Search
Close this search box.

ସାଙ୍ଗ ହୋଇ କାଟିଲା ସାଙ୍ଗ ର ଗୁପ୍ତା ଅଙ୍ଗ ॥

ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ
ଆଜି କାଲି ଏପରି ସାଙ୍ଗ ମଧ୍ୟ ଅଛନ୍ତି ଯିଏକି ତା ନିଜ ପ୍ରିୟ ସାଙ୍ଗ ର ଗୁପ୍ତା ଅଙ୍ଗ କାଟି ଦେଉଛି , ତେବେ ଆପଣ ଯଦି କାହାକୁ ବନ୍ଧୁ ବା ସାଙ୍ଗ କରିଛନ୍ତି ତେବେ ଶିଘ୍ର ହୋଇଯାଆନ୍ତୁ ସାବଧାନ କାରଣ ଆପଣଙ୍କ ସହ ମଧ୍ୟ ଏମିତି କିଛି ଘଟିପାରେ , ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଜନଗର ପେଣ୍ଠ ଵେଳା ଭୂମିରେ ,


ସାଙ୍ଗର ଗୁପ୍ତା ଅଙ୍ଗ କୁ ଅତି ନିର୍ମମ ଭାବେ କାଟି ପକାଇଛି ତାର ଅତି ପ୍ରିୟ ସାଙ୍ଗ । ତେବେ ଏହା ପଛରେ କ’ଣ କାରଣ ଥିଲା ଓ କାହିଁକି ଗୋଟିଏ ସାଙ୍ଗ ତାର ଅନ୍ୟ ସାଙ୍ଗ ପ୍ରତି ଏତେ ଲଜ୍ୟା ଜନକ କାଣ୍ଡ କରିଲା ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏହାକୁ ନେଇ ପୋଲିସ ଛାନ ବିନ ଚଲାଛି ,
ତେବେ ବେଳା ଭୂମିରେ ଛଟ ପଟ ହେଉଥିଲା ସାଙ୍ଗ , ତାର କାଟିଦେଇଥିବା ଗୁପ୍ତା ଅଙ୍ଗ ଅସହନିୟ କଷ୍ଟ କୁ ସହି ନ ପାରି ଚିତ୍କାର କରୁଥିଲା , ଏହା ଦେଖି ସ୍ଥାନୀୟ ଲୋକେ ଭାଗଵତ ଦାସଙ୍କୁ ଉଦ୍ଧାର କରି ରାଜନଗର ମେଡିକାଲ ରେ ଭର୍ତି କରିଥିଲେ , ଅଧିକ ଗୁରୁତର କାରଣରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।


ତେବେ ସୂଚନା ଅନୁଯାୟୀ ଭାଗବତ ପୁ୍ର ଆଳି ଅଞ୍ଚଳ ଭାଗବତଙ୍କୁ ବନ୍ଧୁ ଅକ୍ଷୟ ରାଉତ ଦିନ ପ୍ରାୟ ୧୦ଟା ସମୟରେ ଏକ ଓଟରେ ବସାଇ ଭାଗବତଙ୍କ ପାଖରେ ପହଞ୍ଚି ଏକ ପେଣ୍ଠ ଵେଳା ଭୂମିକୁ ବୁଲିବାକୁ ଯାଇଥିଲେ , ସାଙ୍ଗ ଦୁହେଁ ଖୁସି ଥିଲେ ଏବଂ ମଜା ମସ୍ତି ମଧ୍ୟ କରୁଥିଲେ କିନ୍ତୁ ସାଙ୍ଗ ଭାଗବତ ଜାଣିନଥିଲା ସେ ତା ସହ। ଆଗକୁ ଏପରି ରୋମ ଟାଙ୍କୁରା ଘଟଣା ଘଟିଯିଵ ବୋଲି । କିନ୍ତୁ କିଛି ସମୟ ବୁଲିଵା ପରେ ହଠାତ୍ ଅକ୍ଷୟ ଭୁଜାଲି କାଢି ତା ସାଙ୍ଗର ଗୁପ୍ତା ଅଙ୍ଗ କାଟି ଦୈଡି ପଳାଇଲା । ରକ୍ତ ଯୁଡୁ ଵୁଡୁ ଅବସ୍ଥାରେ ଭାଗଵତ ତାଙ୍କ ଘରକୁ ଫୋନ୍ କରି ଜଣାଇଥିଲେ । ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ॥


ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।

Leave a Comment

Read More