Search
Close this search box.

ନାନପୁର ଶ୍ରୀ ଶ୍ରୀ ଶିରିଡ଼ି ସାଇ ବାବାଙ୍କ ତୃତୀୟ ବାର୍ଷିକ ପୂଜା ଉତ୍ସବ .

ନାନପୁର ଶ୍ରୀ ଶ୍ରୀ ଶିରିଡ଼ି ସାଇ ବାବାଙ୍କ ତୃତୀୟ ବାର୍ଷିକ ପୂଜା ଉତ୍ସବ
ବାଲିଚନ୍ଦ୍ରପୁର ୧୧/୦୯/ ବଡ଼ଚଣା ବ୍ଲକ ଆନ୍ତର୍ଗତ ନାନପୁର ଶ୍ରୀ ଶ୍ରୀ ଶିରିଡ଼ି ସାଇ ବାବାଙ୍କ ତତୃତୀୟ ବାର୍ଷିକ ପୂଜା ଉତ୍ସବ ମହା ସମାହାରେ ନାନପୁର ଠାରେ ପାଳିତ ହୋଇଯାଇଛି. ଆଜି ସକାଳ ୮ଘଟିକାରେ ଘଟ ସ୍ଥାପନ ହୋଇଥିଲା ।ପୂଜା ଆରମ୍ଭ ହୋଇଥିଲା ସକାଳ ୯ଘଟିକାରେ । ଏହି ପୂଜାରେ କର୍ତ୍ତା ଜ୍ୟୋତି ପ୍ରକାଶ ମହାନ୍ତି ଓ ସହଧର୍ମିଣୀ ବନଲତା ମହାନ୍ତି ଯୋଗ ଦେଇ ପୂଜା ଉତ୍ସବକୁ ସମ୍ପାଦନ କରିଥିଲେ ନାନପୁର ଗ୍ରାମର ଖାତି ସମ୍ପର୍ଣ ଚିତ୍ର ଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଲଣ୍ଡନରେ ଅସୁସ୍ଥ ଥିବାରୁ ଲଗନ ମହାନ୍ତି, ସତ୍ୟଜିତ ଭୂୟାଁ, ଶାନ୍ତିଲତା ଯେନା ସୁସ୍ଥ ଜୀବନ ପାଇଁ ଆଶୁଆରୋଗ୍ୟ କାମନା ଲାଗି ସିରିଡ଼ି ସାଇ ମନ୍ଦିରରେ ପ୍ରାର୍ଥନା କରିଥିଲେ । ଏହି କାଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଜ୍ୟୋତି ରଞ୍ଜନ ସାମଲ. ରଶ୍ମିରଞ୍ଜନ ଦାଶ. ଦିଲ୍ଲୀପ କୁମାର ଷଣ୍ଢ, ଦୀନେଶ କୁମାର ବାନା, ଝରଣା ଜେନା, ଅଜୟ ଜେନା, ସାମ୍ବାଦିକ ଏକାଦଶୀ ସେଠି, ଜୟ ବିକାଶ ନାୟକ, ରିଜନ ମିଶ୍ର, ଦିବ୍ୟ ରଞ୍ଜନ ସାହୁ, ସୋରୂପରାଜ ମହାନ୍ତି, ଦେବୀଦତ୍ତ ମହାନ୍ତି, କାଜଲ ଦାସ, ତାପ୍ଲିନ ମହାନ୍ତି, ତାରିଣୀ ପ୍ରସାଦ ମହାନ୍ତି, ନେପାଳ ଚନ୍ଦ୍ର ମହାନ୍ତି, ବିପିନ ବିହାରୀ ମହାନ୍ତି, କାଳନ୍ଦୀ ମହାରଣା, ପ୍ରମୁଖ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ ପୃର୍ବକ ବିଭୁ କୃପା ଲାଭ କରିଥିଲେ । ନାନପୁର ତଥା ଆଖ ପାଖ ଅଞ୍ଚଳର ବୋହୂ ସାଇ ପ୍ରେମୀ ସର୍ଜନ ମଣ୍ଡଳୀ ଯୋଗଦାନ କରି ସାଇଙ୍କ ପ୍ରସାଦ ସେବନ କରିଥିଲେ।

Leave a Comment

Read More

Verified by MonsterInsights