Search
Close this search box.

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ

ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ
ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ
ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ
ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ
ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ

ଭୁବନେଶ୍ୱର : ଵ୍ରଜ଼ୀ ତଳକୁ ଭାରସ୍ୟାମ ହରାଇ ଖସିପଡିଲା ମୋ ବସ l ଭାରସାମ୍ୟ ହରାଇ ରାସ୍ତାକଡ଼ ନଳକୁ ଖସିଲା ମୋ ବସ I ଏଥିରେ ୨୦ ଜଣ ଆହତ ହୋଇଛନ୍ତି ବୋଲି ଜଣାପଡିଛି I ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବାବେଳେ ପିତାପଲ୍ଲୀ ଛକରେ ଏହି ଦୁର୍ଘଟଣା ଘଟିଛି I ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ସୂଚନାମିଳିଛି।

Leave a Comment

Read More