Search
Close this search box.

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟିତ ହେବ ନୂଆ ସଂସଦ ଭବନ । new parliament

ନୂଆ ସଂସଦ ଭବନର ଉଦଘାଟନ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ । ମାସକ ପୂର୍ବରୁ ମୋଦୀ ନିଜେ ଏହାର ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଛନ୍ତି । ମେ ମାସର ଶେଷ ଆଡକୁ ନୂଆ ସଂସଦ ଭବନର ଉଦଘାଟନ କରାଯିବ ବୋଲି ସୂଚନା ରହିଛି ।

Leave a Comment

Read More