
ମାଲକାନଗିରି: ନିଜର ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା ଥାନର ଦ୍ଵାରସ୍ଥ ହେଲା ବାପା l ମା ସାଜିଲା ପିଚାସିନି l ନିଜ ଜନ୍ମ କଲାସନ୍ତାନ କୁ ମା ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା l କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’ । ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କ ପିଟି ମାରିଥିବା ଅଭିଯୋଗ । ମୃତ ଶିଶୁର ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କ ଥାନାରେ ଅଟକ ରଖିଛି ମଳକଂ ଗିରି ଥାନା ପୋଲିସ ବୋଲି ସୂଚନା ମିଳିଛି।









