି ବୋଲି ସୂଚନାମିଳିଛି ।

Read More »

ମହିଳାଙ୍କୁ ହତ୍ୟା କରି ଆଲମିରାରେ ଶବ ରଖି ଫେରାର୍ ହେଲା ଦୃବୁକ୍ତ |

ନୂଆଦିଲ୍ଲୀ : ମୋତେ ଛାଡିଦିଅ ନହେଲେ ମୁ ମରିଯିବି l ତୋତେ ଜୀବନ ରୁ ମାରିଦେବି ହେଲେ ଜମା ଛାଇବିନି ଏପରି କହି ଜୀବନ ରୁ ମାରିଦେଲା ଦୃବୁକ୍ତ l ଏପରି ଘଟଣା ଘଟିଛି ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ବୋଲି ସୂଚନାରୁ ଜଣାପଡିଛି l
ସୂଚନାନୁସାରେ , ପ୍ରଥମେ ହତ୍ୟା ପରେ ଶବକୁ ଲୁଚାଇବାକୁ ଘର ଆଲମିରାରେ ବନ୍ଦ କରି ଫେରାର୍ ହେଲା ଲିଭ ଇନ ପାର୍ଟନର l ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ବାରକା ଅଞ୍ଚଳର ଏକ ଫ୍ଲାଟରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ହତ୍ୟା କରାଯାଇଛି। ମହିଳାଙ୍କ ଲିଭ ଇନ ପାର୍ଟନର ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମର ଶରୀରକୁ ଆଲମିରାରେ ରଖି ଫେରାର୍ ମାରିଛନ୍ତି। ମହିଳାଙ୍କ ବାପା ତାଙ୍କ ସହ କିଛି ଦିନ ଯୋଗାଯୋଗ ନକରିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏହାପରେ ଏହି ମାମଲାରେ ଖୋଳତାଡ଼ କରିବାପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୋଲିସ ବୁଧବାର ରାତି ୧୦.୪୦ ସମୟରେ ଏକ ଫୋନ କଲ୍ ପାଇଥିଲା କଲ କରିଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହାପରେ ଅପରାଧ ସ୍ଥଳକୁ ଏକ ଟିମ୍ ପଠାଗଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାପରେ ଫ୍ଲାଟର ଏକ ରୁମରେ ଥିବା ଏକ ଆଲମିରାରୁ ମହିଳାଙ୍କ ମର ଶରୀର ବାହାରିଲା। ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ତାଙ୍କ ଲିଭ ଇନ ପାର୍ଟନର ବିପଲ ଟେଲର ହତ୍ୟା କରିଛି। ସେ ଗୁଜରାଟର ସୁରାଟ ବାସିନ୍ଦା। ତାଙ୍କ ଝିଅ ମାସେ କିମ୍ବା ଦେଢ଼ ମାସ ହେବ ଏହି ଟେଲର ସହ ଉକ୍ତ ଫ୍ଲାଟରେ ରହୁଥିଲା ବୋଲି ସେ କହିଛନ୍ତି। ଶେଷ କଲ୍ରେ ମହିଳା ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କୁ ହତ୍ୟା କରାଯାଇପାରେ ବୋଲି ବି ସେ ତାଙ୍କ ବାପାଙ୍କୁ କହିଥିଲେ। ମହିଳାଙ୍କ ଲିଭ ଇନ ପାର୍ଟନରଙ୍କ ବିରୋଧରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଉକ୍ତ ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତକୁ ଖୋଜୁଛି ବୋଲି ସୂଚନା ମିଳିଛି ।

Read More »

ବିଜେପିରୁ ଇସ୍ତଫା ଦେଲେ ରବି ନାରାୟଣ ପାଣି

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି। ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରବି ନାରାୟଣ ପାଣି ଲେକିଛନ୍ତି, ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା ପାଇଁ ଯେକୌଣସି ବ୍ୟକ୍ତିକୁ ଆଣି ଦଳରେ ସାମିଲ କରାଯାଉଛି। ଆମ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ ପଦ ପଦବୀ ଦିଆଯାଉଛି। ଆମେ କେବଳ ମୁକ ହୋଇ ବସି ରହୁୁଛୁ। ତେଣୁ ତୁରନ୍ତ ଦଳରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ରବି ପାଣି l ୧୯୮୯ ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି ବୋଲି ସୂଚନା ମିଳିଛି ।

