Search
Close this search box.

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢ଼ିବାକୁ ଦାବି Demand to form the Congress government in Karnataka

ଆସନ୍ତାକାଲି କର୍ଣ୍ଣାଟକରେ ନୂଆ କଂଗ୍ରେସ ସରକାର ଶପଥ ନେବେ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ । ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁରେ ହେବ । ଆଉ ଶପଥ ଗ୍ରହଣ ସମାରୋହରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଏଥିରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି  କର୍ଣ୍ଣାଟକ କଂଗ୍ରେସ । ଆସନ୍ତାକାଲି କର୍ଣ୍ଣାଟକରେ ନୂଆ କଂଗ୍ରେସ ସରକାର ଶପଥ ନେବେ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ । ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁରେ ହେବ । ଆଉ ଶପଥ ଗ୍ରହଣ ସମାରୋହରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଏଥିରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି  କର୍ଣ୍ଣାଟକ କଂଗ୍ରେସ ।

Leave a Comment

Read More