Search
Close this search box.

ଉଦ୍ୟୋଗପତି ତାରିଣୀ ପ୍ରସାଦ ମହାନ୍ତି ସମ୍ମାନୀତ*

*ବିଶିଷ୍ଟ ଉଦ୍ୟୋଗପତି ତାରିଣୀ ପ୍ରସାଦ ମହାନ୍ତି ଓଡିଶାର କୋଡିଏ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିବାରୁ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରଠାରେ ଚୟନକର୍ତ୍ତା ମାସିକ ଇଂରାଜୀ ପତ୍ରିକା ଦି ଇଣ୍ଟରଭିଉ ଟାଇମ୍ସର ତ୍ରୟଦଶ ବାର୍ଷିକ ଉତ୍ସବ ଅବସରରେ ତାଙ୍କୁ ସମ୍ମାନୀତ କରୁଛନ୍ତି I

Leave a Comment

Read More

Verified by MonsterInsights