Search
Close this search box.

ବିଏମ୍‌ସିରେ ୱାକି-ଟକିର ବ୍ୟବହାର

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଭୁବନେଶ୍ୱର : ବିଏମ୍‌ସିରେ ୱାକି-ଟକିର ବ୍ୟବହାର ଆରମ୍ଭ ହୋଇଛି। ପରିମଳ ବ୍ୟବସ୍ଥାରେ ଥିବା ଶତାଧିକ କର୍ମଚାରୀଙ୍କ ସମେତ ମେୟର, କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏକ ସ୍ବତନ୍ତ୍ର ବୈଠକରେ ୧୫୦ ୱାକି-ଟକି ବଣ୍ଟା ଯାଇଛି। ଆଗକୁ ପ୍ରତ୍ୟେକ ୱାର୍ଡ ଅଫିସରଙ୍କୁ ଏହି ୱାକି-ଟକି ନେଟ୍‌ୱର୍କ ସହ ସଂଯୋଗ କରିବାକୁ ଯୋଜନା ରହିଛି। ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ବୈଠକରେ ୱାକି-ଟକି ବାଣ୍ଟିଛନ୍ତି।

Delivery Boy Official Poster Teaser | Odia New Upcoming Movie | Sailendra  Samantray,Ashwini Tripathi - YouTube

ଡିସେମ୍ବରରେ ହୋଇଥିବା ଟେଣ୍ଡର ଜରିଆରେ ଏହି ଉପକରଣ ଆର୍ଯ୍ୟା ଓମିଟକ୍‌ ୱୟା‌ର୍‌ଲେସ୍‌ ଠାରୁ କିଣାଯାଇଛି। ଏଥିରେ ଲୋକେସନ ଟ୍ରାକିଂ ରହିଛି। କର୍ମଚାରୀ ଏଥର ଘରେ ରହି ଫିଲ୍ଡରେ ଥିବା ମିଛ କହିପାରିବେ ନାହିଁ। ପୂର୍ବରୁ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ ଅଧିକାରୀଙ୍କ ନିର୍ଦ୍ଦେଶ ଫଳବତୀ ହୋଇନଥିଲା। କିନ୍ତୁ ଏଥର ଆଉ ଖସି ପାରିବେ ନାହିଁ। ଗୋଟିକୁ ୨୨ହଜାର ହିସାବରେ ଦେଢ଼ଶହ ମେସିନ୍‌ ବାବଦରେ ୩୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି।

ଡେଲିଭରି ବୟ | Delivery Boy | Official Trailer | Odia Movie | Sailendra |  Priyambada | Buddhaditya - YouTube

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More