Search
Close this search box.

କଂଗ୍ରେସ ବମ୍ପର ବିଜୟରେ ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ଚର୍ଚ୍ଚା ।Talk about Rahul Gandhi’s

କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଚର୍ଚ୍ଚାରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ୨୧ ଦିନ ଧରି ଭାରତ ଯୋଡ଼ ଯାତ୍ରା ବେଳେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ରାହୁଲ । ଆଉ ଏହି ଯାତ୍ରା ରାହୁଲଙ୍କ ଭିତରେ ବଡ଼ ପରିବର୍ତନ ଆଣିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ରାଲିରେ ବାରମ୍ବାର ଗରିବକୁ ପ୍ରସଙ୍ଗ କରିଥିଲେ ରାହୁଲ ଗାନ୍ଧୀ । ନିର୍ବାଚନ ଜିତିବା ମାତ୍ରକେ ରାହୁଲ ଗାନ୍ଧୀ ବଡ଼ ଘୋଷଣା କରି କହିଥିଲେ ଯେ, ପ୍ରଥମ କ୍ୟାବିନେଟରେ ୫ଟି ପ୍ରତିଶ୍ରୁତି ପୂରଣ କରିବେ । ଆସନ୍ତାବର୍ଷ ସାଧାରଣ ନିର୍ବାଚନରେ ମଧ୍ୟ ବିରୋଧୀ ଚେହେରା ଭାବେ ରାହୁଲ ନିର୍ଣ୍ଣାୟକ ଭୂମିକା ବହନ କରିବେ ବୋଲି ଚର୍ଚ୍ଚା ହେଉଛି ।

 

Leave a Comment

Read More