Search
Close this search box.

ଡାଇବେଟିସକୁ ନିୟନ୍ତ୍ରଣ କରିବା କଦଳୀ ଫୁଲ Banana flower to control diabetes

ବର୍ତ୍ତମାନର ଆଧୁନିକ ସମାଜରେ ଲୋକ ସ୍ବାସ୍ଥ୍ୟକୁ (Health Problem) ଅବହେଳିତ କରିବା ଫଳରେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି।

ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଯାହା ପାଖରେ ଯେତେ ଟଙ୍କା , ସେ ସେତେ ରୋଗରେ ପୀଡିତ ହେଉଛନ୍ତି। ତେବେ ଏହା ମଧ୍ୟରେ ବିଶେଷ ଭାବରେ ମଧୁମେହ (Diabetes) ଆଉ ହୃଦରୋଗ ବିଶେଷ ଭାବରେ ଅନ୍ତର୍ଭୁକ୍ତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରୁଛନ୍ତି। କିନ୍ତୁ ଏହାକୁ କେବଳ ନିୟନ୍ତ୍ରଣରେ ରଖାଯାଇ ପାରିବ। ଏଥିରୁ ସମ୍ପୂର୍ଣ୍ଣ ଭାବରେ ରକ୍ଷା ମିଳିବ ନାହିଁ। ତେଣୁ ସଠିକ୍ ଭାବରେ ଖାଦ୍ୟ ଖାଇବା ଦ୍ବାରା ଆଉ ଏକ ସୁସ୍ଥ ଖାଦ୍ୟପେୟ ବଜାୟ ରଖିବା ଦ୍ଵାରା ହିଁ ଲୋକେ ଏହି ରୋଗରୁ ରକ୍ଷା ପାଇ ପାରିବେ । କିନ୍ତୁ ଲୋକମାନେ ଏହି ରୋଗର ହାନି ବିଷୟରେ ଜାଣି ମଧ୍ୟ ଏହାକୁ ଅନେକ ସମୟରେ ଅଣଦେଖା କରିଥାନ୍ତି।

Leave a Comment

Read More