Read More »
ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି l

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି l

ଭୁବନେଶ୍ୱର :ସୂଚନାନୁସାରେ , ପ୍ରତେକ ଦିନ ବିଭିନ୍ନ ଦଳରୁ ବହୁ ନେତା ମାନେ ଇସ୍ତଫା ଦେଉଥିବାବେଳେ ଆଜି ବରିଷ୍ଠ ନେତା ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି l ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ। ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ। ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ। ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ। ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ।୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି। ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।

Read More »
ଆଜିର ରାଶିଫଳ

ଆଜିର ରାଶି ଫଳ

ମେଷ ଅଶ୍ୱନୀ – ଆପଣଙ୍କ ମନରେ ଏଭଳି ବିଚାର ଆସିବ ଯାହା ଦ୍ୱାରା ପ୍ରଗତିର ବାଟ ଖୋଲିବ । ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ

Read More »

ନୂଆ ଢଙ୍ଗରେ ଭୋଟ ପ୍ରଚାର କଲେ ପ୍ରାର୍ଥୀ

ସୂଚନାନୁସାରେ : ସୋସିଆଲ ମିଡ଼ିଆରେ ଏକ ଭୀତ ପ୍ରଚାର ଭିଡିଓ ଭାଇରାଲ ହେବାରେ ଲାଗିଛି l ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ lରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଏକ ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି ମାରିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତିବୋଲି ଦେଖିବାକୁ ମିଳୁଛି।

Read More »

ତତଲା କଢ଼େଇରେ ଭାଜି ହେଉଛି ଓଡିଶା

ସୂଚନାନୁସାରେ : ତତଲା କଢ଼େଇରେ ଭାଜି ହେଉଛି ଓଡିଶା l ଗ୍ରାମରୁ ମିଳିନି ତ୍ରାହି l କିନ୍ତୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର। ଯାହାକୁ ନଜରରେ ରଖି ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ହେଲେ ୭ ରୁ ବଦଳିବ ପାଗ। ପଶ୍ଚିମଝଡ଼ ପ୍ରଭାବିତ କରିବ କରିବ ସାରା ରାଜ୍ୟକୁ। ୭ ଓ ୮ ତାରିଖରେ କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ୱସ୍ତି। ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଉଷ୍ମ ଓ ଆଦ୍ର ସ୍ଥିତି ଆହୁରି ୩ ଦିନ ଲାଗି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି କେନ୍ଦୁଝର,ଅନୁଗୁଳ, ବୌଦ୍ଧ,ନୟାଗଡ଼, ବଲାଙ୍ଗୀରରେ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ୍, କଂଧମାଳ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ୬ ତାରିଖରେ ୬ ଜିଲ୍ଲାକୁ ହିଟ୍ ୱେବ୍ ନେଇ ଆଲର୍ଟ ଜାରି ହୋଇଛି । ସେପଟେ ୪୨ ଡିଗ୍ରୀ ଛୁଇଁଲା ୨ ସହରର ତାପମାତ୍ରା । ଗତକାଲି ମାଲକାନଗିରି ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୪୦ ଡିଗ୍ରୀ ଟପିଛି ୧୧ ସହରର ତାପମାତ୍ରା । ବଲାଙ୍ଗିର ଓ ଅନୁଗୁଳ ୪୧.୭ ଡିଗ୍ରୀ, ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ ଓ ଭବାନୀପାଟଣା ୪୧ ଡିଗ୍ରୀ, ନୂଆପଡ଼ା ୪୦.୪, ରାଉରକେଲା ୪୦.୨ ଡିଗ୍ରୀ, ସୁନ୍ଦରଗଡ଼ ୪୦.୧, ତାଳଚେର ୪୦ ଡିଗ୍ରୀ ତାପମାତ୍ରା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Read More »

ପ୍ରବଳ ଗରମ ସହ ଗୁଳୁଗୁଳି

ବର୍ଷାର ଦେଖାନାହିଁ ହେଲେ ପ୍ରବଳ ଗରମ l ସୂଚନାନୁସାରେ , ଗରମରେ ସିଝୁଛି ସାରା ଓଡିଶା l ଖରାରୁ ମିଳୁ ନାହିଁ ତ୍ରାହି l ଗରମ ସହ ପ୍ରବଳ ଗୁଳୁଗୁଳି ସମ୍ଭାବନା l ଆସନ୍ତା

Read More »

ସୁନା ଦର ବୃଦ୍ଧିରେ ଲାଗିଲା କଟକଣା #gold#rate#price

ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ପୁଣି ବଢିଲା ସୁନା

Read More »

