Search
Close this search box.

ସୋସିଆଲ ମିଡିଆରେ ଶକୁନ୍ତଳମ୍‌

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ସାଉଥ୍‌ର ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳମ୍‌’ର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର୍‌ ଧରିଛି । କାରଣ ଏଥିରେ ଅଭିନେତ୍ରୀ ସାମନ୍ଥାଙ୍କ ବେଶଭୂଷା ବେଶ୍‌ ୟୁନିକ୍‌ ହୋଇଛି । ଏଥିରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ୬ ବର୍ଷ ବୟସର ଝିଅ ଅଲ୍ଲୁ ଅରହା ମଧ୍ୟ ନଜର ଆସିବେ । ନାୟକ ଭୂମିକାରେ ଅଭିନେତା ଦେବ ମୋହନ ଅଭିନୟ କରୁଛନ୍ତି । ଇତିମଧ୍ୟରେ ଫିଲ୍ମର ୨ ମିନିଟ୍‌ ୫୨ ସେକେଣ୍ଡର ଏକ ହିନ୍ଦୀ ଟ୍ରେଲର ମୁକ୍ତିଲାଭ କରିଛି । ଯାହାକୁ ଭଲ ଭ୍ୟୁ ମିଳିଛି ।

Shaakuntalam Release Date, Star Cast, Trailer, Budget & More Updates Here -  JanBharat Times

ଫିଲ୍ମକୁ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଭୁ୍ୟ ମିଳିଛି । ଅଭିନେତ୍ରୀ ସାମନ୍ଥାଙ୍କ ଗେଟ୍‌ଅପ୍‌କୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମଟି ମାଇଥୋଲୋଜି ସକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ । ଫିଲ୍ମଟି ଚଳିତ ମାସ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ୮୦ କୋଟି ବଜେଟ୍‌ରେ ଫିଲ୍ମଟି ପ୍ରସ୍ତୁତ ହୋଇଛି ।

Shaakuntalam (2023) - IMDb

ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ

Leave a Comment

Read More