Search
Close this search box.

ମର୍ମନ୍ତୁକ ଦୁର୍ଘଟଣା ଘାଟିରୁ ଖସିଲା ପଇକ୍ଅପ The pickup fell from thakura munda Ghat

ମା ଭଣ୍ଡାରଶୁଣୀ ବନଦୁର୍ଗା ଠାକୁରାଣୀ ମନ୍ଦିର ନିକଟ ଘାଟିରେ ପ୍ରାୟତଃ ଅଧିକାଂଶ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟି ଯାଇଛି ଏବଂ ଘଟିଚାଲଲିଛି ମଧ୍ୟ।ତେବେ ଏହି ସ୍ଥାନଟି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ, ମହୁଲଡିହା ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ଯାହାକି ଠାକୁରମୁଣ୍ଡାରୁ ଆନନ୍ଦପୁର ଯିବା ରାସ୍ତାରେ ପଡ଼ିଥାଏ। ତେବେ ପୂର୍ବ ଶନିବାର ୨୨ ତାରିଖ ରାତି ପ୍ରାୟ ସାଢେ଼ ଦୁଇଟା ସମୟରେ ଏକ ପିକ୍ଅପ ଗାଡ଼ି ଜାମସେଦପୁରରୁ ମେସିନ୍ ଖାଲି କରି ଆଦ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ସମୟରେ ଗୋଡଭଙ୍ଗା ଘାଟିର ବାହାଘର ବାଙ୍କ ନିକଟରେ ଭାରସାମ୍ୟ ହୋରାଇ ଦୁର୍ଘଟଣା ଘଟିଥିଲା |

Leave a Comment

Read More