ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ଦେଖିବାକୁ ମିଳୁଛି ବିଶ୍ୱଙ୍କ ସମର୍ଥନ ବିଜେଡି ସୁପ୍ରିମୋ ସପ୍ତମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରଦାନ କରିଛନ୍ତି । ଏଥିରେ ବରୀ ବିଧାନସଭା ଆସନରୁ ବିଶ୍ୱ ରଂଜନ ମଲ୍ଲିକଙ୍କୁ ଟିକେଟ ମିଳିଛି |ଟିକେଟ ମିଳିବା ପରେ ସାରା ବ୍ରହବରଦା ବାସୀ ବେଶ ଖୁସି ଅଛନ୍ତି |ବିଶ୍ୱ ହିଁ ଏକ ମାତ୍ର ବିକଳ୍ପ ବୋଲି ସାରା ବରୀ ନିର୍ବାଚନ ମଣ୍ଡଳୀରେ ଜନସାଧାରଣ କଥା କୁହାକୁହି ହୁଅନ୍ତି |ଏ ଖୁସି ଅସିତ ରାଉତଙ୍କ ତତ୍ୱାବଧାନରେ ଏକ ବିରାଟ ପାଟୁଆର ସହିତ ବାବୁନା ବେହେରା, ଜୀତେନ୍ଦ୍ର ରାଉତ, ଅଭିମନ୍ୟୁ ପାଣ୍ଡେ,ରାଜେଶ ରାଉତ,ସୁକାନ୍ତ ଦାସ, ସୁଶାନ୍ତ ରାଉତ, ରମେଶ ଚନ୍ଦ୍ର ବଟଙ୍କ ମିଳିତ ଭାବେ ବ୍ରହ୍ମବରଦା,ମହେଶ୍ୱରପୁର,ଝାଲପଡା,ଅର୍ଥଙ୍ଗା,ସାମନ୍ତରାପୁର ଅଁଚଳରେ ବିଶ୍ୱ ସମର୍ଥକଙ୍କ ମଧ୍ୟରେ ବେଶ ଖୁସିର ଉତ୍ସବ ଦେଖି ବାକୁ ମିଳିଛି |ନାରୀ ନେତ୍ରୀ ଜିଲ୍ଲାପରିଷଦା ଭାରତୀ ବିଶ୍ଵାଳ,ସଂଗ୍ରାମ ମହାନ୍ତି,ବିଷ୍ଣୁ ଦେଓ,ଉଦୟ ଭାନୁ ଦେଓ,ଉମେଶ ଚନ୍ଦ୍ର ବଟ,ବିଚିତ୍ର ରାଉତ,ଗଗନ ବାରିକ,ପ୍ରଶାନ୍ତ ଦେଓ,ସେକ ନମାଜି,ଅତୁଲ୍ୟ ରାଉତ,ସୁକାନ୍ତ ବିଶ୍ୱାଳ,ସୁକାନ୍ତ ବେହେରା , ରୁପେଶ ରାଉତ ଓ ପିଣ୍ଟୁ ବଟ ପ୍ରମୁଖ ଉତ୍ସାହି କର୍ମି ମାନେ ପ୍ରତ୍ୟେକ ଛକ ମାନଙ୍କ କର୍ମୀ ମାନେ ବାଣ ଫୁଟାଇ,ମିଷ୍ଠାନ ବଣ୍ଟନ କରି ଏକ ରାଲିରେ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ ଏବଂ ବିଶ୍ୱରଂଜନଙ୍କ ଜୟଗାନ କରି ବ୍ରହ୍ମବରଦା ଅଞ୍ଚଳକୁ ପ୍ରଙ୍କମ୍ପିତ କରିଥିଲେ |ସାରା ବରୀ ବାସୀ ବିଶ୍ୱ ରଞ୍ଜନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ମିଳିବ ବୋଲି ଜନସାଧାରଣ କହନ୍ତି |
Byte :———ନାହିଁ |
Sendar |ଯାଜପୁର ଜିଲ୍ଲାରୁ ଶଙ୍କର ସେଠୀଙ୍କ ରିପୋର୍ଟ ଜଣାଶ୍ୱର୍ଣ୍ଣ ନିୟୁଜ |