ଜ୍ୱର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ

ଭଦ୍ରକ : ମୋତେ ଜ୍ୱରହେଲେ ମୋତେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଛନ୍ତି ନର୍ଶ ମାଡାମ l କାହିଁକି ଏଭଳି କାମ କରିଲେ ନର୍ସ l ଏଭଳି ଘଟଣା ଘଟିଛି ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ

Read More »

ଫ୍ଲେକ୍ସିଟାରିଆନ୍‌ ଡାଏଟ୍‌ର ଆବଶ୍ୟକତା ଓ ଉପକାରିତା

ଦୁଇଟି ଶବ୍ଦକୁ ନେଇ ତିଆରି ହୋଇଛି l ଗୋଟିଏ ଫ୍ଲେକ୍ସିବୁଲ୍‌ ଓ ଅନ୍ୟଟି ଭେଜିଟେରିଆନ୍‌ । ଡାଏଟ୍‌ରେ ରହିଛି ବହୁତ ଉପକାରିତା l ଏଥିରେ ଶରୀର ପାଇଁ ମଧ୍ୟ ଲାଭ ଦାୟକ ଉପକାରିତା ରହିଛି

Read More »

ତାପମାତ୍ରା ବୃଦ୍ଧିକୁ ନେଇ ସକାଳୁଆ ପାଠ ପଢା ପାଇଁ ନିର୍ଦେଶ ଦେଲେ ସରକାର

କଟକ : ପିଲାଙ୍କ ପାଇଁ ଖୁସି ଖବର। ଆସନ୍ତା କଲି ଠାରୁ ସକାଳୁଆ ରହିବ ସ୍କୁଲ l ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସକାଳୁଆ ସ୍କୁଲ

Read More »

ଆମେ ସମସ୍ତେ ନୂତନ ସଂସଦ ଭବନରେ ବିକଶିତ ଭାରତର ସଂକଳ୍ପକୁ ଦୋହରାଇବା |

Read More »

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା |

Read More »

ନୂଆ ସଂସଦ ଭବନରେ ଆଭାସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ, ନିର୍ବାଚନକୁ ବାକି ଅଛି ବହୁତ ସମୟ |

Read More »

ଦିଲ୍ଲୀର ଆରଏମଏଲ ହସ୍ପିଟାଲ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର OPD ଆରମ୍ଭ କରିଛି |

Read More »

ବିଶିଷ୍ଟ ଲେଖକ ତଥା ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର 80 ବର୍ଷ ବୟସରେ ଦେହାନ୍ତ ହୋଇଛି |

Read More »

ହାଇଦ୍ରାବାଦ ମୁକ୍ତି ଦିବସ ଉତ୍ସବରେ ଅଂଶଗ୍ରହଣ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା |

Read More »

ଉତ୍ତରପ୍ରଦେଶର ବରେଲିରେ ମିରଗଞ୍ଜ ଏସଡିଏମ ଅଭିଯୋଗକାରୀଙ୍କୁ କୁକୁଡ଼ା ପରି ଆଣ୍ଠୁମାଡି ନିର୍ଦ୍ଦେଶ ଦେଇ ବିବାଦ ସୃଷ୍ଟି କରିଛି |

Read More »

କାନ୍ଦୁଛି,ନିବେଦନ କରୁଛି ମାଆ!ଜଣେ ବୃଦ୍ଧ ଆଦିବାସୀ ଆମ୍ମାଙ୍କୁ ରାସ୍ତାରେ ଟଣା ଟାଣି କରାଯାଇଥିଲା |

Read More »

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଦ୍ୱାରକା ଠାରେ ଦେଶ ପାଇଁ ଉତ୍ସର୍ଗ କରିବେ ଏସିଆର ସବୁଠୁ ବଡ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର |

Read More »

ମୁମ୍ବାଇର ପରିଚୟ ବୋଲି ବିବେଚନା କରାଯାଉଥିବା ପୁରୁଣା ଡବଲ୍-ଡେକର୍ ବେଷ୍ଟ ବସ୍ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି।

Read More »

ଇଂଜିନିୟର୍ସ ଡେ ରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟର୍ ମାନଙ୍କୁ ଶୁଭେଚ୍ଛା |

Read More »

କୋରାପୁଟର ରାଇମତି ଘିଉରିଆ ମାଣ୍ଡିଆ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ |

Read More »

