ଖରା ଦିନ ଆସିଲେ ଚିନ୍ତା ଆସିଯାଏ ପ୍ରତ୍ୟେକ ଲୋକଙ୍କ ରୋଜଗାର ଠାରୁ ଅଧିକ ବିଜୁଳି ଦର ବୃଦ୍ଧି ପାଇ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଥାଏ , କିନ୍ତୁ ଆପଣ ଯଦି ବିଜୁଳି ଦରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଖରା ଦିନେ ଆପଣ ବିଜୁଳି ଵିଲକୁ ନିୟନ୍ତ୍ରଣ ରେ ରଖିବାକୁ ଚାହୁଁଥିଲେ ତାହେଲେ ଆପଣଙ୍କୁ କରିବାକୁ ପଡିବ ଏହି ଉପାୟ , ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବିଜୁଳି ଵିଲ କମ୍ ଆସୁ ତେବେ ଘରେ ଆଣି ଲଗାନ୍ତୁ ସୋଲାର ପେନେଲ ,
ଏହା ଏପରି ଏକ ପ୍ରଡକ୍ଟ ଯାହା ସୂର୍ଯ୍ୟଙ୍କ ଶକ୍ତି ରେ ଚାଲିଥାଏ ଯଦି ଆପଣ ଆପଣଙ୍କ ଘରେ ଏସି, ଫ୍ରିଜ, କୁଲର ବ୍ୟବହାର କରୁଛନ୍ତି ତେବେ ସୋଲାର ସିଷ୍ଟମ ନିହାତି ଭାବରେ ଲଗାନ୍ତୁ , କାରଣ ସୋଲାର ସିଷ୍ଟମ କରିବା ଦ୍ଵାରା ଆପଣଙ୍କ ଘରେ ଯାହା ବି ଇଲେକ୍ଟ୍ରୋନିକ ଜିନିଷ ବ୍ୟବହାର କରନ୍ତୁ ନା କାହିଁକି ଆପଣଙ୍କୁ ଇଲେକ୍ଟ୍ରି ଵିଲ ଦେବାକୁ ପଡ଼ିବ ନାହିଁ , ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ କୁ ଲଗାଇ ପାରିବେ , ଲଗାଇବା ବେଳେ ଏହା ଧ୍ୟାନ ରଖିବା ଦରକାର କି ଆପଣ ଯେଉଁ ସ୍ଥାନରେ ସୋଲାର ପ୍ୟାନେଲ ଲଗାଉଛନ୍ତି ସେଠାରେ ସୂର୍ଯ୍ୟ କିରଣ ପଡ଼ୁଥିବା ଆବଶ୍ୟକ , ତେବେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାର ସବ୍ସିଡି ପ୍ରଦାନ କରିଛନ୍ତି , ଏଥିପାଇଁ ସରକାରଙ୍କୁ ବିଭିନ୍ନ ଡୋକମଏଣ୍ଟ ଦେଇ ଆବେଦନ କରିବାକୁ ପଡ଼ିଥାଏ , ଏବଂ ଏଥିରେ ଆପଣଙ୍କୁ ଡିସକାଉଣ୍ଟ ମଧ୍ୟ ମିଳିଥାଏ , ଵି୍ୟୁରୋ ରିପୋର୍ଟ ଜନସ୍ବର ଓଡ଼ିଶା ॥









