ଛତିଶଗଡ଼ : ଅକାଳରେ ଚାଲିଗଲା ୧୨ଟି ଜୀବନ l ଏକ ଦୃଘଟଣାରେ ଚାଲିଯାଚି କିଛି ଜୀବନ l ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଛନ୍ତି । ମୋରମ ଖଣିକୁ ଖସି ପଡ଼ିଥିଲା ଏକ ଯାତ୍ରିବାହୀ ବସ୍ । ଏହି ବସ୍ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ । ତେବେ କୌଣସି କାରଣ ବସତଃ ବସ୍ଟି ମୋରମ ଖଣିକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ମୃତାହତଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବୋଲି ସୂଚନା

ମିଳିଛି ।