କେରଳରେ ହେଉଥିବା ମୃତ୍ୟୁ ପଛରେ ନିପାହ ଭାଇରସ୍, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ |

Read More »

ପୁଣି ଥରେ ଆପତିଜନକ ବୟାନ ଦେଇ ବିବାଦରେ ଉଦୟନିିଧି ଷ୍ଟାଲିନ: କହିଲେ ବିଜେପି ହେଉଛି ବିଷଧର ସାପ, ଏଆଇଏଡିଏମକେ ଅଳିଆ ଗଦା |

Read More »

ସାମନାକୁ ଆସିଲା ସୂର୍ଯ୍ୟମନ୍ଦିରର ଜରାଜୀର୍ଣ୍ଣ ସ୍ଥିତି । ଫାଟିଗଲାଣି କୋଣାର୍କ ଚକ୍ର । ନଷ୍ଟ ହେବାକୁ ବସିଛି ସୂକ୍ଷ୍ମ କାରୁକାର୍ଯ୍ୟ ।

Read More »

କେବଳ ପୃଥିବୀରେ ନୁହେଁ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୁତ ହୁଏ ଭୂମିକମ୍ପ: ତାପମାତ୍ରା ଅସମାନତା କାରଣରୁ ରୀତିମତ କମ୍ପନରେ ଥରେ ଜହ୍ନ |

Read More »

ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ : ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା |

Read More »

ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ ,୬୧ ତମ ଜନ୍ମତିଥିରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ |

Read More »

ଏହି ତିନିଜଣ ଲୋକ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାଇପାରିବେ |

Read More »

ଚୀନକୁ ଭାରତର ବଡ ବାର୍ତ୍ତା । ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନ କ୍ଷେତ୍ର |

Read More »

ବିଶ୍ୱ ଦେଖିବ ଭାରତର ନେତୃତ୍ୱ : କିଛି ସମୟ ପରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨୦ ସମ୍ମିଳନୀ; ଯୋଗଦେବା ପାଇଁ ଦିଲ୍ଲୀରେ ବିଶ୍ୱ ନେତା |

Read More »

ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ : ଭାରତ ମଣ୍ଡପମର ସ୍ୱାଗତସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର; ବିଦେଶୀ ଅତିଥିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ |

Read More »

ଉପ-ନିର୍ବାଚନରେ ପଛରେ ପଡିଲା ବିଜେପି : ୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ଇଣ୍ଡିଆ ମେଣ୍ଟ ବିଜୟୀ |

Read More »

ଜି-୨୦ ସମ୍ମିଳନୀକୁ ଘାରିଲା କୋଭିଡ୍ ଭୟ । ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ପରେ, ସ୍ପେନ୍ ରାଷ୍ଟ୍ରପତି ମଧ୍ୟ କୋଭିଡ୍ ପଜିଟିଭ୍ ।

Read More »

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ |

Read More »

ସହିଦ ନନ୍ଦୁରାମ ସୋରେନଙ୍କ ଜନ୍ମମାଟି ବାଙ୍ଗାଲୋର ସହିଦ ସ୍ମାରକୀକୁ ହସ୍ତାନ୍ତର |

Read More »

ସାଲଖାନ୍ ମୁର୍ମୁଙ୍କ ମନ୍ତବ୍ୟକୁ ନିନ୍ଦା, ଏବଂ କୁଡୁମି ସେନା ପକ୍ଷରୁ ବିରାଧ ଥାନାରେ ଏତଲା |

Read More »

ଓଡ଼ିଶା ଆନ୍ତ ରାଜ୍ୟ ତଥା ଆନ୍ତର୍ଜାତୀୟ ବିମାନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି |

Read More »

ମଣିପୁର ରାଜ୍ୟରେ ଅଧିକ ସଂଘର୍ଷ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସଦସ୍ୟଙ୍କ ବିରୋଧରେ ରାଜ୍ୟ ସରକାର ଏଫଆଇଆର ଦାଖଲ |

Read More »

କେତେ ଟଙ୍କା ଦରମା ପାଇଥାନ୍ତି ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର ଚେୟାରମ୍ୟାନ ?

