ଜିଓ ଗ୍ରାହକଙ୍କୁ ଆଉ ଏକ ସପ୍ତ ଝର୍କା
ଭୁବନେଶ୍ବର : ପୁଣି ଆସିଲା ହୁଆଉ ଏକ ଖବର ଯିଓ ଉପଭକ୍ତା ମାନଙ୍କୁ ଆଉ ଏକ ଶକ୍ତ ଝର୍କା ହେଲା ଜିଓ କମ୍ପାନୀ l ଜିଓ ଜୁଲାଇ ୩ରୁ ଏହାର ପ୍ରିପେଡ୍ ପ୍ଲାନ୍ଗୁଡ଼ିର ମୂଲ୍ୟ ବଢାଇ ଦେଇଛି। ଏହା ଉପଭୋକ୍ତାଙ୍କୁ ଏବ ବଡ଼ ଝଟ୍କା ଦେଇଥିଲା। ବିଭିନ୍ନ ଯୋଜନାର ମୂଲ୍ୟ ଭିନ୍ନ ଭାବରେ ବୃଦ୍ଧି କରାଯାଇଥିଲା। ତେବେ ଏହା ସହ କିଛି ଲୋକପ୍ରିୟ ପ୍ଲାନ୍ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି, ଯାହା ଉପଭେକ୍ତାଙ୍କୁ ଆଉ ଏକ ଝଟ୍କା ଦେଇଛି। ଆସନ୍ତୁ ଜାଣିବା l
ବାର୍ଷିକ ପ୍ଲାନ୍-
ସର୍ବପ୍ରଥମେ ଉପଭୋକ୍ତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସବୁଠୁ ଲୋକପ୍ରିୟ ୨୫୪୫ ଟଙ୍କାର ପ୍ଲାନ୍କୁ ହଟାଇ ଦିଆଯାଇଛି। ଏହାର ବୈଧତା ୩୩୬ ଦିନ ଥିଲା ଏବଂ ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଥିଲା।
ଓଟିଟି ପ୍ଲାନ୍-
ରିଚାର୍ଜ କରିବାକୁ ପଡ଼ିବ ଓ ଏଥିରେ ୨.୫ ଜିବି ଦୈନିକ ଡାଟା ମିଳିବ।
୧୫୫୯ ପ୍ଲାନ୍-
ଏହି ଯୋଜନା ସେହି ଉପଭୋକ୍ତାମାନଙ୍କ ପାଇଁ ବହୁତ ଖାସ୍ ଥିଲା, ଯେଉଁମାନେ କମ୍ ମୂଲ୍ୟରେ ବର୍ଷସାରା ନମ୍ବର ଆକ୍ଟିଭେଟ୍ ରଖିବାକୁ ଚାହୁଁଥିଲେ ଏବଂ ତାଙ୍କର ଅଧିକ ଡାଟା ମଧ୍ୟ ଆବଶ୍ୟକତା ନଥିଲା। ୧୫୫୯ ଟଙ୍କାର ପ୍ଲାନ୍ ପରିବର୍ତ୍ତେ ବର୍ତ୍ତମାନ ଆପଣଙ୍କୁ ୧୮୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବବୋଲି ସୂଚନା ମିଳିଛି ।









