Search
Close this search box.

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ସୂଚନାନୁସାରେ , ସବୁଠାରେ ବଡ ସହର ଦୁବାଇରେ ଥିବା ବୁର୍ଯ୍ ଖଲିଫାରେ ହୁ ହୁ ହୋଇ ଜଳୁଛି ନିଆଁ l ଦେଖୁ ଦେଖୁ କିଛି ସମୟ ଭୂତରେ ୩୫ ମହଲା ପଯ୍ୟନ୍ତ ବ୍ୟାପି ଯାଇଥିଲା ଏହି ନିଆଁ l ତଳୁ ଉପରକୁ ଲାଗିଥିଲା ନିଆଁ l ଦେଖୁ ଦେଖୁ ୩୫ ମହଲl ଯାଏ ଲାଗିଯାଇଥିଲା ନିଆଁ l ବୁର୍ଯ୍ ଖଲିଫା MR ବୁଲ ୱାର୍କ କମ୍ପାନୀରେ ପ୍ରଥମେ

ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା
ହୁ ହୁ ହୋଇ ଜଳୁଛି ବୁର୍ଯ୍ ଖଲିଫା

ନିଆଁ ଲାଗି ୩୫ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ବୋଲି ଦେଖିବାକୁ ମିଳିଥିଲା l ଏଥିରେ କୋଣସି ମୃତକଙ୍କ ସନ୍ଧାନ ବର୍ତମାନ ପର୍ଯନ୍ତ ମିଳିପାରି ନାହିଁ ଓ ନିଆଁ ଲାଗିବାର କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ l ଅଗ୍ନି ସମବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି l

Leave a Comment

Read More