Search
Close this search box.

ଖରାରୁ ଆସି କୋଲ ଡ୍ରିଙ୍କ୍ସ ପିଉଥିଲେ ସାବଧାନ

ରାଜ୍ୟରେ ମୁଣ୍ଡ ଫଟା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶୋଷ ମେଣ୍ଟାଇବା ଲାଗି ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଲୋକେ ବିଭିନ୍ନ ଫ୍ଲେଭରରେ ମିଳୁଥିବା ରଙ୍ଗ ମିଶା ଥଣ୍ଡା ପାନୀୟ କିଣି ପିଉଛନ୍ତି। ଏହା ଶରୀର ପାଇଁ କେତେ କ୍ଷତିକାରକ ତାହାର ଯାଞ୍ଚ ମଧ୍ୟ ହେଉନି ।

 

ତାତି ବଢ଼ିବା ସହ ବଢୁଛି ଥଣ୍ଡା ପାନୀୟ ବେପାର। ସରବତ, ଲସି, କୋଲ ଡ୍ରିଙ୍କ୍ସ ଦୋକାନ ଆଗରେ ଲାଗୁଛି ଶହ ଶହ ଲୋକଙ୍କ ଭିଡ଼ । ତେବେ ଏହା ଶରୀର ପାଇଁ କେତେ କ୍ଷତି ପହଞ୍ଚାଉଛି ତାହା ଆପଣ ଅନୁମାନ କରିପାରିବେ ନାହିଁ ।

 

Leave a Comment

Read More