ମହାନ ସନ୍ଥ, ଯୁବବର୍ଗଙ୍କ ମାର୍ଗଦର୍ଶକ ସ୍ଵାମୀ ବିବେକାନନ୍ଦଙ୍କ ‘ଐତିହାସିକ ଚିକାଗୋ ଉଦବୋଧନ’ ର ୧୩୧ ବର୍ଷ ପୂର୍ତ୍ତି ତଥା ‘ଦିଗବିଜୟ ଦିବସ’ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
ବିଶ୍ଵ ଦରବାରରେ ଭାରତର ପ୍ରତିନିଧି ଭାବେ ସନାତନ ସଂସ୍କୃତିର ମୂଲ୍ୟବୋଧ ଏବଂ ଭାଇଚାରା ଉପରେ ଆଧାରିତ ତାଙ୍କର ଐତିହାସିକ ଭାଷଣ ସାରା ବିଶ୍ଵକୁ ପ୍ରେରଣା ଯୋଗାଇଥିଲା। ଏହା ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ମନରେ ଦେଶପ୍ରେମ ଭାବନାକୁ ଉଜ୍ଜୀବିତ କରୁଛି।









