ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଗୋରୁମହିଷାଣୀ ନିକଟସ୍ତ ବଡଗାଁ ଠାରେ ସନୁ ପିଙ୍ଗୁଆ ଘରେ ସନ୍ଧ୍ୟା ସମୟରେ ସମୁଦୀ ଦେଖା ହେଉଥିଲା |ଏହି ସମୟରେ ଡିଜେ ବାଜୁଥିଲା ପିଲାମାନେ ଆନନ୍ଦରେ ନାଚୁଥିଲେ |ହଠାତ୍ ଭୀମ ହାଁସଦାଃର ଝିଅ ପିଙ୍କି ହାଁସଦାଃ ୩ ବର୍ଷ ,ସେ ଡିଜେ ପାଖରେ ନାଚୁଥିବା ସମୟରେ ପଡିଗଲା |ସେହିକ୍ଷଣି ତାର ପ୍ରାଣବାୟୁ ଉଡିଗଲା |ତାଙ୍କର ଆଉ ଗୋଟିଏ ପୁଅ ଦିନେଶ ହାଁସଦାଃ ୫ବର୍ଷ ରହିଛି |ଆସନ୍ତାକାଲି ଶରୀର ବ୍ୟବଚ୍ଚେଦ ହେବ ବୋଲି ଜଣାଯାଇଛି |









