Search
Close this search box.

ଏଥର ତାଣ୍ଡବ କରିବ ଖରା ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ଦିନକୁ ଦିନ ବଢୁଛି ତାତି ଲାଗୁଛି ଆଗକୁ ପ୍ରବଳ ରୁ ପ୍ରବଳ ଗରମ ହେବ , ତେବେ ଆଗକୁ ରାଜ୍ୟରେ ବଢିବ ତାତି , ଗରମରେ ତାତି ହେବ କେନ୍ଦ୍ରୀୟ ଅଭ୍ୟନ୍ତରୀଣ ଓଡିଶା , ୧୧ ତାରିଖ ବେଳକୁ ତାପମାତ୍ରା ୪୧ ଡିଗ୍ରୀ ଛୁଇଁବ , ସେପଟେ ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ କାଳ ବୈଶାଖୀ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ କେନ୍ଦ୍ର , ବର୍ତ୍ତମାନ ର ଖରାକୁ ନେଇ ଏହି ଖରା ଓ ଗୁଳି ଗୁଳି ରେ ସନ୍ତୁଳି ହେବେ ରାଜ୍ୟ ଵାସୀ , ତେବେ ଏପଟେ କାଳ ବୈଶାଖୀ ର ପ୍ରଭାବ କମିବା ମାତ୍ରେ ସେପଟ ପଶ୍ଚିମ ରୁ ନିଆଁ ପରି ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରଭାହିତ ହେବ , ଫଳରେ ତାପମାତ୍ରା ବଢିବା ସହିତ ଗରମ ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣି ପାଗ ବିଭାଗ କେନ୍ଦ୍ର , ଗତ ୨୪ ଘଣ୍ଟା ର ରିପୋର୍ଟ ଅନୁସାରେ ଝାରସୁଗୁଡ଼ା ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି , କାଳ ବୈଶାଖୀ ସହ ଦିନରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବେଗ ଵୋହିଵାର ମଧ୍ୟ ସମ୍ଭାବନା ରହିଛି ,

ଦିନ ସାରା ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟରେ ମାଡ଼ି ଆସୁଛି କଳାହାଣ୍ଡିଆ ମେଘ , ଆସନ୍ତା ୨୪ ଘଣ୍ଟା ର କାଳ ବୈଶାଖୀ କୁ ନେଇ ୬ ଜିଲ୍ଲା କୁ ୟେଲୋ ୱରନଇଂ ମଧ୍ୟ ଦିଆଯାଇଛି , ଏହି ରବିବାର ବର୍ଷା ସହ ଝଡ ପବନ ନେଇ ସୂଚନା ଜାରି କରିଛି ପାଣି ପାଗ ବିଭାଗ , ତେବେ ଏପଟେ ଖରା ର ତାଣ୍ଡବଲୀଳା ଓ କାଳ ବୈଶାଖୀ ର ଝଡ ପବନ କଣ ଯେ ପରିସ୍ଥିତି ସୃଷ୍ଟି କରିବ ତାହା ଆକଳନ କରୁଛି ପାଣି ପାଗ ବିଭାଗ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ॥

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More