
ଆଦିପୁରୁଷ ଫିଲ୍ମରେ ପ୍ରଭାସଙ୍କ ଫି ଜାଣିବା ପରେ ହେବନି ବିଶ୍ୱାସ, fee of Prabhas in Adipurush film,
‘ଆଦିପୁରୁଷ’ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ଏବେ ଫିଲ୍ମ ରିଲିଜ ଉପରେ ସମସ୍ତଙ୍କ ନଜର ରହିଛି। ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ମଧ୍ୟ ପସନ୍ଦ କରୁଛନ୍ତି। ବର୍ତ୍ତମାନ






