Search
Close this search box.

ସବୁଜ ପତକା ଦେଖାଇଲେ ପ୍ରଧାନମନ୍ତ୍ରୀ ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ସିକେନ୍ଦ୍ରା ଵାଦରୁ ତିରୁପତି ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ , ସବୁଜ ପତକା ଦେଖାଇଛନ୍ତି ନରେନ୍ଦ୍ର ମୋଦୀ , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଦକ୍ଷିଣ ଗସ୍ତ ସମୟରେ ପ୍ରଥମେ ତେଲେଙ୍ଗାନାର ରେଲୱେ ଷ୍ଟେସନ ନିକଟରେ ପହଞ୍ଚି ସିକେନ୍ଦ୍ରା ଵାଦରୁ ତିରୁପତି ଗଡିଥିବା ବନ୍ଦେ ଭାରତ ଏକ୍ସପ୍ରେସ ର ପ୍ରଥମ ସବୁଜ ପତକା ଉଡେଇଛନ୍ତି , ଉଦଘାଟନ ଉତ୍ସବରେ ତେଲେଙ୍ଗାନାର ବିଜେପି ସଭାପତି ସଞ୍ଜୟ କୁମାର୍ ବାନ୍ଧି , ରେଳମନ୍ତ୍ରୀ ଅଶ୍ଵିନୀ ବନ୍ଦ ଓ ଅନ୍ୟାନ୍ୟ ନେତାମାନେ ସେଠାରେ ଉପସ୍ଥିତ ରହି ଟ୍ରେନ ଜାଞ୍ଚ କରିଥିଲେ , ଏବଂ ପରେ ନରେନ୍ଦ୍ର ମୋଦୀ ସ୍କୁଲ ପିଲାଙ୍କ ସହ ସାକ୍ଷାତ କରିଥିଲେ ,

ପରେ ଏମ୍ସ ଵି ବି ନଗରରେ ଉଦଘାଟନ ଓ ସିଳାନ୍ୟାସ କରିଛନ୍ତି , ହାଇଦ୍ରାବାଦ ରେ ଅନେକେ ଉଦଘାଟନ ଓ ଉନ୍ନତି ପାଇଁ ବିଭିନ୍ନ ପନ୍ଥା କହିଛନ୍ତି , ୫ ନମ୍ବର ଜାତୀୟ ରାଜପଥ ପ୍ରକଳ୍ପ , ସିକେନ୍ଦ୍ରା ଵାଦ ରେଳ ଷ୍ଟେସନ ର ପୁନଃ ନିର୍ମାଣ ଓ ଅନ୍ୟ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ କରିଛନ୍ତି , ଏହି ଅବସରରେ ଜନସମର୍ଥନ କରିବା ସହ ସଭାକୁ ସମ୍ବର୍ଧନା କରିଛନ୍ତି ନରେନ୍ଦ୍ର ମୋଦୀ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ॥

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More