Search
Close this search box.

ନାବାଳିକା ଙ୍କୁ ଅସଦାଚରଣ ଅଭିଯୁକ୍ତ ଗିରଫ.

କନ୍ଧମାଳ ଜିଲ୍ଲା ଟିକାବାଲି ନାବାଳିକା ଙ୍କୁ ଅସଦାଚରଣ କରିଥିବା ଆସାମି ଶିବଶଙ୍କର ସେନାପତି କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ଥାନା ଅଧିକାରୀଣୀ ଶ୍ରୀମତି କଲ୍ୟାଣୀମୟୀ ଷେଣ୍ଢ ଘଟଣା ର ତଦନ୍ତ କରି ଆଜି ଫୁଲବାଣୀ ଜେଲ୍ କୁ ପଠେଇ ଥିବା ସୂଚନା ମିଳିଛି ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗଡ ଗ୍ରାମ ର ଶିବଶଙ୍କର ସେନାପତି ଟିକାବାଲି ଅଞ୍ଚଳ ର ଏକ ନାବାଳିକା କୁ ଅସଦାଚରଣ ଅଭିଯୋଗରେ ଏତଲା ଦାଏର ଭିତ୍ତିକରି ଟିକାବାଲି ଥାନା ଅଧିକାରୀଣୀ ଆଇ,ଆଇ,ସି ଶ୍ରୀମତି କଲ୍ୟାଣୀମୟୀ ଷେଣ୍ଢ ବହୁତ ଚେଷ୍ଟା କଲା ପରେ ଶେଷରେ ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ଗ୍ୟାଲେରୀ ବଦାଙ୍ଗି ଅଞ୍ଚଳ ରୁ ଅଭିଯୁକ୍ତ ଆସାମି ଶିବଶଙ୍କର ସେନାପତି କୁ ଗିରଫ କରିଥିବା ଜଣାପଡ଼ିଛି ଆସାମି ଙ୍କୁ ବି, ଏନ୍, ଏସ୍,ଦଫା -132/24/74/73/79/127(2)351(2)BNS-12 ପକସ ଆକ୍ସନ Rw sec 3(R)(S)/3(2)(va) ଏସ୍ ସି/ଏସ୍ ଟି,ସିଓଏ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଣୀ ଶ୍ରୀମତି କଲ୍ୟାଣୀମୟୀ ଷେଣ୍ଢ ସୁଚନା ଦେଇଥିବା ଜଣା ପଡିଛି
Ramesh Panda Fulbani:

Leave a Comment

Read More