ସିରିଆ ଉଗ୍ରଵାଦୀମାନଙ୍କ ଡ୍ରୋନ ଆକ୍ରମଣରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଓ ୫ ଜଣ ଆମେରିକୀୟ ସୈନିକ ଆହାତ ହେବା ଯୋଗୁ, ଗୁରୁବାର ଦିନ ଆମେରିକା ସେନା ସିରିଆରେ ଏକାଧିକ ସ୍ଥାନରେ ଥିବା ଉଗ୍ରଵାଦୀମାନଙ୍କ ଉପରେ ବିମାନ ଆକ୍ରମଣ କରିଛନ୍ତି ।

ଆମେରିକା ଉପରେ ହୋଇଥିବା ଆକ୍ରମଣ ର ପ୍ରତିଶୋଧ ସଂପର୍କରେ “ପେଣ୍ଟାଗନ୍” ଘୋଷଣା କରିଥିଲେ ଗୁରୁବାର ଅପରାହ୍ନ ପ୍ରାୟ ୧:୩୮ ସମୟରେ ଉତ୍ତର ପୂର୍ବ ସାରିଆ ଅନ୍ତର୍ଗତ ହାସାକା ନିକଟରେ ଥିବା “କୋଆଲିସନ ଵେସ ” ଆମେରିକାରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲେ । ଇତି ମଧ୍ୟରୁ ଆମେରିକାର ଲଡ୍ ଅଷ୍ଟିଇନ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ଵାଇଡେନ ଙ୍କ ନିର୍ଦେଶ କ୍ରମେ ଆମେରିକା ସାରିଆ ଉପରେ ବିମାନ ଆକ୍ରମଣ କରିଛି ।









