Search
Close this search box.

ଏବିଭିପି କନ୍ଧମାଳ ର ନୃତନ ଦାଇତ୍ୱ ଘୋଷଣା.

ଏବିଭିପି କନ୍ଧମାଳ ର ନୃତନ ଦାଇତ୍ୱ ଘୋଷଣା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପ୍ରାତ ଅଭ୍ୟାସ ବଗ ୨ ଢେଙ୍କାନାଳ ଜିଲ୍ଲାରେ ୩୦ ତାରିଖରୁ ଆରମ୍ଭ ହୋଇ ୩ ତାରିଖରେ ସମାପ୍ତ ହୋଇ ଯାଇଛି ଚାରି ଦିନ ଧରି ଏହି ଅଭ୍ୟାସ ବଗ ରେ ଓଡ଼ିଶାର ୮ ଟି ବିଭାଗ ଓ ୨୩ ଜିଲ୍ଲା ତିନିଶହରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିକ୍ଷା ସ୍ଥିତି, ସାମାଜିକ ସ୍ଥିତି ଓ ସାଂଗଠାନିକ ସ୍ଥିତି ଉପରେ ଆଲୋଚନା ହୋଇଯାଇଥିଲା ପରେ ସମସ୍ତ ଜିଲ୍ଲା ଓ ବିଭାଗ ର ସାଂଗଠାନିକ ଦାଇତ୍ୱ ରାଷ୍ଟ୍ରୀୟ ନିମନ୍ତ୍ରିତ ସଦସ୍ୟ ଅଧ୍ୟାପକ ଦିଲିପ୍ କୁମାର ଦାସ ଆଗାମୀ ଶିକ୍ଷା ବର୍ଷ ୨୦୨୪/୨୫ ନିମନ୍ତେ ଦାଇତ୍ୱ ଘୋଷଣା କରିଛି କନ୍ଧମାଳ ଜିଲା ପ୍ରମୁଖ ଭାବେ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ଦଳବେହେରା ହୋଇଥିବା ବେଳେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ କାର୍ଯ୍ୟକର୍ତ୍ତା ଶ୍ରୀମାନ ସୈମିୟ ରଂଜନ ଡାକୁଆ ସହ ପ୍ରମୁଖ ସେହି ପରି ଛାତ୍ର ନେତା ଶ୍ରୀମାନ ଅମ୍ଳାନ ପଟ୍ଟନାୟକ ଜିଲ୍ଲା ସଂଯୋଜକ ଏବଂ ଛାତ୍ର ନେତା ଶ୍ରୀମାନ ଆଶୁତୋଷ ବେହେରା ସହ ସଂଯୋଜକ ଜିଲ୍ଲା ଦାଇତ୍ୱ ଘୋଷଣା ହୋଇଥିଲା ଓ ଗଂଜାମ ବିଭାଗ ସହ ସଂଯୋଗ ହୋଇଛନ୍ତି କନ୍ଧମାଳ ଜିଲ୍ଲାର ଯୁବ ଛାତ୍ର ନେତା ଶ୍ରୀମାନ ରୁଦ୍ର ପ୍ରସାଦ ସେଠୀ ସେହି ପରି ଛାତ୍ରୀ ପ୍ରମୁଖ ସଜନା କହଁର ବିଭାଗ ଜନଜାତି ପ୍ରମୁଖ ପଦ୍ମାବତୀ କହଁର ବିଭାଗ ଏସ୍ ଏଫ୍ ଡି ସଂଯୋଜକ ରଜତ ମହାପାତ୍ର ହୋଇଥିବା ବେଳେ ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ତ୍ରିଲୋଚନ ଗଣ୍ଡା ହୋଇଛି ଏହି ଦାଇତ୍ୱ ଘୋଷଣା ପରେ କନ୍ଧମାଳ ର ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବା ସହ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୁମାରୀ ତଅପୋଇ କହଁର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ କାର୍ଯ୍ୟକର୍ତ୍ତା ଜଣାଇଛନ୍ତି।

Leave a Comment

Read More