Search
Close this search box.

ଛତିଆରେ ଦୁଇ ବାଇକ୍ ମୁହଁମୁହିଁରେ ତିନିଜଣ ଗୁରୁତର

ଛତିଆରେ ଦୁଇ ବାଇକ୍ ମୁହଁମୁହିଁରେ ତିନିଜଣ ଗୁରୁତର
ବଡଚଣା ( ମହାଭାରତ) ଯାଜପୁର ଜିଲ୍ଲାର ୧୬ନମ୍ୱର୍ ଜାତୀୟ ରାଜପଥ ଛତିଆ ଅମରାବତୀ ମଠ ସମ୍ମୁଖରେ ଆଜି ଦୃତ ଗତିରେ ଦୁଇ ବାଇକ୍ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତିନିଜଣ ଗୁରୁତର ଭାବରେ ଆହତ ହୋଥିଲେ। ଗୋଟେ ବାଇକ ବଜାଜ ପଲ୍ସର ଓ ଅନ୍ୟଟି ଟିଭିଏସ ରାଇଡର ଆହତ ତିନିଜଣ ଯୁବକ ଙ୍କୁ କଟକ ବଡ଼ ମେଡ଼ିକାଲ ଏନ୍.ଏଚଇ ଆମ୍ବୁଲାନ୍ସରେ ପଠାଯାଇଛି।ଆହତ ହୋଇଥିବା ଯୁବକ ମାନେ ହେଲେ ଛତିଆ ଉପର ବଜାର ର ରାହୁଲ ସିଂହ, ସୁବ୍ରତ ସିଂହ ଅନ୍ୟ ଜଣେ ଯୁବକ ହେଉଛନ୍ତି ମାହାଙ୍ଗା ବ୍ଲକ ଜୟପୁର ଅଞ୍ଚଳର ସେକ୍ ରାଜା ବୟସ ୨୨ ଜଣା ପଡ଼ିଛି।

Leave a Comment

Read More