Search
Close this search box.

ମେ ୫ ଯାଏ ପ୍ରବଳ ବର୍ଷା Rainfall In Odisha- YELLOW Warning In 5 Districts

ବିଭିନ୍ନ ଜିଲ୍ଲାରେ ସ୍ଥାନେ ସ୍ଥାନେ ଲାଗି ରହିଛି ବର୍ଷା କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି , ରାୟଗଡ଼, କପ୍ତିପଦା ଚନ୍ଦନ ପୁରରେ ପ୍ରଵଳ ବର୍ଷା ହେଉଥିଵା ବେଳେ ସୁନ୍ଦରଗଡ଼ର, କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ , ଢେଙ୍କାନାଳ, ଯାଯପୁର , ନୟାଗଡ଼, ଖୋର୍ଦ୍ଧା , କନ୍ଧମାଳ, ଗଜପତି , ଗଞ୍ଜାମ, ରାୟଗଡ଼ ଓ କୋରାପୁଟରେ ଘଡଘଡି ବିଜୁଳି ସହ ବର୍ଷା ହେଵ , ଏଥିସହ କୋରାପୁଟ, ରାୟଗଡ଼ା, ଗଜପତି, ମୟୁରଭଞ୍ଜରେ କୁଆପଥର ବର୍ଷା ନେଇ ୟେଲୋ ଅଲର୍ଟ ଜାରି କରିଛି , ମେ 1 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି , ରାଜ୍ୟରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଵ , ତେଣୁ ଦିନର ବିଶେଷ ତାପମାତ୍ରା ବୃଦ୍ଧି ହେବାର ଦେଖାଯିବ ନାହିଁ ।

ଏପଟେ ବଙ୍ଗୋପସାଗରରେ ଥିବା ଗୁରୁଚାପ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପ୍ରବେଶ କରୁଛି , ପବନର ବେଗ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ନେଇ ରାଜ୍ୟରେ ବନ୍ୟା ର ଆଶଙ୍କା ସୃଷ୍ଟି କରୁଛି , ଆହୁରି ଚାରି ଦିନ ଯାଏଁ ପ୍ରବଳ ବର୍ଷା ଲାଗି ରହିବ , ତେଣୁ ରାଜ୍ୟରେ ବର୍ଷା ର ପ୍ରଭାବ ବୃଦ୍ଧି ପାଇ 5 ତାରିଖ ଯାଏଁ ରହିବ ବୋଲି କହିଛନ୍ତି ପାଣି ପାଗ ବିଶେଷଜ୍ଞ, ବ୍ୟୁରୋ ରିପୋର୍ଟ ଜନସ୍ବର ନିୟୁଜ,

 

https://youtu.be/Ijn92S2mr7U

Leave a Comment

Read More