ସୁନ୍ଦରଗଡ : ସ୍ତ୍ରୀକୁ ହତ୍ୟା କରି ଆଜୀବନ ଦଣ୍ଡାଦେଶ ଗଲେ ସ୍ୱାମୀ l ଆଜି ରାଜୁ ପାନାକୁ ଆଜୀବନ ଦଣ୍ଡଦେଶ । 2015 ମସିହା ଜୁନ 7 ତାରିଖ ଦିନ କାଳିଆ ପାନା (70) ଓ ତାଙ୍କ ସ୍ତ୍ରୀ ପୁନିଆ ପାନା (65) ଘରେ ଶୋଇ ଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହାଣି ହତ୍ୟାକରିଥି

ଲେ।ସ୍ବାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି । ଦଣ୍ଡାଦେଶ ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍।2016ରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । 302 ଆଜୀବନ କାରାଦଣ୍ଡ ସହିତ 5000 ଟଙ୍କା ଜୋରିମାନା କରିଛନ୍ତି ବୋଲି ସୂଚନା ମିଳିଛି ।









