ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ଓଡ଼ିଶା ସମେତ ଦେଶର କରୋନା ସଂକ୍ରମଣ ବଢୁଛି , ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ପାସ ହେବା ସହ ଆବଶ୍ୟକ ସଂଖ୍ୟକ ସଜ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨ , ରାଜ୍ୟରେ ଏବେ ୯୨ ଜଣ ହୋଇଛନ୍ତି ହେଲେ ଗତ ୩ ରୁ ୪ ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ରେ ବୃଦ୍ଧି ନଜରକୁ ଆସିଛି , ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏସସିଵି, ଏମ୍ କେ ସି ଜି, ଭିମ ସାଇ ଓ କୋରାପୁଟ ମେଡିକାଲ କଲେଜ ରେ ଅତି କମରେ ୨୦ ସଜ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିରେ ଦୁଇଟି ଆୟି ସି ୟୁ ସଜ୍ୟା ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି , ସେହିପରି ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୧୦ଟି ସଜ୍ୟା ସହିତ ଆବଶ୍ୟକ ସ୍ଥଳେ ସଜ୍ୟା ସଂଖ୍ୟା ଯେଭଳି ବୃଦ୍ଧି ହେଇପାରିବ ଏଭଳି ବ୍ୟବସ୍ଥା ରହିବା ଜରୁରୀ ।

ସେହିପରି ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ୬ଟି ସଜ୍ୟା ରହିଅଛି ଓ ସମସ୍ତ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକ ଅକ୍ସିଜେନ କନଏକ୍ସନ ସିଲିଣ୍ଡର ଓ ଏ ଏଲ ଏମଓ ଓ ପିଏସଓ ପ୍ରସ୍ତୁତ ରଖାଯାଉ । ଆସନ୍ତା ୧୦ ଓ ୧୧ ତାରିଖ ରୁ ସବୁ ହସ୍ପିଟାଲ ରେ କୋଭିଡ ନେଇ ମକଡ୍ରିଲ କରାଯିବ। ଏହି ଦୃଷ୍ଟିରୁ ହସ୍ପିଟାଲ ରେ ଆବଶ୍ୟକ ଔଷଧ, ସଜ୍ୟା , ମେଡିକାଲ ଯନ୍ତ୍ରପାତି ଟିକା କରଣ ପ୍ରସ୍ତୁତି ରଖିବାକୁ ହେବ ॥

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