Read More »

ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ଅଡ଼ୁଆରେ ଏମ.କେ ଷ୍ଟାଲିନଙ୍କ ପୁଅ : ଦିଲ୍ଲୀରେ ମାମଲା ରୁଜୁ |

Read More »

ଦିଲ୍ଲୀ ହାଇକୋର୍ଟଙ୍କ ରାୟ :ଯୌତୁକ ନିର୍ଯ୍ୟାତନା ନାଁରେ ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା; ଏଭଳି ଭୁଲର କ୍ଷମା ନାହିଁ |

Read More »

ମହାରାଷ୍ଟ୍ରର ଜଲନାରେ ମରାଠା ସଂରକ୍ଷଣ ଦାବିରେ ପୋଲିସ ଏବଂ ବିରୋଧକାରୀଙ୍କ ମଧ୍ୟରେ ସଂଘର୍ଷ ।

Read More »

ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କୁହନ୍ତି ; ରୁଷ,ଭାରତ ଏବଂ ଚୀନ୍ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରଣାଳୀ ଅଛି |

Read More »

ପଶ୍ଚିମବଙ୍ଗ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ଏକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି ।

Read More »

ଜି -20 ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ପୋଲିସର ଦ୍ୱିତୀୟ ବ୍ୟାଚ୍ ଟ୍ରେନିଂ |

Read More »

ISRO ବଜ୍ଞାନିକମାନଙ୍କର ଏକ ଟିମ୍ ତିରୁମାଲା ଶ୍ରୀ ଭେଙ୍କଟେଶ୍ ର ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ |

Read More »

ରାୟପୁର ର ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |

Read More »

ଆଇସିଏମ୍ଆର୍ ଏହାର ଆଇ-ଡ୍ରୋନ୍ ଦ୍ୱାରା ରକ୍ତ ବ୍ୟାଗ୍ ବିତରଣର ସଫଳ ପରୀକ୍ଷଣ କରିଛି।

Read More »

ସିକ୍କିମ୍ ଫାଉଣ୍ଡେସନ୍ ଡେ | ସିକ୍କିମ୍ ଏହାର 48 ତମ ଫାଉଣ୍ଡେସନ୍ ଡେ ପାଳନ କରୁଛି |

Read More »

ଶ୍ରୀ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି ।

Read More »

ଭାରତୀୟ ଦ୍ୱିପାକ୍ଷିକ ଗ୍ରୀସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ଜଣାଇଛନ୍ତି।

Read More »

ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

Read More »

ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ଭୁବନେଶ୍ବର ମହାନଗର ନିଗମ, ୪୧୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ |

Read More »

ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ, ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ |

Read More »

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା |

Read More »

ମାନ୍ୟବର ମୁଖ୍ୟମନ୍ତ୍ରୀ ଚନ୍ଦ୍ରୟାନ-3 ରେ ଜଡିତ ସମସ୍ତ ବୈଜ୍ଞାନିକ ଏବଂ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

Read More »

ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ -3 ର ସଫଳ ଅବତରଣ , ISRO ସମେତ ସମସ୍ତ ଦେଶବାସୀ ଗର୍ବରେ ପରିପୂର୍ଣ୍ଣ |

Read More »

ଏଣିକି ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସିମ କାର୍ଡ଼ ଡ଼ିଲରଙ୍କ ଉପରେ ପୁଲିସର ରହିବ କଡ଼ା ନଜର |

Read More »

ଆମେରିକାର ଟାଇମ୍ସ ସ୍କେ୍ୱାୟରର ଶୋଭା ବଢ଼ାଉଛି କୋଣାର୍କ ଚକର ପ୍ରତିକୃତି: ଅନାବରଣ କରିଛନ୍ତି ସେଲିବ୍ରିଟି ସେଫ ବିକାଶ ଖନ୍ନା |

Read More »

ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ ଅର୍ଥମନ୍ତ୍ରୀ । ସଂଗ୍ରହ କଲେ ସହିଦଙ୍କ ଗାଁର ମାଟି ।

Read More »

5T କାର୍ଯ୍ୟକ୍ରମରେ ସାମିଲ ହେଲା ମେଟ୍ରୋ ରେଳ ପ୍ରକଳ୍ପ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୨୦ଟି ସ୍ଥାନରେ ହେବ ଷ୍ଟେସନ |

Read More »

ନବୀନଙ୍କ ଯୋଜନା ଦେଶର ମଡେଲ, ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଢାଞ୍ଚାରେ ବିଶ୍ବକର୍ମା |

Read More »

ଦେଶରେ ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍: ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ |

Read More »

ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ ନେଇ ସ୍ୱତନ୍ତ୍ର ଲେଖା ପ୍ରକାଶିତ |

Read More »

ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ ।

Read More »
Verified by MonsterInsights