Search
Close this search box.

ପ୍ରଫୁଲ ଚନ୍ଦ୍ର ପ୍ରଧାନ ବିଧାୟକ ପାର୍ଥି ଉଦୟଗିରି ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସ .

ଟିକାବାଲି -କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପଡ଼ାଙ୍ଗି ଗ୍ରାମପଞ୍ଚାୟତ ନିବାସୀ ଶ୍ରୀ ଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏକଦା ନିଜର ସୁନାମ ଧନ୍ୟ ସେବା ପାଇଁ ଟିକାବାଲି ବ୍ଲକ ଚେୟାରମ୍ୟାନ ପଦବୀରେ ଭୂଷିତ ଥିଲେ l ତାଙ୍କର ଉତ୍କୃଷ୍ଟା ସେବା ପାଇଁ ବୟସ ମାତ୍ରାଧିକ ହୋଇଥିଲେ ସୁଦ୍ଧା l ପୁଣି ଥରେ ଶ୍ରୀ ଯୁକ୍ତ ଶ୍ରୀମାନ ରାହୁଲ ଗାନ୍ଧୀ ତାଙ୍କ ଉପରେ ଗଭୀର ଅସ୍ଥା ପ୍ରକଟ କରି ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ଭାବରେ ଟିକଟ ପ୍ରଦାନ କରିଛନ୍ତୁ l ଯାହାକି ଉକ୍ତ ଅଞ୍ଚଳ ପାଇଁ ଏକ ଖୁସି ଖବର ନିଂଛିତ l ସମାଜସେବାରେ ନିଜକୁ ସମର୍ପିତ କରି ଘୁ. ନିର୍ବାଚନ ମଣ୍ଡଳୀ ବାସୀଙ୍କ ସମେତ କନ୍ଧମାଳ ଜ଼ିଲ୍ଲା ର ଆଦିବାସୀ, ଦଳିତ, ଓ ପଛୁଆ ବର୍ଗର ଅଧିବାସୀଙ୍କୁ ଉଚିତ ସେବା ଯୋଗାଇ ଉର୍ନତି କରିବା ଉଦେଶ୍ୟରେ ଦୀର୍ଘଦିନ ଆଶ୍ରୟ ପରେ ପୁଣି ଥରେ ରାଜନୀତି ରେ ପାଦଥାପିଛନ୍ତି ଶ୍ରୀ ଯୁକ୍ତ ପ୍ରଧାନ ମହୋଦୟ l ଦିନେ ଦେଶ ସ୍ୱାଧୀନ ରେ ଗୁରୁତ୍ୱ ପୁର୍ଣ ଭୂମିକା ଥିବା ଜାତୀୟ କଂଗ୍ରସ ‘ଜାତି, ଧର୍ମ, ବର୍ଣ ର ସମସ୍ତଙ୍କୁ ସମାନ ସମ୍ମାନ ଦେଇ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇ ଜନହିତକର ଯୋଜନା ପ୍ରସ୍ତୁତ କରୁଥିଲା l ସେଇ ଜାତୀୟ କଂଗ୍ରେସ ଦଳ ତରଫରୁ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଙ୍କୁ ଟିକଟ ହଡ୍ତଗତ ହୋଇଛି ଏଣୁ କଂଗ୍ରେସ ଙ୍କୁ ହାତ ଚି଼ହ୍ନ ରେ ଭୋଟ ଦେଇ ଜିତେଇବାକୁ କହିଛନ୍ତି ଉଦୟଗିରି ବିଧାୟକ ପାର୍ଥି l ସେ ଜଣେ ଉଦରବାଦୀ, ପରୋପକାରୀ,ଓ ସୋଚଟ ମଣିଷ ଅଟନ୍ତି ଯାହାକି ତାଙ୍କର ଚାଳି ଚଳନ, କଥା ଭାଷା,ରୁ ସ୍ପଷ୍ଟ ବାରିହେଉଛି lଦୀ, ପରୋପକାରୀ,ଓ ସୋଚଟ ମଣିଷ ଅଟନ୍ତି ଯାହାକି ତାଙ୍କର ଚାଳି ଚଳନ, କଥା ଭାଷା,ରୁ ସ୍ପଷ୍ଟ ବାରିହେଉଛି l, ଆଜି ଏକ ବିରାଟ ବାଇକ୍ ରାଲି ସହର ପରିକ୍ରମା କରିବା ଦେଖିବାକୁ ମିଳିଥିଲା

Leave a Comment

Read More