କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା “ମୋଦୀ ସାଙ୍ଗିଆ ” ଟିପ୍ପଣୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡା ଦେଶ ଓ ପରେ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବା ଘଟଣା ଲୋକସଭା ସଚିବାଳୟରୁ ଜଣାପଡ଼ିଛି ,

ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଏହି ଘଟଣାକୁ ଜବାବ ଦେବାକୁ ଯାଇ ଟ୍ୱିଟ କରିଛନ୍ତି ” ମୁଁ ଭାରତର ଆଜାଦ ପାଇଁ ଲଢୁଛି , ମୁଁ କିଛି ବି ସହିବାକୁ ରାଜି ଅଛି “
ଲୋକସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟ ରଦ୍ଦ ନେଇ ଏହାର ପ୍ରଭାବ ରାଜ୍ୟ ବିଧାନ ସଭାରେ ପକେଇଛି , କଂଗ୍ରେସ କହିଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଟାର୍ଗେଟ କରିଥିଵା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହେଉଅଛି ଆଉ ମଧ୍ୟ କଂଗ୍ରେସ କହିଛି ଆମେ ଉଭୟ ଆଇନ ଗତ ଓ ରାଜନୈତିକ ଭାବେ ଏହି ଯୁଦ୍ଧ ଲଢ଼ିବୁ ॥










